ଆଜି ମଣ୍ଡପରେ ବାସନ୍ତୀ ଦୁର୍ଗାଙ୍କ ମହାଷ୍ଟମୀ ପୂଜା: ଫୁଡ ଷ୍ଟଲରେ ଲୋକଙ୍କ ଭିଡ

ଅନୁଗୁଳ: ଆଜି ଅମଲାପଡା ପଡିଆରେ ବାସନ୍ତୀ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଥିଲା। ସକାଳବେଳା ସୂର୍ଯ୍ୟପୂଜା, ଗୋପୂଜା, ଚଣ୍ଡୀପାଠ, ହୋମ, ଆଳତୀ, ପୁଷ୍ପାଞ୍ଜଳି ପରେ ସନ୍ଧ୍ୟାରେ ସନ୍ଧି ପୂଜା ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଓ ଉଦ୍ୟମିତା ବିଭାଗ…

Continue Readingଆଜି ମଣ୍ଡପରେ ବାସନ୍ତୀ ଦୁର୍ଗାଙ୍କ ମହାଷ୍ଟମୀ ପୂଜା: ଫୁଡ ଷ୍ଟଲରେ ଲୋକଙ୍କ ଭିଡ

ବାସନ୍ତୀ ଦୁର୍ଗା ମଣ୍ଡପ ଓ ରାମ ମନ୍ଦିର ପରିଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଅନୁଗୁଳ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସନ୍ଧ୍ୟାରେ ଶ୍ରୀ ପ୍ରଧାନ ଅନୁଗୁଳ ଗସ୍ତ କରି ଅମଲାପଡ଼ାରେ ବାସନ୍ତୀ ଦୁର୍ଗା ପୂଜା ମଣ୍ଡପରେ ମା'ଙ୍କ ପୂଜାର୍ଚ୍ଚନା କରିଥିଲେ। ପରେ ବନ୍ତଳାରେ…

Continue Readingବାସନ୍ତୀ ଦୁର୍ଗା ମଣ୍ଡପ ଓ ରାମ ମନ୍ଦିର ପରିଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳରେ ଓଡ଼ିଆ ପକ୍ଷ ପାଳିତ, ବୁଲିଲା ସଚେତନତା ରଥ

ଅନୁଗୁଳ: ଅନୁଗୁଳ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଓଡ଼ିଆ ପକ୍ଷ ପାଳିତ ହୋଇଛି। ଏ ଅବସରରେ ସମସ୍ତ ଦୋକାନ ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନର ନାମ ଫଳକ ଓଡ଼ିଆ ଭାଷାରେ ଲେଖିବା ପାଇଁ ଏକ…

Continue Readingଅନୁଗୁଳରେ ଓଡ଼ିଆ ପକ୍ଷ ପାଳିତ, ବୁଲିଲା ସଚେତନତା ରଥ

ବେନ୍ତପୁରରେ ଦୁର୍ଗାଦେବୀଙ୍କ ବାର୍ଷିକ ଯାତ୍ରା, ଗ୍ରାମ ପରିକ୍ରମା କଲେ ମା’

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ କାଙ୍ଗୁଲା ବେନ୍ତପୁର ଗ୍ରାମରେ ଦୁର୍ଗାଦେବୀଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ ହୋଇଛି। ଏ ଅବସରରେ ଶୁକ୍ରବାର ଅପରାହ୍ନରେ ଗାଁରେ ଥିବା ଆଲମ ଘରେ ପୂଜାର୍ଚ୍ଚନା ପରେ ମା'ଙ୍କ ଆଲାମ ବାହାରି ଗ୍ରାମ ପରିକ୍ରମା କରିଥିଲା। ବାଜା, ବାଣ,…

Continue Readingବେନ୍ତପୁରରେ ଦୁର୍ଗାଦେବୀଙ୍କ ବାର୍ଷିକ ଯାତ୍ରା, ଗ୍ରାମ ପରିକ୍ରମା କଲେ ମା’

ଏପ୍ରିଲ, ମେ ଓ ଜୁନ୍ ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ସ୍ଥିର, ଜାଣନ୍ତୁ କେବେ କରିବେ କେଉଁଠି ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ ଏପ୍ରିଲ, ମେ ଓ ଜୁନ୍ ମାସ ପାଇଁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ଜିଲ୍ଲାପାଳ ଅବଦାଲ ମୁହମ୍ମଦ୍ ଅଖତରଙ୍କ ସହ ଆରକ୍ଷୀ ଅଧୀକ୍ଷକ ରାହୁଳ ଜୈନ ଓ ଅନ୍ୟ ଅଧିକାରୀମାନେ ଯୋଗ ଦେବେ।…

Continue Readingଏପ୍ରିଲ, ମେ ଓ ଜୁନ୍ ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ସ୍ଥିର, ଜାଣନ୍ତୁ କେବେ କରିବେ କେଉଁଠି ଅଭିଯୋଗ

ଧରମପୁର ପଞ୍ଚାୟତବାସୀଙ୍କ ବଡ଼ ନିଷ୍ପତ୍ତି: କୋଇଲା ଖଣି ପାଇଁ ପ୍ରାଇଭେଟ୍ କମ୍ପାନୀକୁ ଜାଗା ଦେବାକୁ କଲେ ରୋକଠୋକ୍ ମନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଧରମପୁର ଗ୍ରାମ ସ୍ଥିତ କୁଶଳେଶ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଧରମପୁର ପଞ୍ଚାୟତ ଅଧୀନରେ ଯାଉଥିବା ଗ୍ରାମ ସଭାପତି ଓ ଅଞ୍ଚଳବାସୀଙ୍କ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଛି। କୋଇଲାଖଣି ସମ୍ବନ୍ଧରେ ଏକ ବୈଠକ ବସିଥିଲା।…

