ପୌର ଯନ୍ତ୍ରୀଙ୍କୁ ଆକ୍ରମଣ ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପିଙ୍କୁ ଭେଟିଲେ କର୍ମଚାରୀ

ଅନୁଗୁଳ: ଅନୁଗୁଳ ପୌର ପରିଷଦର ୨ ଜଣ ଯନ୍ତ୍ରୀଙ୍କୁ ଗତ ୧୫ ତାରିଖରେ ହୋଇଥିବା ଅକ୍ରମଣ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ, ଦୋଷୀଙ୍କୁ କଠୋର ଦଣ୍ଡ ଦେବା ଓ ପୌର କର୍ମଚାରୀଙ୍କୁ ସୁରକ୍ଷା ଦେବା ନେଇ ଅନୁଗୁଳ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି…

Continue Readingପୌର ଯନ୍ତ୍ରୀଙ୍କୁ ଆକ୍ରମଣ ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସ୍‌ପିଙ୍କୁ ଭେଟିଲେ କର୍ମଚାରୀ

ଅନୁଗୁଳ ଓକିଲ ସଂଘ ନିର୍ବାଚନ

ଅନୁଗୁଳ: ଅନୁଗୁଳ ଓକିଲ ସଂଘ ନିର୍ବାଚନ ନିମନ୍ତେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ସ୍ଥିର ହୋଇଛି। ପ୍ରାର୍ଥୀପତ୍ର ଦାଖଲ, ଯାଞ୍ଚ, ମନୋନୟନପତ୍ର ପ୍ରତ୍ୟାହାର ପରେ ୬ଟି ପଦବୀ ନିମନ୍ତେ ମୋଟ୍ ୧୪ ଜଣ ପ୍ରାର୍ଥୀ ଚୂଡ଼ାନ୍ତ ଲଢ଼େଇରେ ସାମିଲ ହୋଇଛନ୍ତି । ସଭାପତି…

Continue Readingଅନୁଗୁଳ ଓକିଲ ସଂଘ ନିର୍ବାଚନ

ବସନ୍ତପୁର ଗ୍ରାମରେ ହାତୀ ଆତଙ୍କ

ଅନୁଗୁଳ: ଛେଣ୍ଡିପଦା ବନାଞ୍ଚଳର ବସନ୍ତପୁର ଗ୍ରାମରେ ଦନ୍ତାହାତୀ ଉପଦ୍ରବ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ଗତ ରାତିରେ ହାତୀ ଘର ଭାଙ୍ଗିବା ସହ ଗ୍ରାମବାସୀଙ୍କ ବାଡ଼ିରୁ ଫସଲ ଖାଇଯାଇଥିବା ଅଭିଯୋଗ ହୋଇଛି ।ସୋମବାର ବିଳମ୍ବିତ ରାତିରେ ହାତୀଟି ନିକଟସ୍ଥ…

Continue Readingବସନ୍ତପୁର ଗ୍ରାମରେ ହାତୀ ଆତଙ୍କ

ବାଇକ୍ ସହ ୬୮ ଲିଟର ମଦ ଜବତ, ୪ ଗିରଫ

ଅନୁଗୁଳ: ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ତାଳଚେର ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ୬୮ ଲିଟର ମଦ ଜବତ କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ତାଳଚେର ଥାନା ଅନ୍ତର୍ଗତ ଅଙ୍ଗାରୁଆ ଗ୍ରାମର ପ୍ରଦୀପ…

Continue Readingବାଇକ୍ ସହ ୬୮ ଲିଟର ମଦ ଜବତ, ୪ ଗିରଫ

କୋଇଲା ପରିବହନରେ ସ୍ଥାନୀୟ ଟ୍ରକଗୁଡ଼ିକୁ ଅଗ୍ରାଧିକାର ଦାବି

ଅନୁଗୁଳ: କଣିହାଁ ବ୍ଳକ୍ ଡେରେଙ୍ଗ ସ୍ଥିତ ଜେଆଇଟିପିଏଲ କାରଖାନାକୁ କୋଇଲା ପରିବହନରେ ସ୍ଥାନୀୟ ଟ୍ରକ୍ ମାଲିକମାନଙ୍କୁ ଉପେକ୍ଷା କରାଯାଉଛି । ଜମିବାଡ଼ି ହରାଇ ଗାଡ଼ି କରି ଗୁଜୁରାଣ ମେଣ୍ଟାଉଥିବା ଗାଡ଼ିମାଲିକଙ୍କୁ ଅଣଦେଖା କରି ବାହାର ଇଲାକାର ଗାଡ଼ିକୁ ପ୍ରାଧାନ୍ୟ ଦିଆଯାଉଥିବା ଅଭିଯୋଗ…

