ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗ: ମାମଲା ରୁଜୁ

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଶାଳବଣୀସାହିର ସୁନିତା ବେହେରା ତାଙ୍କ ସ୍ୱାମୀ ହାଡ଼ିବନ୍ଧୁ ଶଙ୍ଖାରୀଙ୍କ ବିରୁଦ୍ଧରେ ଶାରୀରିକ ଓ ମାନସିକ ନିର୍ଯାତନାର ଅଭିଯୋଗ କରିଛନ୍ତି। ମଙ୍ଗଳବାର ହଣ୍ଡପା ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ନମ୍ବର ୩୪୫/୨୫ ରୁଜୁ କରିଛି।…

Continue Readingପତ୍ନୀଙ୍କୁ ନିର୍ଯାତନା ଅଭିଯୋଗ: ମାମଲା ରୁଜୁ

କଦଳିମୁଣ୍ଡାରେ ସର୍ଭିସ ରୋଡ ଓ ଡ୍ରେନ ନିର୍ମାଣ ଦାବି: ଗ୍ରାମବାସୀଙ୍କ ଆବେଦନ

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ନୁନୁକାପସି ପଞ୍ଚାୟତର କଦଳିମୁଣ୍ଡା ଗ୍ରାମବାସୀ ଜାତୀୟ ରାଜପଥ କଡ଼ରେ ସର୍ଭିସ ରୋଡ ଓ ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀ ଅଭିଯୋଗ କରିଛନ୍ତି…

Continue Readingକଦଳିମୁଣ୍ଡାରେ ସର୍ଭିସ ରୋଡ ଓ ଡ୍ରେନ ନିର୍ମାଣ ଦାବି: ଗ୍ରାମବାସୀଙ୍କ ଆବେଦନ

ନାଲକୋ ନଗରରେ ପୂଜା ପାଉଛନ୍ତି ଦେବଶିଳ୍ପୀ, ୧୯ଟି ମଣ୍ଡପରେ ବିଶ୍ୱକର୍ମାଙ୍କ ଆରାଧନା କରୁଛନ୍ତି ଶ୍ରଦ୍ଧାଳୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନଗର କଲୋନୀରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ଆରମ୍ଭ ହୋଇଛି। ନାଲକୋ ନଗରରେ ୧୯ଟି ପୂଜା ମଣ୍ଡପରେ ପ୍ରଭୁ ବିଶ୍ଵକର୍ମାଙ୍କ ତୋରଣରେ ପୂଜା ପାଉଛନ୍ତି। ୧୯ଟି ପୂଜା ମଣ୍ଡପରୁ ଭକ୍ତବୃନ୍ଦ ଜଗନ୍ନାଥ ମନ୍ଦିର ପୁଷ୍କରିଣୀରୁ କଳସ ଯାତ୍ରା…

Continue Readingନାଲକୋ ନଗରରେ ପୂଜା ପାଉଛନ୍ତି ଦେବଶିଳ୍ପୀ, ୧୯ଟି ମଣ୍ଡପରେ ବିଶ୍ୱକର୍ମାଙ୍କ ଆରାଧନା କରୁଛନ୍ତି ଶ୍ରଦ୍ଧାଳୁ

ଖୁସି ଖବର: ଅନୁଗୁଳ ପୌରପାଳିକାରେ ହେବ ଗୋଶାଳା

ଅନୁଗୁଳ: ଅନୁଗୁଳ ସହର ଭିତରେ ଏକ କାଞ୍ଜିଆହୁଦା ଅବା ଏକ ଗୋଶାଳା ପାଇଁ ହୋଇ ଆସିଥିବା ଦାବୀ ଏବେ ପୂରଣ ହେବାକୁ ଯାଉଛି। ଅନୁଗୁଳ ସହର ଭିତରେ ଏବଂ ରାଜରାସ୍ତାରେ ପଲ ପଲ ବୁଲା ଗାଈ-ଗୋରୁ ଓ ଷଣ୍ଢଙ୍କ ଦୌରତ୍ମ୍ୟ ଯୋଗୁଁ…

