ଜିଲ୍ଲା ପୁଲିସରେ ଅଦଳବଦଳ
ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁଲିସରେ ସୋମବାର ଏକ ଛୋଟ ଧରଣର ଅଦଳବଦଳ ହୋଇଛି । ଏସପି ଜଗମୋହନ ମୀନା ୩ ଜଣ ଏସ୍ଆଇ ଓ ୭ ଜଣ ଏଏସ୍ଆଇଙ୍କୁ ବଦଳି କରିଛନ୍ତି । ନିଶା ଶିଳ୍ପାଞ୍ଚଳ ଥାନାରେ କାର୍ଯ୍ୟରତ ଏସଆଇ ସତ୍ୟ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁଲିସରେ ସୋମବାର ଏକ ଛୋଟ ଧରଣର ଅଦଳବଦଳ ହୋଇଛି । ଏସପି ଜଗମୋହନ ମୀନା ୩ ଜଣ ଏସ୍ଆଇ ଓ ୭ ଜଣ ଏଏସ୍ଆଇଙ୍କୁ ବଦଳି କରିଛନ୍ତି । ନିଶା ଶିଳ୍ପାଞ୍ଚଳ ଥାନାରେ କାର୍ଯ୍ୟରତ ଏସଆଇ ସତ୍ୟ…
ତାଳଚେର: ରାଜ୍ୟ ସାମ୍ବାଦିକ ସଂଘ(ଓଡ଼ିଶା) ସହବନ୍ଧିତ ଜିଲ୍ଲା ସାମ୍ବାଦିକ ସଂଘର ଏକ ବୈଠକ ତାଳଚେର ସହରର ରାଣୀପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଦ୍ବାରିକା ପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରାଯିବା,…
ଅନୁଗୁଳ: ବଇଣ୍ଡା ଛକରେ ଥିବା ସନ୍ତୋଷ ପ୍ରଧାନଙ୍କ ଚିକେନ ଦୋକାନରୁ ଗତ ବୁଧବାର ରାତିରେ ୪୦ଟି କୁକୁଡ଼ା ଚୋରି ହୋଇଥିଲା । ସନ୍ତୋଷଙ୍କ ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଏହି ଘଟଣାରେ ପୁଲିସ କାଳିଆ ଓରଫ୍ କୁଶ…
ତାଳଚେର:ପତ୍ନୀକୁ ନିର୍ଯାତନା ଦେବା ସହ ହତ୍ୟା ଉଦ୍ୟମ ଅଭିଯୋଗରେ ତାଳଚେର ସବଜେଲରେ ବିଚାରାଧୀନ କଏଦୀ ଭୀଷ୍ମ ପ୍ରଧାନଙ୍କୁ ସାଢ଼େ ୩ ବର୍ଷର ଜେଲଦଣ୍ଡାଦେଶ ପ୍ରଦାନ କରିଛନ୍ତି ଅଦାଲତ । ଆଇପିସି ଧାରା ୩୦୭, ୪୯୮(କ) ଓ ୩୨୪ରେ କୋର୍ଟ ତାଙ୍କୁ ଦୋଷୀ…
ଆଠମଲ୍ଲିକ: ଛାତଘର ନିର୍ମାଣ ତ ଦୂରର କଥା, ପଟା ଓ ମାଟି ପକାଇ ଆଟୁଘର ର୍ନିମାଣରେ ବି ପରିବାର ସଦସ୍ୟଙ୍କ ଉପରେ ଠାକୁରଙ୍କ କୋପ ପଡ଼ିବ। ଏହିପରି ଅନ୍ଧବିଶ୍ବାସ ଯୋଗୁଁ ଆଠମଲ୍ଲିକ ବ୍ଲକ୍ ବେଲାଦୁଲା ଗ୍ରାମରେ ଛାତଘରଟିଏ ଦେଖିବାକୁ ମିଳୁନଥିଲା। ପକ୍କା…
ଛେଣ୍ଡିପଦା: ଛେଣ୍ଡିପଦା ତହସିଲ୍ ପକ୍ଷରୁ ଗୁରୁବାର ୩ଟି ବାଲିବୋଝେଇ ଟ୍ରାକ୍ଟର ଜବତ କରାଯିବା ସହ ୫୦ ହଜାର ଟଙ୍କା ଜରିମାନା କରାଯାଇଛି । ପୂର୍ବାହ୍ନରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର ପ୍ରକାଶ ଚନ୍ଦ୍ର ନାୟକ ବାଗେଡ଼ିଆ ଗସ୍ତରେ ଥିବା ବେଳେ ବାଲିବୋଝେଇ ଟ୍ରାକ୍ଟର…
ଅନୁଗୁଳ: ଅନୁଗୁଳ ଜିଲ୍ଲାର ୨ଟି ଅଞ୍ଚଳରେ ନିଆଁ ପୁଇଁ ହେବା ବେଳେ ଦୁଇ ଜଣ ମହିଳା ପୋଡ଼ିହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ, ହଣ୍ଡପା ଥାନା କେଣ୍ଢେଇକୁଳିଆ ଗ୍ରାମର ନଡ଼ିଆଣି ଦେହୁରୀ(୬୦) ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଆଜି…
ଅନୁଗୁଳ: ଅନୁଗୁଳ ସହର ରାଧାରମଣପଡ଼ାର ତାମ୍ରିତ କଲୋନିରେ ଗୁରୁବାର ପୂର୍ବ ଶତ୍ରୁତାକୁ ନେଇ ହୋଇଛି ଗଣ୍ଡଗୋଳ। ସୂଚନା ଅନୁଯାୟୀ, ତାମ୍ରିତ କଲୋନିର ବାବୁଲି ପ୍ରଧାନ(୫୦) ତାଙ୍କ ଭାଇ କିରଣ ପ୍ରଧାନ(୫୮)ଙ୍କ ମଧ୍ୟରେ ଗତ କିଛି ମାସ ହେଲା ଘରୋଇ ବିବାଦକୁ ନେଇ…
ଅନୁଗୁଳ: ଶୁକ୍ରବାର ଭୋର୍ ବେଳେ ତାଳଚେର ବ୍ଲକ୍ ତଥା ବିକ୍ରମପୁର ଥାନା ଇଲାକା ସାନଯୋରଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି। ବନ୍ଦ୍ ଘରୁ ଏକ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ବିଦ୍ୟୁତ ସର୍ଟ ସର୍କିଟରୁ…
ଅନୁଗୁଳ: କିଶୋରନଗର ବ୍ଳକ ବଇଣ୍ଡା ଛକରେ ଥିବା ସନ୍ତୋଷ ପ୍ରଧାନଙ୍କ ଚିକେନ ଦୋକାନରୁ ବୁଧବାର ରାତିରେ ୪୦ଟି କୁକୁଡ଼ା ଚୋରି ହୋଇଯାଇଛି। ସନ୍ତୋଷ ଏ ସଂପର୍କରେ ବଇଣ୍ଡା ଫାଣ୍ଡିରେ ଅଭିଯୋଗ କରିଥିବା ଫାଣ୍ଡି ଅଧିକାରୀ ଅରୁଣ କୁମାର ପଣ୍ଡା ପ୍ରକାଶ କରିଛନ୍ତି।…