୨୦ ଲିଟର ଦେଶୀମଦସହ ଜଣେ ଗିରଫ

You are currently viewing ୨୦ ଲିଟର ଦେଶୀମଦସହ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ମରଣ୍ଡା ଗାଁରେ ମଙ୍ଗଳବାର ପୁଲିସ ଚଢ଼ାଉକରି ୨୦ ଲିଟର ଦେଶୀମଦସହ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ମରଣ୍ଡା ଗାଁର ମହେନ୍ଦ୍ର ସେଠୀଙ୍କଠାରୁ ୨୦ ଲିଟର ରନ୍ଧା ଦେଶୀମଦ ଜବତ କରିଛି। ଏଥିସହ ଏକ ମାମଲା ରୁଜୁରକି ତାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

Share

Leave a Reply