Continue Readingଖୁସି ଖବର: ଅନୁଗୁଳ ପୌରପାଳିକାରେ ହେବ ଗୋଶାଳା

‘ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନର ଶୁଭାରମ୍ଭ

ଅନୁଗୁଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବର ଠାରୁ ୨ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେଉଥ‌ିବା ‘ସୁସ୍ଥ ନାରୀ, ସଶକ୍ତ ପରିବାର' ରାଷ୍ଟ୍ରୀୟ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଅନୁଗୁଳ ଜିଲ୍ଲା ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ…

Continue Reading‘ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନର ଶୁଭାରମ୍ଭ

ବାସନ୍ତୀ ଦୂର୍ଗା ପୂଜା ପଡିଆରେ ବିଶ୍ଵକର୍ମା ପୂଜା

ଅନୁଗୁଳ: ଆଜି କନ୍ଯା ସଂକ୍ରାନ୍ତି ଅବସରରେ ଅମଲାପଡା ମା' ବାସନ୍ତୀ ଦୂର୍ଗା ପୂଜା ପଡିଆରେ ବିଶ୍ଵକର୍ମାପୂଜା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳର ବହୁ ଠିକାଦାର, ଶ୍ରମଜିବୀ ଏବଂ ଅନ୍ଯାନ୍ଯ ଶ୍ରଦ୍ଧାଳୁ ମାନେ ଦିନ ଦଶଟା ସମୟରେ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ।…

Continue Readingବାସନ୍ତୀ ଦୂର୍ଗା ପୂଜା ପଡିଆରେ ବିଶ୍ଵକର୍ମା ପୂଜା

ବିଶ୍ଵ ଓଜୋନ ଦିବସ ପାଳନ

ଅନୁଗୁଳ: ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଶ୍ଵ ଓଜୋନ ଦିବସ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା. ନୀଳାଞ୍ଚଳ ପଟେଲଙ୍କ ତତ୍ତ୍ୱାବଧାନରେ ପାଳନ କରାଯାଇଛି। ଏହି ଅବସରରେ ଓଜୋନ ସ୍ତରର ସଂରକ୍ଷଣ ଓ ଏହାର କ୍ଷୟ ଜନିତ ବିପଦ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। ପଦାର୍ଥ…

Continue Readingବିଶ୍ଵ ଓଜୋନ ଦିବସ ପାଳନ

ଆଇନ ସଚେତନତା ଶିବିର ଅନୁଷ୍ଠିତ

ଅନୁଗୁଳ: ଜିଲ୍ଲା ଆଇନସେବା ପ୍ରାଧିକରଣ, ଅନୁଗୁଳ ତରଫରୁ ୧୫ ସେପ୍ଟେମ୍ବର ୨୦୨୫ରେ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ, ବଡକେରାଠାରେ ଛାତ୍ରଛାତ୍ରୀଙ୍କ ପାଇଁ ସାଇବର କ୍ରାଇମ, ସାଇବର ଆଇନ ଓ ଯୌନ ଅପରାଧରୁ ସୁରକ୍ଷା ଆଇନ ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ…

Continue Readingଆଇନ ସଚେତନତା ଶିବିର ଅନୁଷ୍ଠିତ

ଏମ୍‌ସିଏଲ୍‌ର ୧୫ତମ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ବୈଠକ

ଅନୁଗୁଳ: ମହାନଦୀ କୋଇଲା ଖଣି ସଂସ୍ଥା (ଏମ୍‌ସିଏଲ୍‌)ର ୧୫ତମ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି (ଆର୍‌ପିଡିଏସି) ବୈଠକ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ୍‌ ରାମଚନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର…

Continue Readingଏମ୍‌ସିଏଲ୍‌ର ୧୫ତମ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ବୈଠକ

ମହିଳା ପ୍ରଶିକ୍ଷାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ

ଅନୁଗୁଳ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ନୂଆ ଓଡିଶା ଯୋଜନା ଅଧୀନରେ ମୋବାଇଲ ଫୋନ୍ ହାର୍ଡୱେର୍ ମରାମତି ତାଲିମ ପ୍ରାପ୍ତ ୨୪ ଜଣ ମହିଳା ପ୍ରଶିକ୍ଷାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲା ପ୍ରଶାସନ, ଅନୁଗୁଳ…

Continue Readingମହିଳା ପ୍ରଶିକ୍ଷାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