ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ: ଠିକା ସଂସ୍ଥାର ଅବହେଳା ଯୋଗୁଁ ବିପଦରେ ଜୀବନ
ଅନୁଗୁଳ: ଅନୁଗୁଳ ଜିଲ୍ଲାର ନାଲକୋ ଠାରୁ ସହର ଦେଇ ଯାଇଥିବା ଜାତୀୟ ରାଜପଥ ଏବେ ସାଧାରଣ ଜନତାଙ୍କ ପାଇଁ ପାଲଟିଛି ମରଣଯନ୍ତା। ରାସ୍ତା ପାର୍ଶ୍ଵରେ ଖୋଳାଯାଇଥିବା ବଡ଼ ବଡ଼ ଗର୍ତ୍ତ ଏବେ ଦୁର୍ଘଟଣାକୁ ଖୋଲା ନିମନ୍ତ୍ରଣ ଦେଉଛି। ପାଇପଲାଇନ୍ କିମ୍ବା ନିର୍ମାଣ…



