ଟାଙ୍ଗିଆରେ ହାଣି ବାପାଙ୍କୁ ହତ୍ୟା କଲା ପୁଅ, ମାଆ ଗୁରୁତର

ଅନୁଗୁଳ:ପିତୃ ହନ୍ତା, ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ । ଆକ୍ରମଣରେ ମାଆ ଗୁରୁତର ହୋଇଛନ୍ତି । ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ଦୁର୍ଗାପୁର କୁଡ଼ାସାହିର…

Continue Readingଟାଙ୍ଗିଆରେ ହାଣି ବାପାଙ୍କୁ ହତ୍ୟା କଲା ପୁଅ, ମାଆ ଗୁରୁତର

ବାଜାପାଟି ଗାଡ଼ି ଓଲଟିବା ଘଟଣା, ଜଣେ ଆହତଙ୍କ ମୃତ୍ୟୁ

ଅନୁଗୁଳ: ଛେଣ୍ଡିପଦା କୋଇଲାଖଣି ନିକଟରେ ବାଜାପାର୍ଟିକୁ ନେଇ ଯାଉଥିବା ଭ୍ୟାନ୍ ଓଲଟିବା ଘଟଣାରେ ଜଣେ ଗୁରୁତର ଆହତଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଗତ ୧୦ ତାରିଖରେ ବାଜାବାଲାଙ୍କୁ ବସାଇ ଏକ ପିକ୍‌ଅପ୍ ଭ୍ୟାନ୍ (ଓଡି୦୫ଏବି-୯୪୦୮) ନୂଆପଡ଼ାରୁ କଙ୍କରେଇ ଗାଁକୁ ଆସୁଥିଲା।…

Continue Readingବାଜାପାଟି ଗାଡ଼ି ଓଲଟିବା ଘଟଣା, ଜଣେ ଆହତଙ୍କ ମୃତ୍ୟୁ

ବାହାଳସାହିରେ ବେଆଇନ୍ କୋଇଲା ଖାତ

ଅନୁଗୁଳ : ଛେଣ୍ଡିପଦା ତହସିଲ୍ ଅଫିସ୍ ଓ ଥାନାଠୁ ମାତ୍ର ୪ କିଲୋମିଟର ଦୂରରେ ପୁଞ୍ଜା ପୁଞ୍ଜା ବେଆଇନ୍ କୋଇଲା ଖାତ । ଦୂରରୁ ଦେଖିଲେ ଲାଗିବ ପରିତ୍ୟକ୍ତ କୂଅ । ହେଲେ ଏହି କୂଅ ମାଧମରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବରେ…

Continue Readingବାହାଳସାହିରେ ବେଆଇନ୍ କୋଇଲା ଖାତ

ବସନ୍ତପୁର ଗ୍ରାମରେ ହାତୀ ଆତଙ୍କ

ଅନୁଗୁଳ: ଛେଣ୍ଡିପଦା ବନାଞ୍ଚଳର ବସନ୍ତପୁର ଗ୍ରାମରେ ଦନ୍ତାହାତୀ ଉପଦ୍ରବ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ଗତ ରାତିରେ ହାତୀ ଘର ଭାଙ୍ଗିବା ସହ ଗ୍ରାମବାସୀଙ୍କ ବାଡ଼ିରୁ ଫସଲ ଖାଇଯାଇଥିବା ଅଭିଯୋଗ ହୋଇଛି ।ସୋମବାର ବିଳମ୍ବିତ ରାତିରେ ହାତୀଟି ନିକଟସ୍ଥ…

Continue Readingବସନ୍ତପୁର ଗ୍ରାମରେ ହାତୀ ଆତଙ୍କ

ଡିନାମାଇଟ୍ ଫୁଟାଇ ମାଛ ମାରିବା ମହଙ୍ଗା ପଡ଼ିଲା

ଅନୁଗୁଳ: ଡିନାମାଇଟ୍ ଫୁଟାଇ ମାଛ ମାରିବା କାଳ ହେଲା । ଡିନାମାଇଟ୍ ହାତରେ ଫୁଟିବାରୁ ଉଡ଼ି ଗଲା ଯୁବକଙ୍କ ପାପୁଲି । ମୁହଁରେ ଗଭୀର ଆଘାତ ଲାଗିବା ସହ ଡାହାଣ ଆଖି ନଷ୍ଟ ହୋଇଯାଇଛି । ଛେଣ୍ଡିପଦା ବ୍ଳକ କମ୍ପସଲା ଗ୍ରାମରେ…

