ଅନୁଗୁଳ: ଦୀପାବଳି ବଜାରରେ ଭଳିକିଭଳି ଲକ୍ଷ୍ମୀ ଗଣେଶ ମୂର୍ତ୍ତି, ରଙ୍ଗିନ୍ କ୍ୟାଣ୍ତେଲ୍, ଶୁଭଲାଭ ଓ ହାପି ଦିଵାଲି ପୋଷ୍ଟର, ୱାଲ୍ ହ୍ୟାଙ୍ଗିଙ୍ଗ ଇତ୍ୟାଦି ଉପଲବ୍ଧ ହେଉଛି। ତେବେ ଚଳିତ ବର୍ଷ ଅନୁଗୁଳ ବଜାରକୁ ଆସିଛି ନୂଆ ଇଲେକ୍ଟ୍ରିକାଲ୍ ଝୁମର। ରଙ୍ଗବେରଙ୍ଗ ଏଲ୍ଇଡି ଯୁକ୍ତ ଏହି ଟ୍ରୁମର ବଛାବଛା ଦୋକାନରେ ମିଳୁଥିବା ବେଳେ, ଗୋଟାକୁ ୧୩୦ ଟଙ୍କା ରଖାଯାଇଛି। ଏଥିଲାଗି ବିଶେଷ କରି ଯୁବଗୋଷ୍ଠୀ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହୋଇଛି।
ଅନୁଗୁଳକୁ ନୂଆ: ଇଲେକ୍ଟ୍ରିକାଲ୍ ଝୁମର
- Post published:November 12, 2020
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul