ଦମ୍ପତିଙ୍କୁ ଆକ୍ରମଣ କରି ସୁନାହାର ଲୁଟ୍ ଉଦ୍ୟମ
ଅନୁଗୁଳ: ତାଳଚେର ଥାନା ଇଲାକାରେ ଛିନ୍ତାଇ ଥମିବାର ନାଁ’ ନେଉନି । ପୁଲିସ୍ ଶୁକ୍ରବାର ଏକ ଛିନ୍ତାଇ ଗ୍ୟାଙ୍ଗକୁ କାବୁ କରିଥିବା ବେଳେ ସେପଟେ ଭୁବନେଶ୍ୱରୀ କୋଇଲା ଖଣି ରାସ୍ତାରେ ଦମ୍ପତିକୁ ଆକ୍ରମଣ କରି ସୁନା ହାର ଲୁଟ୍ ଉଦ୍ୟମ ହୋଇଛି…
ଅନୁଗୁଳ: ତାଳଚେର ଥାନା ଇଲାକାରେ ଛିନ୍ତାଇ ଥମିବାର ନାଁ’ ନେଉନି । ପୁଲିସ୍ ଶୁକ୍ରବାର ଏକ ଛିନ୍ତାଇ ଗ୍ୟାଙ୍ଗକୁ କାବୁ କରିଥିବା ବେଳେ ସେପଟେ ଭୁବନେଶ୍ୱରୀ କୋଇଲା ଖଣି ରାସ୍ତାରେ ଦମ୍ପତିକୁ ଆକ୍ରମଣ କରି ସୁନା ହାର ଲୁଟ୍ ଉଦ୍ୟମ ହୋଇଛି…
ଅନୁଗୁଳ: ଆଠମଲ୍ଲିକ ଥାନା ମାନଜୋର ଡ୍ୟାମର ପୂର୍ଵ ପାଖ ମୁଖ୍ୟ କେନାଲ ମଝିରେ ଶନିବାର ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଛି। ମୃତକ ପୁରୁଷ କି ମହିଳା ସ୍ପଷ୍ଟ ହୋଇପାରିନି। ଘଟଣାସ୍ଥଳରେ ଦେଖଣାହାରୀଙ୍କ ଭିଡ଼ ଜମିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ…
ଅନୁଗୁଳ: କଣିହାଁ ଥାନା ଅନ୍ତର୍ଗତ ହରିଚନ୍ଦନପୁର ଗ୍ରାମର ବାବୁଲା ବିଶ୍ୱାଳଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଅଭିଯୋଗ ଅନୁଯାୟୀ, ଗତ…
ଅନୁଗୁଳ: ଏନ୍ଟିପିସି କଣିହାଁ ସିଆଇଏସ୍ଏଫ୍ ଅଗ୍ନିଶମ କେନ୍ଦ୍ରରେ ଜାତୀୟ ସୁରକ୍ଷା ଦିବସ ପାଳିତ ହୋଇଛି। ଏନ୍ଟିପିସି କଣିହାଁ ସିଜିଏମ୍ ସୁଦୀପ ନାଗ ସୁରକ୍ଷା ପତାକା ଉତ୍ତୋଳନ କରିବା ସହ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ଏଥିସହ ଶ୍ରୀ ନାଗ ସୁରକ୍ଷା ପାଇଁ ପାୱାରଷ୍ଟେସନର…
ଅନୁଗୁଳ: ଶୁକ୍ରବାର ଅନୁଗୁଳ ଥାନା ତଥା ଛେଣ୍ଡିପଦା ବ୍ଲକ ଆମ୍ବପାଳ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଜଙ୍ଗଲରେ ଲାଗିଥିବା ନିଆଁ ଗାଁକୁ ଡେଇଁ ୧୬୦ ବଖରା ଘର ଛାରଖାର କରି ଦେଇଛି । ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲାବେଳେ ବହୁ ଉଦ୍ୟମ…
ଅନୁଗୁଳ: ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ଆନୁକୂଲ୍ୟରେ ଆସନ୍ତା ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦଶମ ସର୍ବଭାରତୀୟ ହେମସୁରପଡ଼ା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଟାଉନ ହାଇସ୍କୁଲ ଖେଳପଡ଼ିଆରେ ଖେଳାଯିବାକୁ ଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଭାଗ…
ଅନୁଗୁଳ : ଅନୁଗୁଳ ଜିଲ୍ଲାର ପୁଲିସ ଓ ହାବିଲଦାର ସଂଘ ନିର୍ବାଚନ ଫଳାଫଳ ଗୁରୁବାର ଘୋଷଣା ହୋଇଛି । ଏଥିରେ ବାବୁଲି ନାୟକ ସଭାପତି, ଅରବିନ୍ଦ ସାହୁ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଉପସଭାପତି ଭାବେ ରାଜଶ୍ରୀ ପ୍ରଧାନ, ସହ…
ଅନୁଗୁଳ: ଗୁରୁବାର ଛେଣ୍ଡିପଦା ଥାନା ଜରପଡା ରାସ୍ତାର ସୁନାଭୂଇଁ ନିକଟରେ ଭାରସାମ୍ୟ ହରlଇ ଏକ ଅଟୋ ରାସ୍ତା ଉପରେ ଓଲଟିପଡିଥିଲା। ଏଥିରେ ଆସୁଥିବା ୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଅପରହ୍ମ ସାଢ଼େ ତିନିଟା ବେଳେ ଜରପଡା ଥାନା ନାଉପଦାରୁ…
ଅନୁଗୁଳ: ରାଜ୍ୟର ଅନେକ ଜିଲ୍ଲାରେ ଗ୍ରୀଷ୍ମର ପ୍ରକୋପ ଅନୁଭୂତ ହେଉଥବାବେଳେ, ଅନୁଗୁଳ ଜିଲ୍ଲାରେ ଜଳ କଷ୍ଟ ପରିଲକ୍ଷିତହେଲାଣି। ଓଡ଼ିଶାରେ ପ୍ରାୟ ୨୮ ହଜାର ଜଳ କ୍ଳିଷ୍ଟ ଗ୍ରାମ ଥିବା ବେଳେ ଅନୁଗୁଳର ଅନେକ ଗାଁ ର ଅଧିବାସୀ ପାଣି ପାଇଁ ହନ୍ତସନ୍ତ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ସରକାରୀ ଜମି ଜବରଦଖଲ ମାମଲାରେ ଦୁର୍ନାମ ଅର୍ଜନ କରିଛି।ଏ କ୍ଷେତ୍ରରେ ଓଡ଼ିଶାର ୧୫ ଟି ଜିଲ୍ଲା ମଧ୍ୟରେ ଅନୁଗୁଳ ସ୍ଥାନ ପାଇଛି। ରାଜ୍ୟ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଏକଥା ପ୍ରକାଶ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ…