ବ୍ରାହ୍ମଣବିଲ ଓ ଚାଙ୍ଗୁଡ଼ିଆ ପଞ୍ଚାୟତ ସଟ୍‌ଡ଼ାଉନ୍

ଅନୁଗୁଳ: କରୋନା ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ ପରେ ଛେଣ୍ଡିପଦା ବ୍ଲକ୍‌ରେ କେତେକ ସରପଞ୍ଚ ଏ ଦିଗରେ ତତ୍ପରତା ପ୍ରକାଶ କରିଛନ୍ତି। ବ୍ଲକ୍‌ର ବ୍ରାହ୍ମଣବିଲ ପଞ୍ଚାୟତକୁ ସ୍ଥାନୀୟ ସରପଞ୍ଚ ସୁଧାକର ବେହେରା ସଟ୍ ଡାଉନ୍ ଘୋଷଣା କରିଛନ୍ତି।…

Continue Readingବ୍ରାହ୍ମଣବିଲ ଓ ଚାଙ୍ଗୁଡ଼ିଆ ପଞ୍ଚାୟତ ସଟ୍‌ଡ଼ାଉନ୍

ମହୁଲନାଳି: ରକ୍ତହୀନତା ଦୂର କରିବାରେ ଓଡ଼ିଶାର ପ୍ରଥମ ଗାଁ

ଅନୁଗୁଳ: ସଚେତନତା, ଗୋଷ୍ଠୀଗତ ସହଯୋଗ ଏବଂ ବ୍ୟବହାରିକ ପରିବର୍ତ୍ତନ ଦ୍ୱାରା ସମାଜରେ ଯେ କୌଣସି କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରାଯାଇପାରିବ। ଆଠମଲ୍ଲିକ ବ୍ଳକ୍ ସାନହୁଲା ପଂଚାୟତ ମହୁଲନାଳି ଗାଁ ର ଲୋକେ ଏଭଳି ଏକ କାର୍ଯ୍ୟକୁ ସଫଳତାର ସହ ସଂପନ୍ନ…

Continue Readingମହୁଲନାଳି: ରକ୍ତହୀନତା ଦୂର କରିବାରେ ଓଡ଼ିଶାର ପ୍ରଥମ ଗାଁ

ଜେଲ୍‌ରେ ୨୬ ପଜିଟିଭ୍

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କରୋନା ବଢି ଚାଲିଥିଲା ବେଳେ କାରାଗାରରେ ଥିବା ୨୬ ଜଣ ବିଚାରାଧୀନ କଏଦୀ ସଂକ୍ରମିତ ହୋଇଛନ୍ତି। ସୂଚନା ଅନୁସାରେ, ଗତ ତିନିଦିନ ତଳେ କାରାଗାରର ଜଣେ କଏଦୀ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ପରବର୍ତୀ ସମୟରେ ଅନ୍ୟମାନଙ୍କର…

Continue Readingଜେଲ୍‌ରେ ୨୬ ପଜିଟିଭ୍

ଅନୁଗୁଳ ଥାନାରୁ ୧୦ ସଂକ୍ରମିତ

ଅନୁଗୁଳ: ଜିଲ୍ଲାରେ କରୋନା ସଂକ୍ରମଣ ବଢି ବଢି ଚାଲିଥିଲାବେଳେ ଅନୁଗୁଳ ଥାନାରୁ ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଥାନାରେ କାର୍ଯ୍ୟରତ ଅଧିକାରୀ, କନେଷ୍ଟବଳ ଓ ହୋମଗାର୍ଡଙ୍କୁ ମିଶାଇ ସମୁଦାୟ୧୦ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏମାନେ କରୋନା ଟିକାର…

Continue Readingଅନୁଗୁଳ ଥାନାରୁ ୧୦ ସଂକ୍ରମିତ

ଟ୍ରେନ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ରେଳ ଷ୍ଟେସନରୁ ବୁଧବାର ପୂର୍ବାହ୍ନରେ ଏକ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସୁବାସ ବେହେରା(୪୧)। ତାଙ୍କ ଘର ଭଦ୍ରକ ଜିଲ୍ଲାରେ। ସୁରତ୍-ପୁରୀ ଟ୍ରେନ୍‌ରେ ସେ ଘରକୁ ଫେରୁଥିବା ବେଳେ ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଥିଲା। ଅନୁଗୁଳ ଷ୍ଟେସନ୍‌ରେ…

Continue Readingଟ୍ରେନ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଅନ୍‌ଲାଇନ୍‌ରେ ମିଳିବ କରୋନା ରିପୋର୍ଟ

