ଅନୁଗୁଳ: ଅମଲାପଡ଼ା କେନାଲ୍ ରୋଡ୍ରୁ ଚନ୍ଦନ ନର୍ସି˚ ହୋମ୍ ଯାଏଁ ରାସ୍ତା କଡରେ ଥିବା ଅସ୍ଥାୟୀ ଦୋକାନ ଉଚ୍ଛେଦ ହୋଇଛି। ଏଠାରେ ପୂର୍ବରୁ ମାଛ, ମା˚ସ ବଜାର ଖୋଲିଥିଲା। ସେଗୁଡ଼ିକୁ ପୌରପାଳିକା ପକ୍ଷରୁ ଶନିବାର ହଟାଇ ଦିଆଯାଇଛି। ସ୍ବରେଜ୍ ବ୍ୟବସ୍ଥାର ଉନ୍ନତି ପାଇଁ ଏହି ଉଚ୍ଛେଦ ଅତି ଆବଶ୍ୟକ ଥିଲା ବୋଲି କହିଛନ୍ତି ପୌର କତ୍ତୃର୍ପକ୍ଷ। ପ୍ରାୟ ୧୫ଟି ଅସ୍ଥାୟୀ ଦୋକାନକୁ ଏଠାରୁ ଉଚ୍ଛେଦ କରାଯାଇଛି।
ଅସ୍ଥାୟୀ ଦୋକାନ ଉଚ୍ଛେଦ
- Post published:November 7, 2020
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
