maa mangala vihar

ଅସ୍ଥାୟୀ ଦୋକାନ ଉଚ୍ଛେଦ

0

ଅନୁଗୁଳ: ଅମଲାପଡ଼ା କେନାଲ୍‌ ରୋଡ୍‌ରୁ ଚନ୍ଦନ ନର୍ସି˚ ହୋମ୍‌ ଯାଏଁ ରାସ୍ତା କଡରେ ଥିବା ଅସ୍ଥାୟୀ ଦୋକାନ ଉଚ୍ଛେଦ ହୋଇଛି। ଏଠାରେ ପୂର୍ବରୁ ମାଛ, ମା˚ସ ବଜାର ଖୋଲିଥିଲା। ସେଗୁଡ଼ିକୁ ପୌରପାଳିକା ପକ୍ଷରୁ ଶନିବାର ହଟାଇ ଦିଆଯାଇଛି। ସ୍ବରେଜ୍‌ ବ୍ୟବସ୍ଥାର ଉନ୍ନତି ପାଇଁ ଏହି ଉଚ୍ଛେଦ ଅତି ଆବଶ୍ୟକ ଥିଲା ବୋଲି କହିଛନ୍ତି ପୌର କତ୍ତୃର୍ପକ୍ଷ। ପ୍ରାୟ ୧୫ଟି ଅସ୍ଥାୟୀ ଦୋକାନକୁ ଏଠାରୁ ଉଚ୍ଛେଦ କରାଯାଇଛି।

Leave A Reply

Your email address will not be published.