ବାଳକ ବାଳିକା ମାନଙ୍କୁ ବୈଷୟିକ ତାଲିମ ଦେବେ ସରକାର
ଅନୁଗୁଳ: ଓଡ଼ିଶା ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ଦ୍ଵାରା ଇଛୁକ ବାଳିକା ଓ ବାଳକ ମାନଙ୍କୁ ଉଚ୍ଚତର ତାଲିମ ଦିଆଯିବ।ଆଇଟିଆଇ ଏବଂ ପଲିଟେକନିକ୍ ସଂସ୍ଥା ସହ ଅନ୍ୟାନ୍ୟ ତାଲିମ ପ୍ରଦାନ କାରୀ ସଂସ୍ଥା ସହଯୋଗରେ ଏହି ତାଲିମ ଦିଆଯିବ।ଅନୁଗୁଳର ପ୍ରାର୍ଥୀ…
ଅନୁଗୁଳ: ଓଡ଼ିଶା ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ଦ୍ଵାରା ଇଛୁକ ବାଳିକା ଓ ବାଳକ ମାନଙ୍କୁ ଉଚ୍ଚତର ତାଲିମ ଦିଆଯିବ।ଆଇଟିଆଇ ଏବଂ ପଲିଟେକନିକ୍ ସଂସ୍ଥା ସହ ଅନ୍ୟାନ୍ୟ ତାଲିମ ପ୍ରଦାନ କାରୀ ସଂସ୍ଥା ସହଯୋଗରେ ଏହି ତାଲିମ ଦିଆଯିବ।ଅନୁଗୁଳର ପ୍ରାର୍ଥୀ…
ଭୁବନେଶ୍ବର: ଆସନ୍ତା ମଙ୍ଗଳବାର ୨୧ ତାରିଖରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ଶୀତ ଅଧିବେଶନ। ଡିସେମ୍ବର ୩୦ ତାରିଖ ଯାଏ ଅଧିବେଶନ ଚାଲିବାକୁ ଥିବାବେଳେ ମୋଟ୍ ୩୦ଟି କାର୍ଯ୍ୟ ଦିବସ ରହିଛି। ଆସନ୍ତା ଅଧିବେଶନ ଯେପରି ସୁରୁଖୁରରେ ଚାଲିବ ସେନେଇ ବାଚସ୍ପତି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବରପଦା ଛକ ହନୁମାନ ମନ୍ଦିର ନିକଟରେ ଏକ ଲୁନା ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ, କୋଶଳା ଠାରୁ କୋରଡ଼ା ଅଭିମୁଖେ ଯାଉଥିବା ଏକ…
ଅନୁଗୁଳ: ଅନୁଗୁଳ ପୌରପାଳିକା ଟାଉନ ହଲଠାରେ ରବିବାର ଓଡ଼ିଶା କ୍ଷତ୍ରିୟ ଖଣ୍ଡାୟତ ମହାସଂଘର ଏଗାର ତମ ଅଧିବେଶନ ଓ ବନ୍ଧୁମିଳନର ଆୟୋଜିତ ହୋଇଛି। ସଭାରେ ଅନୁଗୁଳ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ଶତାଧିକ କ୍ଷତ୍ରିୟ ଖଣ୍ଡାୟତ ଓ ପାଇକମାନେ ଯୋଗଦେଇଥିଲେ।…
ଅନୁଗୁଳ: ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ନିକଟରେ ଥିବା ନାରଣ ସାଗର କୂଳରେ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଝାରଖଣ୍ଡ,ବିହାର,ଉତ୍ତର ପ୍ରଦେଶ ଅଞ୍ଚଳର ଅଣଓଡ଼ିଆ ଭକ୍ତ ମାନେ ଆଜି ଛଟ ପୂଜା କରିଥିଲେ। କାର୍ତ୍ତିକ ଶୁକ୍ଳ ଷଷ୍ଠୀ ତିଥିରେ ଏହି ପୂଜା କରାଯାଏ।ଭକ୍ତମାନେ ଅସ୍ତଗାମି…
ଅନୁଗୁଳ: ଚୋରମାନେ ଅନୁଗୁଳ ମେଡ଼ିକାଲ କଲୋନିରେ ଗତ ଶନିବାର ରାତିରେ କଳା କନା ବୁଲାଇଥିବା ଜଣାପଡିଛି। ଚୋର ମାନେ ଡାକ୍ତର ନିରୋଦ ସାହୁ,ସୁଜାତା ଦାସ, ଷ୍ଟେନୋ ଏବଂ ଜଣେ ଏଲ୍ଟିଙ୍କ ଘରୁ ଚୋରି କରିଥିବା ଜଣା ପଡ଼ିଛି।ଡାକ୍ତର ବିଶ୍ୱଜିତ୍ ସାମଲ ବଡ଼ି…
ଅନୁଗୁଳ: ବିଜେଡି ସରକାରର ଅଗଣତାନ୍ତ୍ରିକ ଶାସନ, ଦୁର୍ନୀତି ଓ ବ୍ୟଭିଚାର ବିରୁଦ୍ଧରେ ଅନୁଗୁଳ ଓ ଛେଣ୍ଡିପଦା ଶାଖା ଭାରତୀୟ ଜନତା ପାର୍ଟି ତରଫରୁ ବଅଁରପାଳ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଗଣବିକ୍ଷୋଭ କରାଯାଇଛି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା…
ଅନୁଗୁଳ: ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟର ପ୍ରଥମ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ ହୋଇଛି। ଏଥିରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଦୀପ୍ତିରାଣୀ ସାହୁ,…
ଅନୁଗୁଳ: ମା ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଅମା ଭଗବାନ ସେବା ସମିତି,ଜୀବନ ବିନ୍ଦୁ ଏବଂ ବାସନ୍ତୀ ଦୁର୍ଗାପୂଜା କମିଟିର ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜକ ଶକ୍ତି…
ଅନୁଗୁଳ: ଅନୁଗୁଳ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ୍ ପକ୍ଷରୁ ୯ ଦଫା ଦାବି ନେଇ ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଅଣ ସଂଗଠିତ ଶ୍ରମିକଙ୍କର ତଥା ତାଳଚେର ଅଞ୍ଚଳର କେତେକ ସମସ୍ୟା ନେଇ ଆଜି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ଉପ…