ଲକ୍ଷାଧିକ ଟଙ୍କାର ପାର୍ସଲ ଧରି ଡେଲିଭରି ବୟ ଛୁ?

ଅନୁଗୁଳ: ବିଶ୍ବାସରେ ବିଷ ଦେଲା ଡେଲିଭରି ବୟ । ଗ୍ରାହକଙ୍କ ପାର୍ସଲ ଡେଲିଭରି କରିବ କହି ନେଇଗଲା ଲକ୍ଷାଧିକ ଟଙ୍କାର ପାର୍ସଲ । ହେଲେ ଲୋଭ ଏମିତି ଘାରିଲା ଯେ, ଗ୍ରାହକଙ୍କୁ ତାଙ୍କ ପାର୍ସଲ ଦବ କ’ଣ, ନିଜ ସଂସ୍ଥାକୁ ମଧ୍ୟ…

Continue Readingଲକ୍ଷାଧିକ ଟଙ୍କାର ପାର୍ସଲ ଧରି ଡେଲିଭରି ବୟ ଛୁ?

୮୧ ବୋତଲ କଫ ସିରପ ଜବତ, ୨ ଗିରଫ

କଣିହାଁ: କଣିହାଁ ଥାନା ଇଲାକାରେ ଅବାଧ ନିଶା କାରବାର ଥମିବାର ନାଁ ନେଉନି । କିଛି ଦିନର ବ୍ୟବଧାନ ପରେ ରବିବାର ବିପୁଳ ପରିମାଣର କଫ୍ ସିରପ ଜବତ କରାଯାଇଛି। ଅନୁଗୁଳ ପୁଲିସ୍‌ର ସ୍ପେଶାଲ୍ ସ୍କ୍ୱାଡ୍ ରବିବାର ସନ୍ଧ୍ୟା ପ୍ରାୟ ୭ଟା…

Continue Reading୮୧ ବୋତଲ କଫ ସିରପ ଜବତ, ୨ ଗିରଫ

ମୁଖ୍ୟ ବିଚାରପତିଙ୍କ ଦ୍ୱାରା ବଅଁରପାଳ କୋର୍ଟ ଉଦଘାଟିତ

ଅନୁଗୁଳ:ବଅଁରପାଳ ବ୍ଲକର ୩୫ଟି ପଞ୍ଚାୟତ ପାଇଁ ବଅଁରପାଳ ତହସିଲ କାର୍ଯ୍ୟାଳୟ ପରିସରରେ ଆଜି ସିଭିଲ ଜଜ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ କୋର୍ଟ ଉଦଘାଟିତ ହୋଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଡ. ଏସ. ମୁରଲୀଧର ମୁଖ୍ୟ ଅତିଥି ଭାବେ…

Continue Readingମୁଖ୍ୟ ବିଚାରପତିଙ୍କ ଦ୍ୱାରା ବଅଁରପାଳ କୋର୍ଟ ଉଦଘାଟିତ

ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି

ଅନୁଗୁଳ: ଅନୁଗୁଳବ୍ଲକ୍ ବନ୍ତଳା ଥାନା ଇଲାକା ଜାମୁଗାଡ଼ିଆ ଗ୍ରାମରେ ଏକ ବଡ଼ଧରଣର ଚୋରି ହୋଇଛି । ଘରେ କେହି ନଥିବା ବେଳେ ପଞ୍ଚୁ ସ୍ୱାଇଁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ଦୁର୍ବୃତ୍ତ ଚମ୍ପଟ ମାରିଛି । ଶୁକ୍ରବାର ଅପରାହ୍ନରେ ଏନେଇ…

Continue Readingଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି

ପଞ୍ଚଭୂତରେ ବିଲୀନ ବିଚ୍ଛନ୍ଦଚରଣ

ଅନୁଗୁଳ: ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, କବି, କଣିହାଁ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ବିଚ୍ଛନ୍ଦଚରଣ ପ୍ରଧାନଙ୍କର ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଛି। ଜନ୍ମଭୂମି କଣିହାଁବ୍ଲକ କଂସମୁଣ୍ଡା ଗାଁ'ଠାରୁ ୧୫ କି.ମି.…

Continue Readingପଞ୍ଚଭୂତରେ ବିଲୀନ ବିଚ୍ଛନ୍ଦଚରଣ

ନକଲି ଖାଦ୍ୟ ସାମଗ୍ରୀର ପେଣ୍ଠସ୍ଥଳୀ ଅନୁଗୁଳ ନକଲି ଆଳୁ ଚିପ୍‌ସ କାରଖାନା ଠାବ

ଅନୁଗୁଳ: ନକଲି ଖାଦ୍ୟ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି ଅନୁଗୁଳ। ସହର ଉପକଣ୍ଠ ଭଣ୍ଡୁବରରୁ ଠାବ ହୋଇଛି ନକଲି ଆଳୁ ଚିପ୍‌ସ କାରଖାନା । ମାସେ କି ଦୁଇ ମାସ ନୁହଁ, ପ୍ରଶାସନର ନାକ ତଳେ ଦୀର୍ଘ ୫ ବର୍ଷ ହେଲା ଚାଲିଥିଲା…

