ଆଠମଲ୍ଲିକ ବିଜେପିରେ ବିଧାୟକ ରମେଶ ସାଏଙ୍କୁ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆଠମଲ୍ଲିକ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଆଠ ମଲ୍ଲିକର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଭେଟି ନିର୍ବାଚନୀ ପ୍ରଚାର ଉପରେ ବିଚାରବିମର୍ଶ କରିଛନ୍ତି। ଏ ଅବସରରେ ସେ ମିଶ୍ରଣ ପର୍ବରେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ସମେତ ଅନେକ ସମର୍ଥକଙ୍କୁ ଦଳରେ ସ୍ୱାଗତ…

Continue Readingଆଠମଲ୍ଲିକ ବିଜେପିରେ ବିଧାୟକ ରମେଶ ସାଏଙ୍କୁ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘର ଜିଲ୍ଲାସ୍ତରୀୟ ସିନିୟର କ୍ରିକେଟ ଦଳ ଘୋଷିତ, ଟୁକୁନା ସାହୁ ଅଧିନାୟକ ଘୋଷିତ

ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆ ଠାରେ ଓଡ଼ିଶା କ୍ରିକେଟ ସଂଘ ଆନୁକୂଲ୍ୟରେ ଆସନ୍ତା ଏପ୍ରିଲ ୧୧ ତାରିଖ ଠାରୁ ଆରମ୍ଭ ହେବାକୁ ଥ‌ିବା ଜିଲ୍ଲାସ୍ତରୀୟ ସିନିୟର କ୍ରିକେଟ ପ୍ରତିଯୋଗିତା “କଳାହାଣ୍ଡି କପ୍” କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ଦଳ ଘୋଷଣା କରାଯାଇଛି।…

Continue Readingଅନୁଗୁଳ ଜିଲ୍ଲା କ୍ରିକେଟ ସଂଘର ଜିଲ୍ଲାସ୍ତରୀୟ ସିନିୟର କ୍ରିକେଟ ଦଳ ଘୋଷିତ, ଟୁକୁନା ସାହୁ ଅଧିନାୟକ ଘୋଷିତ

ବିଦ୍ୟୁତ୍ ସଂଯୋଗ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହେଲେ କେଳାସାହି ବାସିନ୍ଦା

ଅନୁଗୁଳ: ବିଦ୍ୟୁତ ସଂଯୋଗ ପାଇଁ ଆଜି ଅନୁଗୁଳ ଜିଲ୍ଲା ଶାବଳଭଙ୍ଗା ଗ୍ରାମର କେଳା ସାହି ବାସିନ୍ଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗ ମୁତାବକ, ଶାବଳଭଙ୍ଗା ଗ୍ରାମର କେଳା ସାହିରେ ପାଖାପାଖି ଶହେ ପରିବାର ବସବାସ କରିଆସୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ…

Continue Readingବିଦ୍ୟୁତ୍ ସଂଯୋଗ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହେଲେ କେଳାସାହି ବାସିନ୍ଦା

ଅନୁଗୁଳରେ ବଢ଼ୁଛି ଲୁଟେରାଙ୍କ ଦୌରାତ୍ମ୍ୟ: ଯୁବକଙ୍କୁ ମାଡ଼ ମାରି ସୁନା ଚେନ୍ ଓ ମୋବାଇଲ୍ ଝାମ୍ପି ନେଲେ ୨ ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ନିଶା ଥାନା ଅଞ୍ଚଳରେ ବଢ଼ି ଚାଲିଛି ଲୁଟେରାଙ୍କ ଦୌରାତ୍ମ୍ୟ। ବୁଧବାର ସକାଳେ ପରଙ୍ଗଠାରେ ୨ ଜଣ ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ଲୁହା ଛଡ଼ରେ ପିଟି ସୁନା ଚେନ୍ ଓ ମୋବାଇଲ୍ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ପୋଲିସ ସୂଚନା…

Continue Readingଅନୁଗୁଳରେ ବଢ଼ୁଛି ଲୁଟେରାଙ୍କ ଦୌରାତ୍ମ୍ୟ: ଯୁବକଙ୍କୁ ମାଡ଼ ମାରି ସୁନା ଚେନ୍ ଓ ମୋବାଇଲ୍ ଝାମ୍ପି ନେଲେ ୨ ଦୁର୍ବୃତ୍ତ

ପୂର୍ବଶତ୍ରୁତାରୁ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ହାତ ଓ ପିଠିକୁ ହାଣିଲେ ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ରାଧାରମଣପଡା ଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଏଥିରେ ଲିଙ୍ଗିରାଯୋଡି ଅଞ୍ଚଳର ବାପି ଓରଫ ସତ୍ୟଜିତ ପ୍ରଧାନ ଗୁରୁତର ହୋଇଛନ୍ତି। ବାପିର ବାମ ହାତରେ ଗଭୀର ଆଘାତ ହୋଇଥିବା…

Continue Readingପୂର୍ବଶତ୍ରୁତାରୁ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ହାତ ଓ ପିଠିକୁ ହାଣିଲେ ଦୁର୍ବୃତ୍ତ

