ଆସନ୍ତା ୧୭ରେ ସାହାଣୀ କପ୍ ପାଇଁ ଖେଳାଳି ଚୟନ
ଅନୁଗୁଳ: ଆସନ୍ତା ଜୁଲାଇ ୧୫ରୁ ରାଜ୍ୟରେ ସାହାଣୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଏଣୁ ଏଥିପାଇଁ ଅନୁଗୁଳ ଦଳର ଚୟନ କରାଯିବ। ତେଣୁ ଆସନ୍ତା ୧୭ ତାରିଖ ଦିନ ପିଟିସି ଖେଳ ପଡିଆରେ ଜିଲ୍ଲା ପ୍ରଶାସନ ତଥା କ୍ରୀଡା ସଂସଦ…
ଅନୁଗୁଳ: ଆସନ୍ତା ଜୁଲାଇ ୧୫ରୁ ରାଜ୍ୟରେ ସାହାଣୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଏଣୁ ଏଥିପାଇଁ ଅନୁଗୁଳ ଦଳର ଚୟନ କରାଯିବ। ତେଣୁ ଆସନ୍ତା ୧୭ ତାରିଖ ଦିନ ପିଟିସି ଖେଳ ପଡିଆରେ ଜିଲ୍ଲା ପ୍ରଶାସନ ତଥା କ୍ରୀଡା ସଂସଦ…
ଅନୁଗୁଳ: ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରମଦାନ କାର୍ଯ୍ୟକ୍ରମ ସ୍ୱରୂପ ଆଜି ସାମୁହିକ ସଫେଇ ଆୟୋଜିତ ହୋଇଥିଲା। ଅନୁଗୁଳ ପୌରପାଳିକା ସହାୟତାରେ ଆୟୋଜିତ ଏହି ସଫେଇ କାର୍ଯ୍ୟକ୍ରମରେ ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରା,ଡୂଡ଼ା ପ୍ରକଳ୍ପ ଅଧିକାରୀ ଦେବଦତ୍ତ ମହନ୍ତ, ଏପିଡି,ଅର୍ଥ ଅବିନାଶ ମହାନ୍ତି,ପୌର…
ଅନୁଗୁଳ: ୨୦୨୫ କାରଗିଲ ବିଜୟ ଦିବସର ଅବ୍ୟବହିତ ପୂର୍ବରୁ ସେନାର ୮ ମାଉଣ୍ଟେନ୍ ଡିଭିଜନ ପକ୍ଷରୁ ଯୁଦ୍ଧରେ ସହିଦ ହୋଇଥିବା ସମସ୍ତ ୫୨୭ ଜଣ ସହିଦଙ୍କ ପରିବାର ବର୍ଗଙ୍କୁ ଭେଟିବା ସହ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଏହି କ୍ରମରେ ଆଜିସେନାର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ବେନ୍ତପୁର ରାସ୍ତା ବାଙ୍କୀ ହଟିଙ୍ଗ ନିକଟରେ ଏକ ଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ହେଲେ ତେନ୍ତେଳା ହଟିଙ୍ଗର ସିଲି ମାରାଣ୍ଡି। ମହିଳାଙ୍କ ଝୁଲନ୍ତା ମୃତ…
ଭୁବନେଶ୍ୱର: ରାଜ୍ଯର ପ୍ରତି ପଞ୍ଚାୟତରେ ଖୋଲିବ ଜନପୋଷଣ କେନ୍ଦ୍ର। ଏନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ସେ କହିଛନ୍ତି ରାଜ୍ୟରେ ପ୍ରଥମେ ୫ଟି ପୋଷଣ କେନ୍ଦ୍ର ଖୋଲିବାକୁ ଯୋଜନା କରାଯାଇଛି। ରିହାତି ଦରରେ ରାସନ ସାମଗ୍ରୀ…
ଅନୁଗୁଳ: ମେ ୩୧ ଠାରୁ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟବାପୀ ସଚେତନତା ଅଭିଯାନ ଓଡ଼ିଶାର ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଅଛି । ନୂତନ ସରକାରଙ୍କ ବର୍ଷ ଏକ ଉପଲବ୍ଧି ଅନେକ ମଧ୍ୟରେ ସୁସ୍ଥ ଓଡିଶା ସମୃଦ୍ଧ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଯୋଗିପଥର ନିକଟରୁ ବୁଧବାର ଦିନ ହଣ୍ଡପା ପୋଲିସ ଚୋରାଚାଲାଣ ହେଉଥିବା ୨୮ କେଜି ଗଞ୍ଜେଇ ଜବତ କରିଛି। ଚାଲାଣରେ ସମ୍ପୃକ୍ତ ଥିବା ୩ ଜଣ ବ୍ୟବସାୟୀଙ୍କୁ ହଣ୍ଡପା ଆଇଆଇସି ନମିତା ନାୟକ…
ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ କାଙ୍ଗୁଲା ବେନ୍ତପୁର ପଞ୍ଚାୟତର ମୁଣ୍ଡହତା ଗାଁକୁ ନାହିଁ ସବୁଦିନିଆ ରାସ୍ତା। ଗାଁରେ ପ୍ରାୟ ୩୦ଟି ପରିବାର ବସବାସ କରୁଥିବା ବେଳେ ବର୍ଷା ଋତୁ ଆରମ୍ଭରୁ ସେମାନଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ବେନ୍ତପୁରରୁ ବରସିଂହା ଗାଁକୁ ପଡ଼ିଥିବା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ପକ୍ଷରୁ ସରକାରୀ ସାର୍ବଜନୀନ ପରିବହନରେ ଛାତ୍ରଛାତ୍ରୀଙ୍କୁ ମାଗଣା ଯାତ୍ରା ସୁବିଧା ଓ ଘରୋଇ ପରିବହନରେ ଛାତ୍ରଛାତ୍ରୀଙ୍କୁ ୫୦ ପ୍ରତିଶତ ରିହାତି ଦେବାକୁ ଦାବି କରାଯାଇଛି। ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲା…
ତାଳଚେର: ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକକୁ ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି। ଅଟକ ଯୁବକ ହେଲେ ତାଳଚେର ଥାନା ଅନ୍ତର୍ଗତ ଶିବରାମପୁର ଅଞ୍ଚଳର ସୁନୀଲ ପ୍ରଧାନ (୨୦)। ନାବାଳିକାର ଡାକ୍ତରୀମାଇନା କରାଯାଇଛି। ପୁଲିସ ଏନେଇ ତଦନ୍ତ ଜାରି ରଖିଥିବା…