Continue Readingଡିନାମାଇଟ୍ ଫୁଟାଇ ମାଛ ମାରିବା ମହଙ୍ଗା ପଡ଼ିଲା

ପାଣି ପାଇଁ ବ୍ଳକ ଅଫିସ୍ ଘେରାଉ

ଅନୁଗୁଳ: ଛେଣ୍ଡିପଦା ବ୍ଲକ୍ ମାମୁରିଆ ଗ୍ରାମରେ ଉତ୍କଟ ଜଳାଭାବ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ। ଏସୟୁସିଆଇ (କମ୍ୟୁନିଷ୍ଟ )ଛେଣ୍ଡିପଦା ବ୍ଲକ କମିଟି ନେତୃତ୍ବରେ ମାମୁରିଆ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଗ୍ରାମରୁ ଏକ ଶୋଭାଯାତ୍ରାରେ ଆସି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ…

Continue Readingପାଣି ପାଇଁ ବ୍ଳକ ଅଫିସ୍ ଘେରାଉ

ଓଲଟିଲା ବାଜାଗାଡ଼ି, ୧୨ ଆହତ

ଅନୁଗୁଳ: ବୁଧବାର ଅପରାହ୍ନରେ ଛେଣ୍ଡିପଦା ନିକଟରେ ଏକ ପିକ ଅପ୍ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏକ ବରଯାତ୍ରୀ ଦଳ ବାହାରି କଙ୍କରେଇ ଅଭିମୁଖେ ଯାଉଥିବା ବେଳେ ଏହି ପିକ ଅପ୍ ଭ୍ୟାନରେ ୨୦ରୁ ଅଧିକ ବାଜାବାଲା ବସିଥିଲେ। ଛେଣ୍ଡିପଦା- ଅନୁଗୁଳ…

Continue Readingଓଲଟିଲା ବାଜାଗାଡ଼ି, ୧୨ ଆହତ

ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଅନୁଗୁଳ‌: ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହିରେ ଅଘଟଣ । ପୋଖରୀରେ ବୁଡ଼ି ଶରତ ଓଝା(୩୧) ନାମକ ଜଣେ ଯୁବକଙ୍କ ସୋମବାର ସକାଳେ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ ଶରତ ପୋଖରୀକୁ ଗାଧୋଇବାକୁ ଯାଇଥିଲା ବେଳେ ପାଣିରେ ବୁଡ଼ିଯାଇଥିଲେ। ଖବରପାଇ ପୁଲିସ…

Continue Readingପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଜଙ୍ଗଲରୁ ଜନବସତିକୁ ଡେଇଁଲା ନିଆଁ

ଅନୁଗୁଳ: ଶୁକ୍ରବାର ଅନୁଗୁଳ ଥାନା ତଥା ଛେଣ୍ଡିପଦା ବ୍ଲକ ଆମ୍ବପାଳ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଜଙ୍ଗଲରେ ଲାଗିଥିବା ନିଆଁ ଗାଁକୁ ଡେଇଁ ୧୬୦ ବଖରା ଘର ଛାରଖାର କରି ଦେଇଛି । ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲାବେଳେ ବହୁ ଉଦ୍ୟମ…

Continue Readingଜଙ୍ଗଲରୁ ଜନବସତିକୁ ଡେଇଁଲା ନିଆଁ

ଅଟୋ ଓଲଟି ୪ ଗୁରୁତର

ଅନୁଗୁଳ: ଗୁରୁବାର ଛେଣ୍ଡିପଦା ଥାନା ଜରପଡା ରାସ୍ତାର ସୁନାଭୂଇଁ ନିକଟରେ ଭାରସାମ୍ୟ ହରlଇ ଏକ ଅଟୋ ରାସ୍ତା ଉପରେ ଓଲଟିପଡିଥିଲା। ଏଥିରେ ଆସୁଥିବା ୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଅପରହ୍ମ ସାଢ଼େ ତିନିଟା ବେଳେ ଜରପଡା ଥାନା ନାଉପଦାରୁ…

Continue Readingଅଟୋ ଓଲଟି ୪ ଗୁରୁତର