୯୦ କେଜି ଗଞ୍ଜେଇ ଜବତ, ୫ ଗିରଫ

ଅନୁଗୁଳ: ଆଜି ଜିଲ୍ଲା ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ନିର୍ବାଚନ ପୂର୍ବରୁ ଦୁଇଟି କାରରୁ ନବେ କେଜି ଗଞ୍ଜେଇ ଜବତ କରାଯାଇଛି । ଅଧିକ୍ଷକ ମଧୁସ୍ମିତା ନାୟକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚୋରା ଗଞ୍ଜେଇ ଧରିବା ପାଇଁ ଦୁଇଟି…

Continue Reading୯୦ କେଜି ଗଞ୍ଜେଇ ଜବତ, ୫ ଗିରଫ

ଗ୍ରେ ୱାଟର ମ୍ୟାନେଜମେଣ୍ଟ: ଶୀମିଳିପଡ଼ା ପତିତ ଜଳାଶୟର ରୂପରେଖ ବଦଳିବ

ଅନୁଗୁଳ: ଆମ ପୋଖରୀ ଯୋଜନାରେ ରାଜ୍ୟ ସରକାର ବିଭିନ୍ନ ପତିତ ଜଳାଶୟ ଗୁଡ଼ିକର ପୁନରୁଦ୍ଧାର କରିବା ସହ ଏହାକୁ କିଭଳି ପୁନଃର୍ବ୍ୟବହାର ଯୋଗ୍ୟ କରାଯାଇପାରିବ ସେଥିନେଇ ଅର୍ବାନ ଲୋକାଲ ବଡି ଗୁଡ଼ିକୁ ଆବଶ୍ୟକ ଅର୍ଥ ମଞ୍ଜୁର କରିଛନ୍ତି। ଏହି ଯୋଜନାରେ ଶିମିଳିପଡ଼ାର…

Continue Readingଗ୍ରେ ୱାଟର ମ୍ୟାନେଜମେଣ୍ଟ: ଶୀମିଳିପଡ଼ା ପତିତ ଜଳାଶୟର ରୂପରେଖ ବଦଳିବ

୪ ମାସ ପରେ ଛେଣ୍ଡିପଦା ପୋଲିସକୁ ସଫଳତା: ୨ ଚୋରି ମୋଟର ସାଇକେଲ ଉଦ୍ଧାର, ୪ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ପୋଲିସ ବୁଧବାର ୨ଟି ଚୋରି ମୋଟର ସାଇକେଲ ଉଦ୍ଧାର କରିବା ସହିତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, କମ୍ପସଲା ଗ୍ରାମର ଅଶ୍ୱିନୀ କୁମାର ସାହୁଙ୍କ ପରିବାର ଲୋକେ…

Continue Reading୪ ମାସ ପରେ ଛେଣ୍ଡିପଦା ପୋଲିସକୁ ସଫଳତା: ୨ ଚୋରି ମୋଟର ସାଇକେଲ ଉଦ୍ଧାର, ୪ ଗିରଫ

ବିଜେପି ପାଇଁ ‘ଓଡ଼ିଶା ପରିବର୍ତ୍ତନ” ଗାଇଲେ କଣ୍ଠଶିଳ୍ପୀ କୈଳାସ ଖେର, ସୋସିଆଲ ମିଡିଆରେ କଲେ ସେୟାର

ନୂଆଦିଲ୍ଲୀ/ ଭୁବନେଶ୍ୱର: ‘ଓଡ଼ିଶା ପରିବର୍ତ୍ତନ” ନାମରେ ଗୀତ ଗାଇଛନ୍ତି କଣ୍ଠଶିଳ୍ପୀ କୈଳାସ ଖେର। ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପିକୁ ସମର୍ଥନ ଜଣାଇ ଏହି ଗୀତ ଗାଇଛନ୍ତି ପଦ୍ମଶ୍ରୀ କୈଳାସ ଖେର। କୈଳାଶ ଖୈର ଟ୍ୱିଟ୍ କରି କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ,…

Continue Readingବିଜେପି ପାଇଁ ‘ଓଡ଼ିଶା ପରିବର୍ତ୍ତନ” ଗାଇଲେ କଣ୍ଠଶିଳ୍ପୀ କୈଳାସ ଖେର, ସୋସିଆଲ ମିଡିଆରେ କଲେ ସେୟାର

ମାଛ ଭାଜିବା ହେଲା କାଳ! ଗ୍ୟାସ୍ ସିଲିଣ୍ଡର ଫାଟି ୫ ଗୁରୁତର, ଜଣେ ଆହତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତଳମୂଳ ପାଟଣା ସାହିରେ ଗ୍ୟାସ୍ ସିଲିଣ୍ଡର ଫାଟି ୫ ଜଣ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଆଜି ଅପରାହ୍ନ ପ୍ରାୟ ସାଢେ଼ ବାରଟା ସମୟରେ ତଳମୂଳ ପାଟଣା ସାହିର ସର୍ବେଶ୍ଵର ସାହୁଙ୍କ ସ୍ତ୍ରୀ ସୁମିତ୍ରା ସାହୁ ଘରେ…

Continue Readingମାଛ ଭାଜିବା ହେଲା କାଳ! ଗ୍ୟାସ୍ ସିଲିଣ୍ଡର ଫାଟି ୫ ଗୁରୁତର, ଜଣେ ଆହତ