ଅନୁଗୁଳ: କଲିକତାରୁ ଆସି ଅନୁଗୁଳ ଖଲାରିରେ ଭଡ଼ା ଘରେ ରହୁଛନ୍ତି ସ୍ବାମୀ-ସ୍ତ୍ରୀ। ସ୍ବାମୀ କମ୍ପାନୀରେ ଡ୍ରାଇଭର। ଘରେ ମୂଷାଙ୍କ ଉତ୍ପାତ ବଢ଼ୁ ଥିବାରୁ ସ୍ବାମୀ ରାଗିଯାଇ ଆଜି ମୂଷା ମାରି କିଣି ମାଛଭଜାରେ ଗୋଳାଇ ଘରେ ରଖିଥିଲେ ରାତିରେ ମୂଷାଙ୍କୁ ଦେଇ ଥାନ୍ତେ। କିନ୍ତୁ ସ୍ତ୍ରୀଙ୍କୁ ଜଣାଇ ନଥିଲେ। ସ୍ତ୍ରୀ ଜଣକ ଏଣେ ମାଛ ଭଜାକୁ ଖାଇ ଦେଇଥିଲେ। ଖାଇବା ପରେ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ହୋଇଁପଡ଼ିଥିଲା। ଏହାପରେ ସ୍ବାମୀ ନିଜର ଭୁଲ ବୁଝିପାରି ଥିଲେ। ଅନୁଗୁଳ ଡାକ୍ତରଖାନାରେ ସନ୍ଧ୍ୟା ବେଳେ ଭର୍ତ୍ତି କରିଥିଲେ।
ସ୍ବାମୀ ରଖିଥିଲା ମୂଷାଙ୍କ ପାଇଁ ବିଷ ଖାଇ ଦେଲା ସ୍ତ୍ରୀ
- Post published:September 27, 2024
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul