ନାଲକୋନଗରରେ ଆଦିବାସୀ ମେଳା: କୋରାପୁଟ କଫି,ମିଲେଟ ପ୍ରଡକ୍ଟ ଓ ଆଦିବାସୀ ନୃତ୍ୟ ମୁଖ୍ୟ ଆକର୍ଷଣ

ଅନୁଗୁଳ: ସାଇ ପରିଚୟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହେଉଥିବା ନାଲକୋ ନଗର ଆଦିବାସୀ ମେଳା  ଆୟୋଜନ ନେଇ ଗୁରୁବାର ଅନୁଗୁଳରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ସଂସ୍ଥା ପକ୍ଷରୁ ଅମିୟ କୁମାର ମହାନ୍ତି,ସିଦ୍ଧାର୍ଥ ପ୍ରଧାନ,ବିଶ୍ବରଂଜନ ଦାସ,ଅମିତ୍ ସ୍ୱରୂପ ମହାପାତ୍ର,ଆଦିତ୍ୟ…

Continue Readingନାଲକୋନଗରରେ ଆଦିବାସୀ ମେଳା: କୋରାପୁଟ କଫି,ମିଲେଟ ପ୍ରଡକ୍ଟ ଓ ଆଦିବାସୀ ନୃତ୍ୟ ମୁଖ୍ୟ ଆକର୍ଷଣ

ଜିଲ୍ଲାସ୍ତରୀୟ ବାର୍ଷିକ ସ୍କାଉଟ୍ସ ଓ ଗାଇଡ୍ସ କ୍ୟାମ୍ପୋରି

ଅନୁଗୁଳ: ଅନୁଗୁଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସର ବାର୍ଷିକ କ୍ୟାମ୍ପୋରି ଅନୁଷ୍ଠିତ ହୋଇଯାଇଛି। ବୁଧବାର ସକାଳ ୧୦ ଘଟିକା ସମୟରେ ଅନୁଷ୍ଠାନ ମୁଖ୍ୟ କମିଶନର ତଥା ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ…

Continue Readingଜିଲ୍ଲାସ୍ତରୀୟ ବାର୍ଷିକ ସ୍କାଉଟ୍ସ ଓ ଗାଇଡ୍ସ କ୍ୟାମ୍ପୋରି

ଶ୍ରୀ ସାଇଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ସାଇ ମହାପ୍ରଭୁଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଛି। କଳସ ଯାତ୍ରା ସହ ପୂଜା ଅର୍ଚ୍ଚନା ହୋଇଥିଲା। ବୁଧବାର ଭୋରରୁ ସୂର୍ଯ୍ୟ ପୂଜା ସହ ହୋମଯଜ୍ଞ କାର୍ଯ୍ୟ…

Continue Readingଶ୍ରୀ ସାଇଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଶିକ୍ଷକ ନାହାନ୍ତି, ପାଠପଢ଼ା ଠପ୍: ଡଙ୍ଗାପାଳ ସ୍କୁଲରେ ତାଲା, ଅନ୍ଧାରରେ ୮୫ ଶିଶୁଙ୍କ ଭବିଷ୍ୟତ!

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଶିକ୍ଷା ଜିଲ୍ଲା ଅନ୍ତର୍ଗତ ଡଙ୍ଗାପାଳ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟା ଏବେ ଉଗ୍ରରୂପ ଧାରଣ କରିଛି। ଦୀର୍ଘ ଦିନ ଧରି ଶିକ୍ଷାଦାନ ବାଧାପ୍ରାପ୍ତ ହେବା ପରେ ଶେଷରେ ଧୈର୍ଯ୍ୟଚ୍ୟୁତ ହୋଇ ଗ୍ରାମବାସୀ ସ୍କୁଲରେ…

Continue Readingଶିକ୍ଷକ ନାହାନ୍ତି, ପାଠପଢ଼ା ଠପ୍: ଡଙ୍ଗାପାଳ ସ୍କୁଲରେ ତାଲା, ଅନ୍ଧାରରେ ୮୫ ଶିଶୁଙ୍କ ଭବିଷ୍ୟତ!

ବନ୍ତଳାବାସୀଙ୍କ ୫୦ ବର୍ଷର ପ୍ରତୀକ୍ଷାର ଅନ୍ତ: ହିଡ଼ିସିଙ୍ଗ ଜଳପ୍ରକଳ୍ପକୁ ମିଳିଲା ପରିବେଶ ଅନୁମୋଦନ, ଧନ୍ୟବାଦ ଦେଲେ ବିଧାୟକ

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୃଷି ପ୍ରଧାନ ବନ୍ତଳା ଅଞ୍ଚଳ ପାଇଁ ଖୁସି ଖବର। ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସ୍ଥାନୀୟ ଜନସାଧାରଣ ଦାବି କରିଆସୁଥିବା ବହୁ ପ୍ରତୀକ୍ଷିତ 'ହିଡିସିଙ୍ଗ ଜଳପ୍ରକଳ୍ପ' କୁ ଶେଷରେ ଭାରତ ସରକାରଙ୍କ…

