ମୂର୍ଚ୍ଛନା ସଙ୍ଗୀତ ବିଦ୍ୟାଳୟ ପକ୍ଷରୁ ଉତ୍କଳ ଦିବସ

ଅନୁଗୁଳ: ଅମଲା ପଡ଼ା ଦୁର୍ଗାପୂଜା ସଭାକକ୍ଷରେ ମୂର୍ଚ୍ଛନା ସଙ୍ଗୀତ ବିଦ୍ୟାଳୟ ପକ୍ଷରୁ ଉତ୍କଳ ଦିବସ ଆୟୋଜିତ ହୋଇଯାଇଛି। ଏହି ସମାରୋହକୁ ପୂର୍ବତନ ଜିଲ୍ଲାପାଳ ହେମନ୍ତ କୁମାର ଦାଶ ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ କରିଥିଲେ। ଶ୍ରୀ ଦାଶ ନିଜ ଅଭିଭାଷଣରେ ଉତ୍କଳ…

Continue Readingମୂର୍ଚ୍ଛନା ସଙ୍ଗୀତ ବିଦ୍ୟାଳୟ ପକ୍ଷରୁ ଉତ୍କଳ ଦିବସ

ଏପ୍ରିଲ ପହିଲାରୁ ଚାଷୀଙ୍କ ଠାରୁ ପିଆଜ ସଂଗ୍ରହ କରିବେ କେନ୍ଦ୍ର ସରକାର, ଗଚ୍ଛିତ ରଖିବେ ୫ ଲକ୍ଷ ଟନ୍

ନୂଆଦିଲ୍ଲୀ: ଏପ୍ରିଲ ପହିଲାରୁ ଚାଷୀଙ୍କ ଠାରୁ ପିଆଜ ସଂଗ୍ରହ କରିବେ କେନ୍ଦ୍ର ସରକାର। ୨୦୨୪-୨୫ରେ ସରକାର ୫ ଲକ୍ଷ ଟନ୍‌ ପିଆଜ କିଣି ମହଜୁଦ ରଖିବେ। ମୂଲ୍ୟ ବୃଦ୍ଧି ‌ଘଟିଲେ ତାହାକୁ ନିୟନ୍ତ୍ରଣ କରିବା ପାଇଁ ପିଆଜକୁ ‌ବଜାରରେ ବିକ୍ରି କରିବେ…

Continue Readingଏପ୍ରିଲ ପହିଲାରୁ ଚାଷୀଙ୍କ ଠାରୁ ପିଆଜ ସଂଗ୍ରହ କରିବେ କେନ୍ଦ୍ର ସରକାର, ଗଚ୍ଛିତ ରଖିବେ ୫ ଲକ୍ଷ ଟନ୍

ଏପ୍ରିଲ ୨ରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୪ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତ

ଅନୁଗୁଳ/ତାଳଚେର: ଏପ୍ରିଲ ୨ ଠାରୁ ୪ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଏପ୍ରିଲ ୨ରେ ଦିନ ୧୨ ଟାରେ ଅନୁଗୁଳ ଜିଲ୍ଲା ତାଳଚେର ଦିନଦୟାଲ ନଗରରେ ପହଞ୍ଚିବେ। ସେଠାରୁ ଦିନ ୨ ଟାରେ କଣିହାଁ…

Continue Readingଏପ୍ରିଲ ୨ରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୪ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତ

ବିଷାକ୍ତ ଖାଦ୍ୟ ନେଲା ଜୀବନ! ବିବାହ ଭୋଜି ଖାଇ ଦୁଇ ମୃତ, ୮ ଅସୁସ୍ଥ

ତାଳଚେର: ତାଳଚେର ଟାଉନ ଥାନା ଅନ୍ତର୍ଗତ ବାଘୁଆବୋଲ ଗ୍ରାମରେ ବିବାହ ଭୋଜି ଖାଇ ଶନିବାର ଜଣେ ବୃଦ୍ଧା ଏବଂ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୮ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ସୂଚନା ମୁତାବକ, ଶନିବାର ଏକ ବିବାହ ଉତ୍ସବର…

Continue Readingବିଷାକ୍ତ ଖାଦ୍ୟ ନେଲା ଜୀବନ! ବିବାହ ଭୋଜି ଖାଇ ଦୁଇ ମୃତ, ୮ ଅସୁସ୍ଥ

ବାସନ୍ତୀ ଟାଇକୁଣ୍ଡୁ ଆସୋସିଏସନ୍ ପକ୍ଷରୁ ଉତ୍କଳ ଦିବସ

ଅନୁଗୁଳ: ଅମଲା ପଡ଼ା ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ବାସନ୍ତୀ ଟାଇକୁଣ୍ଡୁ ଆସୋସିଏସନ୍ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି ।ପୂର୍ବତନ ଟାମଡା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟନାୟକ ଏହି ସମାରୋହକୁ ଉଦ୍ଘାଟନ କରିବା ସହ ନବ ଉତ୍କଳର ଅନ୍ୟତମ ବିନ୍ଧାଣୀ…

