ଟ୍ରାନ୍ସଫର୍ମର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି

ଅନୁଗୁଳ: ସଦର ଥାନା ଇଲାକା ଆଟିଓ ଅଫିସ୍ ନିକଟରେ ଏକ ନିର୍ମାଣାଧୀନ କୋଠାରୁ ବଡ଼ଧରଣର ଚୋରି ହୋଇଛି । କିଛି ଦୁର୍ବୃତ୍ତ ଗତ ମଙ୍ଗଳବାର ରାତିରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି…

Continue Readingଟ୍ରାନ୍ସଫର୍ମର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି

ଚାକିରି ଆଶାୟୀଙ୍କ ନାମରେ ଜାଲ ଋଣ

ଅନୁଗୁଳ: ଜାଲ ଋଣ କରାଇଥିବା ଜଣେ ଘରୋଇ ଫାଇନାନ୍ସ କମ୍ପାନି କର୍ମଚାରୀଙ୍କୁ ଅନୁଗୁଳ ଟାଉନ ଥାନା ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ, ଏକ ଘରୋଇ ଫାଇନାନ୍ସ କମ୍ପାନିରେ କାର୍ଯ୍ୟକରୁଥିବା ଜରପଡ଼ା ଥାନା ଅଞ୍ଚଳର ପ୍ରତାପ…

Continue Readingଚାକିରି ଆଶାୟୀଙ୍କ ନାମରେ ଜାଲ ଋଣ

ଗୋଟିଏ ରାତିରେ ୩ ଦୋକାନରୁ ଚୋରି

ଅନୁଗୁଳୁ: ବଅଁରପାଳ ବ୍ଲକ୍ ମହୀଧରପୁର ହାଟଛକ ଇଲାକାର ୩ଟି ଦୋକାନରୁ ମଙ୍ଗଳବାର ରାତିରେ ଚୋରି ହୋଇଥିବା ଜଣାଯାଇଛି । ଏ ସଂକ୍ରାନ୍ତରେ ପୁଲିସ ନିକଟରେ ଅଭିଯୋଗ ହେବା ପରେ ପୁଲିସ ଅନୁସନ୍ଧାନ ଚଳାଇଛି । ପ୍ରକାଶଯେ, ମହୀଧରପୁର ହାଟଛକରେ ଥିବା ସୁବ୍ରତ…

Continue Readingଗୋଟିଏ ରାତିରେ ୩ ଦୋକାନରୁ ଚୋରି

ଛାତ୍ରୀଙ୍କଠାରୁ ମୋବାଇଲ୍ ଉଦ୍ଧାର

ଅନୁଗୁଳୁ: ପାଳଲହଡା ଉପଖଣ୍ଡର ଏକ ଛାତ୍ରୀନିବାସରେ ରହି ପାଠ ପଢୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କଠାରୁ ବୁଧବାର ଏକ ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଛି । ସଂପୃକ୍ତ ଛାତ୍ରୀଙ୍କୁ ଭଲ ପାଉଥିବା ତାଙ୍କର ଜଣେ ସହପାଠୀ ଏହି ଫୋନ୍‌ଟି ଦେଇଥିଲେ ।…

Continue Readingଛାତ୍ରୀଙ୍କଠାରୁ ମୋବାଇଲ୍ ଉଦ୍ଧାର

କଳାହାଣ୍ଡି କପ କ୍ରିକେଟ୍, ଖେଳାଳି ଚୟନ ୨୦ରୁ

ଅନୁଗୁଳ: ଆସନ୍ତା ଏପ୍ରିଲ ମାସରେ କଟକରେ ଅନୁଷ୍ଠିତ ହେବ ସମ୍ମାନଜନକ କଳାହାଣ୍ଡି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ଅନୁଗୁଳ ଜିଲ୍ଲା ଟିମ୍ ଖେଳାଳି ଚୟନ ପ୍ରକିୟା ଆସନ୍ତା ୨୦ ତାରିଖରୁ କଦମ ପଡ଼ିଆରେ ଆରମ୍ଭ ହେବ । ଏହି ଚୟନ…

