ହତ୍ୟା ଉଦ୍ୟମ, ଅଭିଯୁକ୍ତ ସ୍ୱାମୀକୁ ସାଢ଼େ ୩ ବର୍ଷ ଜେଲ

ତାଳଚେର:ପତ୍ନୀକୁ ନିର୍ଯାତନା ଦେବା ସହ ହତ୍ୟା ଉଦ୍ୟମ ଅଭିଯୋଗରେ ତାଳଚେର ସବଜେଲରେ ବିଚାରାଧୀନ କଏଦୀ ଭୀଷ୍ମ ପ୍ରଧାନଙ୍କୁ ସାଢ଼େ ୩ ବର୍ଷର ଜେଲଦଣ୍ଡାଦେଶ ପ୍ରଦାନ କରିଛନ୍ତି ଅଦାଲତ । ଆଇପିସି ଧାରା ୩୦୭, ୪୯୮(କ) ଓ ୩୨୪ରେ କୋର୍ଟ ତାଙ୍କୁ ଦୋଷୀ…

Continue Readingହତ୍ୟା ଉଦ୍ୟମ, ଅଭିଯୁକ୍ତ ସ୍ୱାମୀକୁ ସାଢ଼େ ୩ ବର୍ଷ ଜେଲ

ବନ୍ଦ୍ ଘରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ: ଶୁକ୍ରବାର ଭୋର୍ ବେଳେ ତାଳଚେର ବ୍ଲକ୍ ତଥା ବିକ୍ରମପୁର ଥାନା ଇଲାକା ସାନଯୋରଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି। ବନ୍ଦ୍ ଘରୁ ଏକ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ବିଦ୍ୟୁତ ସର୍ଟ ସର୍କିଟରୁ…

Continue Readingବନ୍ଦ୍ ଘରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଚାକିରି ଦେବା ନାଁ’ରେ ଠକେଇ ଥାନାରେ ଏତଲା

ତାଳଚେର: ଚାକିରି ଦେବା ନାଁରେ ଠକେଇ । ୩ ଲକ୍ଷରୁ ଅଧିକ ଟଙ୍କା ଠକି ନେଇ ଧରାଛୁଆଁ ଦେଉନାହାନ୍ତି । ବରଂ ଟଙ୍କା ମାଗିଲେ ଗାଳିଗୁଲଜ କରୁଥିବା ନେଇ କୋଲିୟରୀ ଥାନାରେ ଏକ ଠକେଇ ମାମଲା ରୁଜୁ ହୋଇଛି । ପୁଲିସ୍…

Continue Readingଚାକିରି ଦେବା ନାଁ’ରେ ଠକେଇ ଥାନାରେ ଏତଲା

ଲକ୍ଷାଧିକ ଟଙ୍କାର ପିଲିଥିନ୍ ଜବତ

ତାଳଚେର: ତାଳଚେର ପୌରପାଳିକା ପକ୍ଷରୁ ବୁଧବାର ସଂଧ୍ୟାରେ ସହରର ବଡ଼ ବଜାରର ବିଭିନ୍ନ ଦୋକାନରେ ପଲିଥିନ ଉପରେ ବ୍ୟାପକ ଚଢ଼ାଉ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଚମ୍ପାପଶି ଛକ ନିକଟରେ ଜନୈକ ବ୍ୟବସାୟୀଙ୍କର ଗୋଦାମ ଉପରେ ଅତର୍କିତ ଚଢ଼ାଉ କରାଯାଇଥିଲା…

Continue Readingଲକ୍ଷାଧିକ ଟଙ୍କାର ପିଲିଥିନ୍ ଜବତ

ତାଳଚେର କଲେଜର ନୂତନ ଆର୍ଟସ ବ୍ଲକ ଉଦଘାଟିତ

ତାଳଚେର: ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ନବନିର୍ମିତ ଆର୍ଟସ ବ୍ଳକ୍ ସୋମବାର ଉଦ୍‌ଘାଟିତ ହୋଇଛି । ଜିଲ୍ଲା ଖଣିଜ ପାଣ୍ଠିରୁ ୧ କୋଟି ୬୬ ଲକ୍ଷ ଟଙ୍କା ଅନୁଦାନରେ ନିର୍ମିତ ଏହି ନୂତନ କୋଠା ଢେଙ୍କାନାଳ ସାଂସଦ ମହେଶ ସାହୁ ଓ…