Continue Readingବାସନ୍ତୀ ଟାଇକୁଣ୍ଡୁ ଆସୋସିଏସନ୍ ପକ୍ଷରୁ ଉତ୍କଳ ଦିବସ

ଅନୁଗୁଳରେ ବିଜେପିର ବିଧାନସଭାସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଆୟୋଜିତ, ଦଳକୁ ବିପୁଳ ଭୋଟ ଦେଇ ଜିତାଇବାକୁ ଆହ୍ୱାନ

ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ଚଣ୍ଡିଖମଣ ମନ୍ଦିର ପଡ଼ିଆରେ ଆଜି ବିଜେପି ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାନସଭାସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ…

Continue Readingଅନୁଗୁଳରେ ବିଜେପିର ବିଧାନସଭାସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଆୟୋଜିତ, ଦଳକୁ ବିପୁଳ ଭୋଟ ଦେଇ ଜିତାଇବାକୁ ଆହ୍ୱାନ

ଥର୍ମାଲ ଡିଏଭି ସ୍କୁଲର ବାର୍ଷିକ ଉତ୍ସବ ପାଳିତ, କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଅନୁଗୁଳ: ସ୍ଥାନୀୟ ଥର୍ମାଲ ଡିଏଭି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏନଟିପିସି / ଟିଟି ପିଏସର ନିର୍ଦ୍ଦେଶକ ଅଧିକାରୀ ଗୌତମ ଦେବ, ସମ୍ମାନିତ ଅତିଥି ଭାବରେ ଏନଟିପିସି ସାଗରିକା ମହିଳା ମଣ୍ଡଳର…

Continue Readingଥର୍ମାଲ ଡିଏଭି ସ୍କୁଲର ବାର୍ଷିକ ଉତ୍ସବ ପାଳିତ, କୃତି ଛାତ୍ରଛାତ୍ରୀ ପୁରସ୍କୃତ

ବିଜେପି ପକ୍ଷରୁ ନାରୀ ଶକ୍ତି ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର କୁକୁଡ଼ାଙ୍ଗ ମଣ୍ଡଳ ବିଜେପି ପକ୍ଷରୁ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ମହିଳା ମୋର୍ଚ୍ଚାର ସଦସ୍ୟା ମାନଙ୍କୁ ନେଇ ନାରୀ ଶକ୍ତି ବନ୍ଦନା କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା…

Continue Readingବିଜେପି ପକ୍ଷରୁ ନାରୀ ଶକ୍ତି ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଲୋକଙ୍କ ପାଇଁ ଲଢ଼ୁଥିବା ନେତାଙ୍କୁ ଭୋଟ ଦିଅ: ଅନୁଗୁଳ ସ୍ୱାଭିମାନ ମଞ୍ଚ

ଅନୁଗୁଳ: ଅନୁଗୁଳ ଜିଲ୍ଲାବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଲୋକଙ୍କ ମୌଳିକ ସମସ୍ୟାକୁ ସମାଧାନ କରିବା ସହ ନିଜ ନିର୍ବାଚନମଣ୍ଡଳୀକୁ ଅଗ୍ରାଧିକାର ଦେବାକୁ ଦାବି କରିଛି ଅନୁଗୁଳ ସ୍ୱାଭିମାନ ମଞ୍ଚ। ଯିଏ ଅନୁଗୁଳ ଲୋକଙ୍କ ହିତ ସାଧନ କରିବ ସେହି ଭଳି ନେତାଙ୍କୁ…

Continue Readingଲୋକଙ୍କ ପାଇଁ ଲଢ଼ୁଥିବା ନେତାଙ୍କୁ ଭୋଟ ଦିଅ: ଅନୁଗୁଳ ସ୍ୱାଭିମାନ ମଞ୍ଚ

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଓମ୍ ପ୍ରକାଶ ଜିନ୍ଦଲଙ୍କ ୧୯ତମ ପୁଣ୍ୟତିଥି ପାଳିତ, ୭୦୩ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଓପି ଜିନ୍ଦଲ ଗ୍ରୁପର ପ୍ରାଣ ପ୍ରତିଷ୍ଠାତା ଓପି ଜିନ୍ଦଲ(ବାଉଜି) ଙ୍କ ୧୯ ତମ ପୁଣ୍ୟତିଥି ଅବସରରେ ଅନୁଗୁଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି) ପକ୍ଷରୁ ଶନିବାର ଏକାଧିକ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଏହି ରକ୍ତଦାନ ଶିବିରରେ ମୋଟ ୭୦୩…

Continue Readingଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଓମ୍ ପ୍ରକାଶ ଜିନ୍ଦଲଙ୍କ ୧୯ତମ ପୁଣ୍ୟତିଥି ପାଳିତ, ୭୦୩ ୟୁନିଟ ରକ୍ତ ସଂଗୃହୀତ