Continue Readingଧରମପୁର ପଞ୍ଚାୟତବାସୀଙ୍କ ବଡ଼ ନିଷ୍ପତ୍ତି: କୋଇଲା ଖଣି ପାଇଁ ପ୍ରାଇଭେଟ୍ କମ୍ପାନୀକୁ ଜାଗା ଦେବାକୁ କଲେ ରୋକଠୋକ୍ ମନା

୭ ଫୁଟିଆ ଅଜଗର ଉଦ୍ଧାର, ରାସ୍ତା ଅତିକ୍ରମ ବେଳେ ଧରିଲେ ସ୍ନେକ ହେଲ୍ପଲାଇନ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ଧରମପୁର ସ୍କୁଲ ଛକ ନିକଟରୁ ଶୁକ୍ରବାର ଏକ ୭ ଫୁଟିଆ ଅଜଗର ଉଦ୍ଧାର କରାଯାଇଛି। ଅଜଗରକୁ କଣ୍ଢାଳ ଜଙ୍ଗଲରେ ଛଡ଼ାଯାଇଛି। ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଧରମପୁର ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଏକ…

Continue Reading୭ ଫୁଟିଆ ଅଜଗର ଉଦ୍ଧାର, ରାସ୍ତା ଅତିକ୍ରମ ବେଳେ ଧରିଲେ ସ୍ନେକ ହେଲ୍ପଲାଇନ୍

ଆଜି ମହାସପ୍ତମୀ :ରଙ୍ଗୀନ ଆଲୋକରେ ଝଲସୁଛି ପୂଜା ମଣ୍ଡପ

ଅନୁଗୁଳ: ସ୍ଥାନୀୟ ଅମଲାପଡା ବାସନ୍ତୀ ଦୁର୍ଗାପୂଜା ମଣ୍ଡପରେ ସକାଳେ କଳସ ଶୋଭାଯାତ୍ରା, ଦେବୀଙ୍କ ଅଧିବାସ, ନବପତ୍ରିକା ସ୍ଥାପନ, ପ୍ରାଣ ପ୍ରତିଷ୍ଠା, ହୋମ ଚଣ୍ଡୀପାଠ ଆଦି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ବାସନ୍ତୀ ସାଂସ୍କୃତିକ ମଣ୍ଡପରେ ରିଦିମ୍ସ କଳାକାରଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା।…

Continue Readingଆଜି ମହାସପ୍ତମୀ :ରଙ୍ଗୀନ ଆଲୋକରେ ଝଲସୁଛି ପୂଜା ମଣ୍ଡପ

ନାଲକୋକୁ ଖଣି କ୍ଷତିଗ୍ରସ୍ତଙ୍କ ଚେତାବନୀ: ଦାବି ମାନିନିଅ

ଅନୁଗୁଳ: ନାଲକୋ କର୍ତୃପକ୍ଷଙ୍କୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଡା ଚେତାବନୀ ଦେଇଛନ୍ତି ଖଣି କ୍ଷତିଗ୍ରସ୍ତ ପ୍ରଜାସଂଘ। ସଙ୍ଘର ଆବାହିକା ସସ୍ମିତା ବେହେରାଙ୍କ ପୌରାହିତ୍ୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ତାଳଚେର ଅନୁଗୁଳ ବଞ୍ଚାଅ ଆନ୍ଦୋଳନର ମୁଖ୍ୟ ଜଗଦାନନ୍ଦ ପ୍ରଧାନ, ଧୋବାମଳିଆ…

Continue Readingନାଲକୋକୁ ଖଣି କ୍ଷତିଗ୍ରସ୍ତଙ୍କ ଚେତାବନୀ: ଦାବି ମାନିନିଅ

ପେଟ୍ରୋଲ ପମ୍ପରୁ ଡକାୟତି ଯୋଜନା ପଣ୍ଡ, ମୋଷ୍ଟ ୱାଣ୍ଟେଡ ଟପ୍ପା ସହ ୨ ଗିରଫ

ଅନୁଗୁଳ: ପେଟ୍ରୋଲ ପମ୍ପରୁ ଡକାୟତି ଯୋଜନା ପଣ୍ଡ। ୩ ଜଣଙ୍କୁ ମାଡ଼ିବସିଛି ଅନୁଗୁଳ ପୁଲିସ। ଗିରଫଙ୍କ ମଧ୍ୟରେ ମୋଷ୍ଟ ୱାଣ୍ଟେଡ ପୁରୁଷୋତ୍ତମ ଭୂତିଆ ଓରଫ ଟପ୍ପା ଓ ଜଣେ ନାବାଳକ ମଧ୍ୟ ଥିବା ସୂଚନା ମିଳିଛି। ଡକାୟତଙ୍କଠାରୁ ଏକ କାର୍‌ ସହ…

Continue Readingପେଟ୍ରୋଲ ପମ୍ପରୁ ଡକାୟତି ଯୋଜନା ପଣ୍ଡ, ମୋଷ୍ଟ ୱାଣ୍ଟେଡ ଟପ୍ପା ସହ ୨ ଗିରଫ