ଗଣ୍ଡଗୋଳ ଘଟଣାରେ ୨ ଗିରଫ
ଅନୁଗୁଳ: ଅନୁଗୁଳ ସଦର ଥାନା କୁସାସିଂହା ଅଂଚଳରେ ହୋଇଥିବା ଗଣ୍ଡଗୋଳ ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ହେମସୁରପଡା ଅଞ୍ଚଳର ଚନ୍ଦ୍ର ଓରଫ ଚନ୍ଦ୍ରକାନ୍ତ ସେଠୀ ଓ ଛେଳିଆପଡାର ବୁବୁ ଓରଫ ଭବାନୀ ଶଙ୍କର ଭଞ୍ଜ। ଗତ…
ଅନୁଗୁଳ: ଅନୁଗୁଳ ସଦର ଥାନା କୁସାସିଂହା ଅଂଚଳରେ ହୋଇଥିବା ଗଣ୍ଡଗୋଳ ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ହେମସୁରପଡା ଅଞ୍ଚଳର ଚନ୍ଦ୍ର ଓରଫ ଚନ୍ଦ୍ରକାନ୍ତ ସେଠୀ ଓ ଛେଳିଆପଡାର ବୁବୁ ଓରଫ ଭବାନୀ ଶଙ୍କର ଭଞ୍ଜ। ଗତ…
ଅନୁଗୁଳ: ରାଜ୍ୟକୁ ପୁଣି ତାତି ଫେରୁଛି । ୩ ଦିନ ଧରି ଜଳିବ ଓଡ଼ିଶା । ରାଜ୍ୟର ତାପମାତ୍ରା ପ୍ରାୟ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫଳରେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ ଏବଂ…
ଅନୁଗୁଳ: ବାଉଁଶରେ ଭଳିକି ଭଳି କାରୁକାର୍ଯ୍ୟ । ଫୁଲ ଚାଙ୍ଘୁଡିଠୁ ନେଇ ଫୁଲଦାନୀ । ପେନ୍ ଷ୍ଟାଣ୍ଡଠୁ ନେଇ ଠାକୁରଙ୍କ ଆସ୍ଥାନ ପର୍ଯ୍ୟନ୍ତ ଏମିତି ବାଉଁଶରେ ତିଆରି ବହୁ ସାମଗ୍ରୀ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି ଅନୁଗୁଳ ବ୍ଳକ ବେଡ଼ାଶାସନ ପଞ୍ଚାୟତ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କୋର୍ଟ ପରିସରରେ କ୍ୟାବିନ୍ ଓ ପାଳଲହଡ଼ା ଏସଡିଜିଏମ୍ କୋର୍ଟରେ ଇ - ସେବା କେନ୍ଦ୍ର ସୋମବାର ଉଦଘାଟିତ ହୋଇଯାଇଛି । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଡ. ଏସ୍ ମୁରଲୀଧର ଭିଡିଓ କନଫରେନ୍ସି ଜରିଆରେ…
ଅନୁଗୁଳ: ସୋମବାର ଅନୁଗୁଳ ଜିଲ୍ଲା ଟାକ୍ସ ବାର ଆସୋସିଏସନର ଶପଥ ଗ୍ରହଣ ଉତ୍ସବ ଆସୋସିଏସନ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାରୀ ଚକ୍ରଧର ପ୍ରଧାନ ନବ ନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ । ଆସୋସିଏସନ୍ ସଭାପତି ଭାବେ…
ଅନୁଗୁଳ: ସୋମବାର ସକାଳ ପ୍ରାୟ ୯ଟା ବେଳେ ଆଠମଲ୍ଲିକ-କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ପୋଲ ଉପରୁ ଏକ ଟ୍ରକ୍ ତଳକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ଟ୍ରକ୍ ଚାଳକ ସିଦ୍ଧେଶ୍ଵର ଧଳ ଓ ହେଲପର ସୁନିଲ ବେହେରା ଆହତ ହୋଇଥିବା…
ଅନୁଗୁଳ: ତାଳଚେର ଥର୍ମାଲ ପାୱାର ଷ୍ଟେସନ୍(ଟିଟିପିଏସ୍) ବନ୍ଦକୁ ନେଇ ଆନ୍ଦୋଳନ ତେଜିବାର ଲାଗିଛି । ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ତାଳଚେରରେ ଅର୍ଥନୈତିକ ଅବରୋଧ ଘୋଷଣା କରାଯାଇଥିବା ବେଳେ ଆସନ୍ତା ୭ ତାରିଖ (ବୁଧବାର) ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ…
ଅନୁଗୁଳ: କୋଭିଡ ମହାମାରୀ ଯୋଗୁଁ ରାଜ୍ୟବାସୀଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି। ଏହି ସମସ୍ୟାରୁ ଜନସାଧାରଣ ସମ୍ପୂର୍ଣ୍ଣ ମୁକ୍ତ ହୋଇନଥିବା ବେଳେ ରାଜ୍ୟ ସରକାରଙ୍କ ବିଦ୍ୟୁତ ଦର ବୃଦ୍ଧି ସାଧାରଣ ଜନତାଙ୍କ ଉପରେ ବୋଝ ଉପରେ ନଳିତାବିଡା ସଦୃଶ ହୋଇଛି ।…
ଅନୁଗୁଳ: ଜରପଡ଼ା ଥାନା ଅନ୍ତର୍ଗତ ବଡହିଂସର୍ ଗ୍ରମର ବୈକୁଣ୍ଠ ସାହୁ(୪୦) ପରିବାରିକ କଳହକୁ ନେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଗ୍ରାମ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ରଶି ଲଗାଇ ବୈକୁଣ୍ଠ ଆତ୍ମହତ୍ୟା କରିଥିବା ସୁନୀୟ ଲୋକେ ଦେଖି ପୁଲିସକୁ ଖବର…
ଅନୁଗୁଳ: ନାଲ୍କୋ ଥାନାର ଟାଉନସିପ୍ ପରିସରରେ ଥିବା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରୁ ସିସିଟିଭି କ୍ୟାମେରା ଚୋରି ଘଟଣାରେ ପୁଲିସ ଜଣେ ନାବାଳକକୁ ଗିରଫ କରିଛି । ନାବାଳକକୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ତା'ଠାରୁ ଚୋରି ସିସିଟିଭି ମଧ୍ୟ ପୁଲିସ ଜବତ…