Continue Readingକୋଇଲା ପରିବହନରେ ସ୍ଥାନୀୟ ଟ୍ରକଗୁଡ଼ିକୁ ଅଗ୍ରାଧିକାର ଦାବି

ନାବାଳିକା ଛାତ୍ରୀଙ୍କୁ ଗାଳିଗୁଲଜ ଧମକଚମକ; ଅଭିଯୁକ୍ତକୁ ୩ ବର୍ଷ ଜେଲ, ୧୦ ହଜାର ଜରିମାନା

ଅନୁଗୁଳ: ୨୦୧୬ ସେପ୍ଟେମ୍ବର ମାସରେ ତାଳଚେର କୋଲିୟରୀ ଥାନା ଗୋପାଳପ୍ରସାଦ ହାଇସ୍କୁଲ ସମ୍ମୁଖରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ, ଧମକଚମକ ଦେବା ନେଇ ଥାନାରେ ରୁଜୁ ହୋଇଥିବା ମାମଲାର ରାୟ ଅନୁଗୁଳ ସ୍ବତନ୍ତ୍ର ପୋକସୋ ଅଦାଲତରେ ମଙ୍ଗଳବାର…

Continue Readingନାବାଳିକା ଛାତ୍ରୀଙ୍କୁ ଗାଳିଗୁଲଜ ଧମକଚମକ; ଅଭିଯୁକ୍ତକୁ ୩ ବର୍ଷ ଜେଲ, ୧୦ ହଜାର ଜରିମାନା

ବିଜୁ ମଇଦାନ୍ ସାମ୍ମାରେ ହେବ ଫୁଡ୍ ଡୋମ୍

ଅନୁଗୁଳ: ବଦଳିବ ସହରର ଚିତ୍ର । ଭଳିକି ଭଳି ସୌନ୍ଦର୍ଯ୍ୟକରଣରେ ସ୍ମାର୍ଟ ସହର ହେବ ଅନୁଗୁଳ ସହର। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟ ଜୋରସୋରେ ଆଗେଇ ସାରିଛି। ଖୁବ୍‌ଶୀଘ୍ର ବିଜୁ ମଇଦାନ ସାମ୍ନାରେ ଏକ ଗମ୍ବୁଜାକାର ଷ୍ଟଲ୍ (ଡୋମ୍) ତିଆରି…

Continue Readingବିଜୁ ମଇଦାନ୍ ସାମ୍ମାରେ ହେବ ଫୁଡ୍ ଡୋମ୍

ଘରୋଇକରଣ ବିରୋଧରେ ବ୍ୟାଙ୍କ କର୍ମଚାରୀଙ୍କ ବିକ୍ଷୋଭ

ଅନୁଗୁଳ: ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ସାରା ଦେଶରେ ଆନ୍ଦୋଳନକୁ ଓହ୍ଲାଇଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ । ଦୁଇଦିନିଆ ବନ୍ଦ ଡାକରାରେ ଅନୁଗୁଳର ସମସ୍ତ ବ୍ୟାଙ୍କ ବନ୍ଦ ରହିଥିବା ବେଳେ ଜିଲ୍ଲା ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି…

Continue Readingଘରୋଇକରଣ ବିରୋଧରେ ବ୍ୟାଙ୍କ କର୍ମଚାରୀଙ୍କ ବିକ୍ଷୋଭ

ଯୌତୁକ ନିର୍ଯାତନା; ସ୍ବାମୀ, ଶ୍ଵଶୁରଙ୍କ ନାଁରେ ମାମଲା

ଅନୁଗୁଳ: ବଅଁରପାଳ ଥାନା ବଉଳିଗଡ଼ ଗ୍ରାମର ତେଜସ୍ବିନୀ ସାହୁ (୨୯)ଙ୍କୁ ଯୌତୁକ ନିର୍ଯାତନା ଦିଆଯିବା ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଛି । ବାପଘରୁ ଅଧିକ ଟଙ୍କା, ଗାଡ଼ି ଆଣିବାକୁ ବାଧ୍ୟ କରି ଶ୍ବଶୁର ଘର ଲୋକ ତେଜସ୍ୱିନୀଙ୍କୁ ମାନସିକ ଓ…

Continue Readingଯୌତୁକ ନିର୍ଯାତନା; ସ୍ବାମୀ, ଶ୍ଵଶୁରଙ୍କ ନାଁରେ ମାମଲା

ସ୍କୁଲ୍ ମିଶ୍ରଣ, ଶିକ୍ଷକ ବଦଳିକୁ ବିରୋଧ

ଅନୁଗୁଳ: ଉପସ୍ଥାନ କମ୍ ଥିବାଦର୍ଶାଇ ଆଠମଲ୍ଲିକ ବ୍ଲକ କୃତିବାସପୁର ଗ୍ରାମ ପଞ୍ଚାୟତର ଦାମବାହଳ ପ୍ରାଥମିକ ବିଦ୍ୟାଳୟକୁ ନିକଟସ୍ଥ ତେନ୍ତୁଳିପଥର ବିଦ୍ୟାଳୟ ସହ ମିଶ୍ରଣକୁ ଗ୍ରାମବାସୀ ଘୋର୍ ବିରୋଧ କରିଛନ୍ତି। ସହିତ ମିଶ୍ରଣ କରାଯିବା ଏଥିସହ ଦାମବାହାଳରେ କାର୍ଯ୍ୟରତ ଦୁଇ ଜଣ ଶିକ୍ଷକଙ୍କୁ…

Continue Readingସ୍କୁଲ୍ ମିଶ୍ରଣ, ଶିକ୍ଷକ ବଦଳିକୁ ବିରୋଧ