ଚାକିରି ଦେବା ନାଁ’ରେ ଠକେଇ ଥାନାରେ ଏତଲା

ତାଳଚେର: ଚାକିରି ଦେବା ନାଁରେ ଠକେଇ । ୩ ଲକ୍ଷରୁ ଅଧିକ ଟଙ୍କା ଠକି ନେଇ ଧରାଛୁଆଁ ଦେଉନାହାନ୍ତି । ବରଂ ଟଙ୍କା ମାଗିଲେ ଗାଳିଗୁଲଜ କରୁଥିବା ନେଇ କୋଲିୟରୀ ଥାନାରେ ଏକ ଠକେଇ ମାମଲା ରୁଜୁ ହୋଇଛି । ପୁଲିସ୍…

Continue Readingଚାକିରି ଦେବା ନାଁ’ରେ ଠକେଇ ଥାନାରେ ଏତଲା

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଛେଣ୍ଡିପଦା: ବୁଧବାର ଛେଣ୍ଡିପଦା ଥାନା ପିପଳବାହାଳ ଗାଁରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଗାଁର ଶରତ ନାଏକ(୪୫) ସକାଳ ପ୍ରାୟ ସାଢ଼େ ୮ଟା ବେଳେ…

Continue Readingଭାଲୁ ଆକ୍ରମଣରେ ଜଣେ ଗୁରୁତର

କଲେଜ ଛାତ୍ରୀ ଅପହରଣ ମାମଲା

ବଅଁରପାଳ: ବଅଁରପାଳ ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀ ଅପହରଣ ଅଭିଯୋଗକୁ ୧୦ ଦିନ ବିତିବା ପରେ ବି ପୁଲିସ ତଦନ୍ତ ବିଶେଷ ଆଗେଇ ପାରିନି। ଛାତ୍ରୀଙ୍କ ସନ୍ଧାନ ପୁଲିସ ପାଇ ନଥିଲାବେଳେ ଅପହରଣକାରୀଙ୍କୁ ମଧ୍ୟ ଧରିବାରେ ବିଫଳ ହୋଇଛି। କେବଳ…

Continue Readingକଲେଜ ଛାତ୍ରୀ ଅପହରଣ ମାମଲା

ଲକ୍ଷାଧିକ ଟଙ୍କାର ପିଲିଥିନ୍ ଜବତ

ତାଳଚେର: ତାଳଚେର ପୌରପାଳିକା ପକ୍ଷରୁ ବୁଧବାର ସଂଧ୍ୟାରେ ସହରର ବଡ଼ ବଜାରର ବିଭିନ୍ନ ଦୋକାନରେ ପଲିଥିନ ଉପରେ ବ୍ୟାପକ ଚଢ଼ାଉ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଚମ୍ପାପଶି ଛକ ନିକଟରେ ଜନୈକ ବ୍ୟବସାୟୀଙ୍କର ଗୋଦାମ ଉପରେ ଅତର୍କିତ ଚଢ଼ାଉ କରାଯାଇଥିଲା…

Continue Readingଲକ୍ଷାଧିକ ଟଙ୍କାର ପିଲିଥିନ୍ ଜବତ

ଖାଲଗାଁରେ ଭୟାବହ ଅଗ୍ନିକାଣ୍ଡ

ଅନୁଗୁଳ: ଅନୁଗୁଳ ବ୍ଲକ୍ ତଥା ବନ୍ତଳା ଥାନା ଇଲାକା ଖାଲଗାଁ ଗ୍ରାମରେ ଗତ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇଟି ପରିବାରର ୬ ବଖରା ଘର ଓ ୮ ଗୁହାଳ ଘର ସମ୍ପୂର୍ଣ୍ଣ ପୋଡିଯାଇଛି। ଅଗ୍ନିକାଣ୍ଡରେ ଗାଈଗୋରୁ ସମେତ…