Continue Readingକଳାହାଣ୍ଡି କପ କ୍ରିକେଟ୍, ଖେଳାଳି ଚୟନ ୨୦ରୁ

କାଙ୍ଗୁଲା ନାବାଳିକା ବଳାତ୍କାର ଓ ହତ୍ୟା ମାମଲା

ଅନୁଗୁଳ: ବହୁଚର୍ଚ୍ଚିତ କାଙ୍ଗୁଲା ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ ଗତବର୍ଷ ଅଭିଯୁକ୍ତ ଶ୍ରୀନିବାସ ଓରଫ୍ ଅନାମ ଦେହୁରୀକୁ ଫାଶୀ ଦଣ୍ଡାଦେଶ ଦେଇଥିଲେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକସ୍ ଅଦାଲତ । ତେବେ ଏହି ଫାଶୀ ଦଣ୍ଡାଦେଶକୁ…

Continue Readingକାଙ୍ଗୁଲା ନାବାଳିକା ବଳାତ୍କାର ଓ ହତ୍ୟା ମାମଲା

କୂଅରେ ପଡ଼ିଲା ହାତୀ, ଉଦ୍ଧାର ଜାରି

ଅନୁଗୁଳ: ଅନୁଗୁଳ ବ୍ଲକ୍ ତଥା ପୁରୁଣାଗଡ଼ ବନାଞ୍ଚଳ ବାଲିଜେରେଙ୍ଗ ଗ୍ରାମରେ ଏକ ମାଈହାତୀ ପରିତ୍ୟକ୍ତ କୂଅରେ ପଡ଼ି କଲବଲ ହେଉଛି। ଆଜି ସକାଳୁ ଗ୍ରାମର କିଛି ଲୋକ କୂଅରେ ହାତୀ ପଡ଼ିଥିବାଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଘଟଣାସ୍ଥଳରେ…

Continue Readingକୂଅରେ ପଡ଼ିଲା ହାତୀ, ଉଦ୍ଧାର ଜାରି

ଜମି ବିକ୍ରି ନାଁ ‘ରେ ଠକେଇ, ଥାନାରେ ମାମଲା

ଅନୁଗୁଳ: ଜମି କିଣିବାକୁ ଯାଇ ଠକେଇର ଶିକାର । ଲକ୍ଷେ କି ଦୁଇ ଲକ୍ଷ ନୁହଁ, ୫ ଲକ୍ଷ ଟଙ୍କା ଠକି ନେବା ପରେ ଫେରାଇବାର ନାଁ ଧରୁ ନାହାନ୍ତି । ବରଂ ଟଙ୍କା ମାଗିବାରୁ ଗାଳିଗୁଲଜ କରୁଥିବା ନେଇ ଅନୁଗୁଳ…

Continue Readingଜମି ବିକ୍ରି ନାଁ ‘ରେ ଠକେଇ, ଥାନାରେ ମାମଲା

ସୁନାଗହଣା ଚୋରି, ଜଣେ ଗିରଫ

ଅନୁଗୁଳ: ତୁରଙ୍ଗ ଇନ୍ଦ୍ରହରି ନଗରରୁ ଚୋରି ଘଟଣାରେ ଜଣେ ଯୁବକଙ୍କୁ ଅନୁଗୁଳ ପୁଲିସ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଲେ କରଡ଼ାଗାଡ଼ିଆର ଶିବା ଗୋଚ୍ଛାୟତ(୨୨)। ପୁଲିସ ସୂଚନା ଅନୁସାରେ, ତୁରଙ୍ଗ ଇନ୍ଦ୍ରହରି ନଗରରେ ରହୁଥିବା ଜଳଧର ସାହୁଙ୍କ ଘରୁ ଗତ…

Continue Readingସୁନାଗହଣା ଚୋରି, ଜଣେ ଗିରଫ

ପାଣି ପାଇଁ ବ୍ଳକ ଅଫିସ୍ ଘେରାଉ

ଅନୁଗୁଳ: ଛେଣ୍ଡିପଦା ବ୍ଲକ୍ ମାମୁରିଆ ଗ୍ରାମରେ ଉତ୍କଟ ଜଳାଭାବ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ। ଏସୟୁସିଆଇ (କମ୍ୟୁନିଷ୍ଟ )ଛେଣ୍ଡିପଦା ବ୍ଲକ କମିଟି ନେତୃତ୍ବରେ ମାମୁରିଆ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଗ୍ରାମରୁ ଏକ ଶୋଭାଯାତ୍ରାରେ ଆସି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ…

Continue Readingପାଣି ପାଇଁ ବ୍ଳକ ଅଫିସ୍ ଘେରାଉ