ଗୋଡ଼ିବନ୍ଧ-କଣିହାଁ ରାସ୍ତାରେ ଦୁର୍ବୃତ୍ତଙ୍କ ଉତ୍ପାତ
ଅନୁଗୁଳ: କଣିହାଁ ଆମ୍ବପାଳ ଏନ୍ଟିପିସି ରେଲୱେ ଲେଭଲ୍ କ୍ରସିଂଠାରେ ରବିବାର ରାତିରେ ଦୃର୍ବୃତ୍ତର ଛୁରା ମାଡ଼ରେ ଜଣେ ଟ୍ରକ୍ ଚାଳକ ଲହୁଲୁହାଣ ହୋଇଛନ୍ତି । ଗୁରୁତର ଆହତ ଚାଳକ ଜରପଡା ଥାନା ମରାତିରା ଗ୍ରାମର ବିରଞ୍ଚି ନାରାୟଣ ସାହୁ(୩୫) ବୋଲି ଜଣାପଡ଼ିଛି…