Continue Readingବନ୍ତଳାବାସୀଙ୍କ ୫୦ ବର୍ଷର ପ୍ରତୀକ୍ଷାର ଅନ୍ତ: ହିଡ଼ିସିଙ୍ଗ ଜଳପ୍ରକଳ୍ପକୁ ମିଳିଲା ପରିବେଶ ଅନୁମୋଦନ, ଧନ୍ୟବାଦ ଦେଲେ ବିଧାୟକ

ତାଳଚେର ହିଲୋଇ-ଏକଡ଼ାଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ପଦ୍ମାବତୀପୁର ଗ୍ରାମ ପଞ୍ଚାୟତର ହିଲୋଇ - ଏକଡ଼ାଳ ଗ୍ରାମରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଶେଷ ହୋଇଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାଳଚେର…

Continue Readingତାଳଚେର ହିଲୋଇ-ଏକଡ଼ାଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ମହିମାଧାମରେ ମହିମା ମହୋତ୍ସବ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧ ଠାରେ ଥ‌ିବା ମହିମାଧାମରେ ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ମହିମା ମହୋତ୍ସବ ଆୟୋଜିତ ହୋଇଛି। ଏଥିରେ ଓଡିଶା ସାମ୍ବାଦିକ ସଂଘ (ଓୟୁଜେ) ଅନୁବନ୍ଧିତ ଜିଲ୍ଲା ସାମ୍ବାଦିକ ସଂଘ (ଏଡିୟୁଜେ) ସଭାପତି ଅଜିତ କୁମାର ଧର ସମ୍ମାନୀତ…

Continue Readingମହିମାଧାମରେ ମହିମା ମହୋତ୍ସବ ଆୟୋଜିତ

ଗୁରୁକୁଳ କ୍ଲାସେସରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟ ଉତ୍ସବ ପାଳିତ

ଅନୁଗୁଳ: ସ୍ଥାନୀୟ ଅମଲାପଡା ୫ମ ଲେନରେ ଥିବା ଗୁରୁକୁଳ କ୍ଲାସେସ ପରିସରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟ ଉତ୍ସବ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ଅନୁଷ୍ଠାନର ନିର୍ଦ୍ଦେଶକ ଶୁଭ୍ରଜିତ୍ ପ୍ରଧାନ ସମସ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ବାରା କେକ୍ କାଟି…

Continue Readingଗୁରୁକୁଳ କ୍ଲାସେସରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟ ଉତ୍ସବ ପାଳିତ

ଅନୁଗୁଳ ବନଖଣ୍ଡରେ ‘ଜୀବଦୟା’ ଅଭିଯାନ: ବନ୍ଧୁକ ଓ ବୋମା ସହ ଶିକାରୀ ଗିରଫ, ବାରହା ମାଂସ ଜବତ

ଅନୁଗୁଳ: ବନ୍ୟପ୍ରାଣୀ ସୁରକ୍ଷା ଓ ଶିକାରୀଙ୍କ ପ୍ରତି ‘ଶୂନ୍ୟ ସହନଶୀଳତା’ ନୀତି ଆପଣାଇ ଅନୁଗୁଳ ବନଖଣ୍ଡ ପକ୍ଷରୁ ଏକ ବଡ଼ଧରଣର ସଫଳ ଆଣ୍ଟି-ପୋଚିଂ ଅପରେସନ କରାଯାଇଛି। ଡିଏଫଓ ନୀତିଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ‘ଜୀବଦୟା’ କାର୍ଯ୍ୟକ୍ରମରେ ଆଜି ଜରପଡ଼ା ଓ ଛେଣ୍ଡିପଦା…

Continue Readingଅନୁଗୁଳ ବନଖଣ୍ଡରେ ‘ଜୀବଦୟା’ ଅଭିଯାନ: ବନ୍ଧୁକ ଓ ବୋମା ସହ ଶିକାରୀ ଗିରଫ, ବାରହା ମାଂସ ଜବତ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦରମା ଘୋଟାଲା: ସୁବ୍ରତଙ୍କ ଛୁଟି ନାମଞ୍ଜୁର

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ସୁବ୍ରତ ବେହେରା କୋଟି କୋଟି ଟଙ୍କାର ଦରମା ଘୋଟାଲାରେ ସଂପୃକ୍ତ ଥିବା ଅଭିଯୋଗ ରେ ସିଡିଏମଓ ତାଙ୍କୁ  ଗତ ଅକ୍ଟୋବର ମାସରେ ନିଲମ୍ବନ କରି ଆଠମଲ୍ଲିକ ହସ୍ପିଟାଲରେ ହାଜିରା ଦେବାକୁ…

Continue Readingଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦରମା ଘୋଟାଲା: ସୁବ୍ରତଙ୍କ ଛୁଟି ନାମଞ୍ଜୁର