Continue Readingତାଳଚେର କଲେଜର ନୂତନ ଆର୍ଟସ ବ୍ଲକ ଉଦଘାଟିତ

ଘର ସାମ୍ନାରୁ ବାଇକ୍ ଚୋରି

ତାଳଚେର: କୋଲିୟରୀ ଥାନା ଇଲାକାରେ ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଛି ବାଇକ୍ ଚୋରି । ଗତ ବୁଧବାର ସନ୍ଧ୍ୟାରେ ବଲଣ୍ଡା କଲୋନୀର ଏକ ଘର ସାମ୍ନାରୁ ବାଇକ୍‌ ଚୋରି ହୋଇଛି । ଗାଡ଼ି ମାଲିକ କୁମୁଦ ବେହେରା ଏନେଇ ଶନିବାର ଦିନ…

Continue Readingଘର ସାମ୍ନାରୁ ବାଇକ୍ ଚୋରି

ଲକ୍ଷାଧିକ ଟଙ୍କାର ପାର୍ସଲ ଧରି ଡେଲିଭରି ବୟ ଛୁ?

ଅନୁଗୁଳ: ବିଶ୍ବାସରେ ବିଷ ଦେଲା ଡେଲିଭରି ବୟ । ଗ୍ରାହକଙ୍କ ପାର୍ସଲ ଡେଲିଭରି କରିବ କହି ନେଇଗଲା ଲକ୍ଷାଧିକ ଟଙ୍କାର ପାର୍ସଲ । ହେଲେ ଲୋଭ ଏମିତି ଘାରିଲା ଯେ, ଗ୍ରାହକଙ୍କୁ ତାଙ୍କ ପାର୍ସଲ ଦବ କ’ଣ, ନିଜ ସଂସ୍ଥାକୁ ମଧ୍ୟ…

Continue Readingଲକ୍ଷାଧିକ ଟଙ୍କାର ପାର୍ସଲ ଧରି ଡେଲିଭରି ବୟ ଛୁ?

୧୮୬ ଲିଟର ମଦ ଜବତ,୮ ଗିରଫ

ଅନୁଗୁଳ: ଅନୁଗୁଳ ଓ ତାଳଚେର ଅବକାରୀ ବିଭାଗ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୧୮୬ ଲିଟର୍ ଦେଶୀ ମଦ ଜବତ କରାଯାଇଥିବା ବେଳେ ଚୋରା ମଦ ବିକ୍ରି ଅଭିଯୋଗରେ ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।…

Continue Reading୧୮୬ ଲିଟର ମଦ ଜବତ,୮ ଗିରଫ

ଦୁଇଦିନ ହାଲୁକା ବର୍ଷା ସମ୍ଭାବନା ଅନୁଗୁଳରେ ଘନ କୁହୁଡି ଆଶଙ୍କା

ଅନୁଗୁଳ: ସାମୟିକ ଭାବେ ବଦଳିବ ପାଗ। ଗୁରୁବାର ଓ ଶୁକ୍ରବାର ରାଜ୍ୟର କେତେକ ଜାଗାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ। ପରେ ରାଜ୍ୟର ଶୀତ ପ୍ରକୋପ ପୁଣି ବଢ଼ିବା ସମ୍ଭାବନା ଅଛି। ସୋଆ ଜଳବାୟୁ ଓ ପରିବେଶ (ସିଇସି) କେନ୍ଦ୍ର…

Continue Readingଦୁଇଦିନ ହାଲୁକା ବର୍ଷା ସମ୍ଭାବନା ଅନୁଗୁଳରେ ଘନ କୁହୁଡି ଆଶଙ୍କା

ଯୁବକଙ୍କୁ ଲୁଟ୍‌ପାଟ, ଛଡେ଼ଇ ନେଲେ ମୋବାଇଲ୍‌

ତାଳଚେର: ବିକ୍ରମପୁର ଥାନା ଇଲାକା ମୁଣ୍ତାବଜାର ନିକଟରେ ଜଣେ ଯୁବକ ଲୁଟ୍‌ପାଟର ଶିକାର ହୋଇଛନ୍ତି। ଦୁଇ ଦୁବୃର୍ତ୍ତ ତାଙ୍କୁ ମାର‌୍‌ପିଟ୍‌ କରବା ସହ ତାଙ୍କ ଠାରୁ ମୋବାଇଲ୍‌ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ର ସୂଚନା ମୁତାବକ, ଲୁଟ୍‌ର ଶିକାର ହୋଇଥିବା…

Continue Readingଯୁବକଙ୍କୁ ଲୁଟ୍‌ପାଟ, ଛଡେ଼ଇ ନେଲେ ମୋବାଇଲ୍‌