Continue Readingନକଲି ଖାଦ୍ୟ ସାମଗ୍ରୀର ପେଣ୍ଠସ୍ଥଳୀ ଅନୁଗୁଳ ନକଲି ଆଳୁ ଚିପ୍‌ସ କାରଖାନା ଠାବ

ସାହାଜବାହାଳି ଜଙ୍ଗଲରେ ବାରହା ଶିକାର ଆଉ ୫ ଅଭିଯୁକ୍ତ ଗିରଫ

ଅନୁଗୁଳ: ଗୁରୁବାର ରାତି ପ୍ରାୟ ୮ଟା ବେଳେ ବାମୁର ବନାଞ୍ଚଳର ସାଜବାହାଳି ଜଙ୍ଗଲରେ ବାରହା ଶିକାର ଘଟଣାରେ ବନବିଭାଗ ଶୁକ୍ରବାର ଆଉ ୫ ଜଣଙ୍କୁ ଗିରଫ କରିଛି । ଗୁରୁବାର ଏହି ଘଟଣାରେ ଦୁଇ ଭାଇ ଫାଶୀପାଳ ଗ୍ରାମର ରଂଜନ କୁମାର…

Continue Readingସାହାଜବାହାଳି ଜଙ୍ଗଲରେ ବାରହା ଶିକାର ଆଉ ୫ ଅଭିଯୁକ୍ତ ଗିରଫ

ଜିଲ୍ଲା ପୁଲିସ୍‌ରେ ବଡ଼ଧରଣର ଅଦଳବଦଳ ୧୫ ଏସ୍‌ଆଇ, ୩୨ ଏଏସ୍‌ଆଇ ବଦଳିଲେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁଲିସ୍‌ ଏସ୍‌ଆଇ (ସବ୍‌ଇନ୍‌ସପେକ୍ଟର) ଓ ଏଏସ୍‌ଆଇ (ଆସିଷ୍ଟାଣ୍ଟ ସବ୍‌ଇନ୍‌ସପେକ୍ଟର)ଙ୍କ ମଧ୍ଯରେ ବଡ଼ଧରଣର ଅଦଳବଦଳ ହୋଇଛି। ୧୫ ଜଣ ଏସ୍‌ଆଇ ଓ ୩୨ ଜଣ ଏଏସ୍‌ଆଇଙ୍କୁ ବଦଳି କରାଯାଇଥିବା ବେଳେ ଯଥାଶୀଘ୍ର ରିଲିଭ୍‌ ହୋଇ କାର୍ଯ୍ୟରେ ଯୋଗ ଦେବାକୁ…

Continue Readingଜିଲ୍ଲା ପୁଲିସ୍‌ରେ ବଡ଼ଧରଣର ଅଦଳବଦଳ ୧୫ ଏସ୍‌ଆଇ, ୩୨ ଏଏସ୍‌ଆଇ ବଦଳିଲେ

୧୮୬ ଲିଟର ମଦ ଜବତ,୮ ଗିରଫ

ଅନୁଗୁଳ: ଅନୁଗୁଳ ଓ ତାଳଚେର ଅବକାରୀ ବିଭାଗ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୧୮୬ ଲିଟର୍ ଦେଶୀ ମଦ ଜବତ କରାଯାଇଥିବା ବେଳେ ଚୋରା ମଦ ବିକ୍ରି ଅଭିଯୋଗରେ ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।…

Continue Reading୧୮୬ ଲିଟର ମଦ ଜବତ,୮ ଗିରଫ

ବନବିଭାଗର ଅତର୍କିତ ଚଢ଼ଉ ୨୦ କେଜି ବାରହା ମାଂସ ଜବତ, ଦୁଇ ଭାଇ ଗିରଫ

ଅନୁଗୁଳ: ଗୁରୁବାର ରାତି ପ୍ରାୟ ୮ଟା ବେଳେ ଆଠମଲ୍ଲିକ ବନଖଣ୍ଡ ବାମୁର ବନାଞ୍ଚଳ ସାଜବାହାଳି ଜଙ୍ଗଲରେ ବନବିଭାଗ ଚଢ଼ଉ କରି ୨୦ କେଜି ବାରହା ମାଂସ ଜବତ କରିଛି । ଜନ୍ତୁ ଶିକାର କରିବା ନେଇ ଦୁଇ ଭାଇ ଫାଶୀପାଳ ଗ୍ରାମର…

Continue Readingବନବିଭାଗର ଅତର୍କିତ ଚଢ଼ଉ ୨୦ କେଜି ବାରହା ମାଂସ ଜବତ, ଦୁଇ ଭାଇ ଗିରଫ