ଅନୁଗୁଳ: ଆଜିଠାରୁ ଅନୁଗୁଳ ଜିଲ୍ଲାରେ ଆରମ୍ଭ ହୋଇଛି କୋଭିଡ଼ ପରିଚାଳନା ବ୍ୟବସ୍ଥା (ସିଏମଏସ)। ଏହି ବ୍ୟବସ୍ଥା ଅନୁସାରେ, କୋଭିଡ଼ ପରିଚାଳନା ଅଧିକ ସକ୍ରିୟ ଓ ବ୍ୟବହାର ଉପଯୋଗୀ ହୋଇପାରିବ ବୋଲି ଆଶା ରଖିଛି ପ୍ରଶାସନ। ଏଥିପାଇଁ ଏକ ସ୍ବତନ୍ତ୍ର ୱେବସାଇଟ୍‌ angulcms.com…

Continue Readingଅନ୍‌ଲାଇନ୍‌ରେ ମିଳିବ କରୋନା ରିପୋର୍ଟ

ଆଜି ଟିକାକରଣ ବନ୍ଦ

ଅନୁଗୁଳ: ଅନୁଗୁଳ ଷ୍ଟାଡିୟମ୍‌ରେ ଚାଲିଥିବା ମେଗା ଟିକାକରଣ ସହିତ ଜିଲ୍ଲାର ସମସ୍ତ ଟିକାକରଣ କେନ୍ଦ୍ରରେ ଗୁରୁବାର ଟିକାକରଣ ବନ୍ଦ ରହିବ। ଜିଲ୍ଲାକୁ ଆସିଥିବା ଟିକା ବୁଧବାର ଶେଷ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଟିକା…

Continue Readingଆଜି ଟିକାକରଣ ବନ୍ଦ

କୋଭିଡ୍ ପରିଚାଳନା ପାଇଁ ଜିଲ୍ଲାକୁ ଆସିବେ ୧୦ ରାଜସ୍ବ ଅଧିକାରୀ

ଅନୁଗୁଳ: ଜିଲ୍ଲାରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢି ଚାଲିଛି। ନିୟମିତ ଭାବେ ୫ ଶହ ଉପରେ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ପଜିଟିଭ ହାର ବି ଅଧିକ ରହୁଛି । ତେଣୁ କୋଭିଡ୍ ପରିଚାଳନା ପାଇଁ ଜିଲ୍ଲାକୁ ୧୦ ଜଣ ଓଆରଏସ୍…

Continue Readingକୋଭିଡ୍ ପରିଚାଳନା ପାଇଁ ଜିଲ୍ଲାକୁ ଆସିବେ ୧୦ ରାଜସ୍ବ ଅଧିକାରୀ

କୋଭିଡ୍ ହସ୍ପିଟାଲ ପରିଦର୍ଶନ କଲେ ବିଧାୟକ

ଅନୁଗୁଳ: ବିଧାୟକ ବ୍ରଜକିଶୋର ପ୍ରଧାନ ତାଳଚେର କୋଭିଡ୍ ହସ୍ପିଟାଲ୍ ପରିଦର୍ଶନ କରି ରୋଗୀଙ୍କ ସହିତ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ପଚାରି ବୁଝିଛନ୍ତି। ବିଧାୟକ ଶ୍ରୀ ପ୍ରଧାନ ପିପିଇ କିଟ୍ ପରିଧାନ କରି ଏମ୍‌ସିଏଲ୍‌ ସେଣ୍ଟ୍ରାଲ ହସ୍ପିଟାଲ୍ ଠାରେ ଥିବା…

Continue Readingକୋଭିଡ୍ ହସ୍ପିଟାଲ ପରିଦର୍ଶନ କଲେ ବିଧାୟକ

ଷ୍ଟାଡିୟମ୍‌ରେ ମେଗା ଟିକାକରଣ, ଏକ ହଜାର ହିତାଧିକାରୀଙ୍କୁ ଟିକା

ଅନୁଗୁଳ: ଅନୁଗୁଳରେ ଅଣାୟତ୍ତ ହୋଇଛି କରୋନା ସଂକ୍ରମଣ। ଦୈନିକ ସଂକ୍ରମଣ ଚିନ୍ତାଜନକ ଭାବେ ବଢ଼ୁଥିବା ବେଳେ ମୃତ୍ୟୁସଂଖ୍ୟା କୋକୁୟା ଭୟ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଜିଲ୍ଲାରେ ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି। ଅନୁଗୁଳ ଷ୍ଟାଡ଼ିୟମ୍‌ଠାରେ…

Continue Readingଷ୍ଟାଡିୟମ୍‌ରେ ମେଗା ଟିକାକରଣ, ଏକ ହଜାର ହିତାଧିକାରୀଙ୍କୁ ଟିକା