Continue Readingଖାଲଗାଁରେ ଭୟାବହ ଅଗ୍ନିକାଣ୍ଡ

ନାଲମ ନୃସିଂହ କ୍ଲବ୍ ପକ୍ଷରୁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍

କଣିହାଁ: କଣିହାଁ ବ୍ଲକ୍‌ର ନାଲମଠାରେ ନୃସିଂହ କ୍ରିକେଟ୍ କ୍ଲବ ପକ୍ଷରୁ ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି । ତିନି ଟିକିଆ ଫାଇନାଲ ମ୍ୟାଚରେ ରଘୁନାଥପୁରକୁ ପରାସ୍ତ କରି ସାନତ୍ରିବିଡ଼ା ଚାମ୍ପିଅନ୍ ହୋଇଥିଲା । ଗତ ୧ ତାରିଖଠାରୁ ଚାଲିଥିବା…

Continue Readingନାଲମ ନୃସିଂହ କ୍ଲବ୍ ପକ୍ଷରୁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍

ଅନ୍ତୁଳିଆରେ ମହିମା ଆଶ୍ରମ ନିମନ୍ତେ ଭୂମିପୂଜା

ଅନ୍ତୁଳିଆ: ଅନୁଗୁଳ ବ୍ଳକ୍‌ ଅନ୍ତୁଳିଆ ଅଲେଖ ମହିମା ଆଶ୍ରମ ନିର୍ମାଣ ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାବା ଅବଧୂତ ମାର୍କଣ୍ଡ ଦାସ, ସାଧୁ ଅଗସ୍ତି ଦାସ, ଗ୍ରାମ ସଭାପତି ଭରତ ବେହେରା, ପ୍ରଦ୍ୟୁମ୍ନ ପ୍ରଧାନ, ପ୍ରଫୁଲ୍ଲ ସାହୁ…

Continue Readingଅନ୍ତୁଳିଆରେ ମହିମା ଆଶ୍ରମ ନିମନ୍ତେ ଭୂମିପୂଜା

ସାତକୋଶିଆରେ ଗୟଳ ମୃତ

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟର ପୁରୁଣାକୋଟ ବନାଞ୍ଚଳ ଟୁଲୁକା ସଂରକ୍ଷିତ ଜଙ୍ଗଲରେ ଗତକାଲି ଏକ ମାଈ ଗୟଳର ମୃତଦେହ ବନବିଭାଗ ଉଦ୍ଧାର କରିଛି । ଟୁଲୁକା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଗୟଳର ମୃତଦେହ ପଡ଼ିଥିବା ବନ କର୍ମଚାରୀ ଦେଖିବାକୁ ପାଇଥିଲେ । ସାତକୋଶିଆ…

Continue Readingସାତକୋଶିଆରେ ଗୟଳ ମୃତ

ବନ୍ଧା ହେଲା ଟାୱାର ଲୁଟେରା

ଅନୁଗୁଳ: ଟାୱାର ଚୋରି ଅଭିଯୋଗରେ ସଦର ଥାନା ପୁଲିସ୍ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ଅଭିମନ୍ୟୁ ସାହୁ । ତା’ର ଘର ନୟାଗଡ଼ ଜିଲ୍ଲାରେ ହୋଇଥିବା ବେଳେ ସେ ଅନୁଗୁଳ ସହର ଉପକଣ୍ଠ ଗୀତାଗ୍ରାମରେ ରହୁଥିବା ଜଣାପଡ଼ିଛି। ପୁଲିସ୍…

Continue Readingବନ୍ଧା ହେଲା ଟାୱାର ଲୁଟେରା

ସାଇବର ଠକେଇ ଯୁବକଙ୍କ ଆକାଉଣ୍ଟରୁ ୩୪ ହଜାର ଟଙ୍କା ଲୁଟ

ଅନୁଗୁଳ: ଅଥୟ କଲେଣି ସାଇବର ଲୁଟେରା । ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାରେ ସାଇବର ଲୁଟ୍ ଥମିବାର ନାଁ ନେଉନି । ମଙ୍ଗଳବାର ଜଗତସିଂହପୁର ଅଞ୍ଚଳର ଜଣେ ଯୁବକ ସାଇବର ଠକେଇର ଶିକାର ହୋଇଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି । ଏତଲା…

Continue Readingସାଇବର ଠକେଇ ଯୁବକଙ୍କ ଆକାଉଣ୍ଟରୁ ୩୪ ହଜାର ଟଙ୍କା ଲୁଟ