ଝଡ ତୋଫାନ ରେ ଗଛ ଡାଳ ଭାଙ୍ଗିଲା

You are currently viewing ଝଡ ତୋଫାନ ରେ ଗଛ ଡାଳ ଭାଙ୍ଗିଲା

ଅନୁଗୁଳ: ବୁଧବାର ଅପରାହ୍ନ ପ୍ରାୟ ୩ ଟା ସମୟରେ ଝଡ ତୋଫାନ ଯୋଗୁଁ ଅନୁଗୁଳ ସହର ର ବିଭିନ୍ନ ସ୍ଥାନରେ ଗଛ ଡାଳ ଭାଙ୍ଗି ଯାଇ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ଏଥି ସହ ରାସ୍ତା କଡ଼ ବିଦ୍ୟୁତ ତାର ଛିଣ୍ଡି ଯିବାରୁ ସହର ମଧ୍ୟରେ ବିଦ୍ୟୁତ ସରବରାହ ବାଧା ପ୍ରାପ୍ତ ହୋଇଥିଲା।

କାଂଚନ ବଜାର,ନାଖରା ସାହି, ହେମସୁର ପଡା ଏବଂ ଅନ୍ୟ କେତେକ ଅଂଚଳରେ ଗଛ ଡାଳ ଭାଙ୍ଗିଥିବା ଜଣା ପଡ଼ିଛି।ବିଦ୍ୟୁତ କର୍ମଚାରୀମାନେ ଉଦ୍ୟମ କରି ସନ୍ଧ୍ୟା ୬ଟା ସୁଦ୍ଧା ବିଦ୍ୟୁତ ସଂଯୋଗ ବ୍ୟବସ୍ଥିତ କରିଛନ୍ତି ।

Share

Leave a Reply