ଦାଦାବଟି ନଦେବାରୁ ଟ୍ରକ୍ ଚାଳକଙ୍କୁ ଆକ୍ରମଣ
ଅନୁଗୁଳ: କଣିହାଁ କୋଇଲା ଖଣି ପ୍ରକଳ୍ପ ଅଫିସ୍ ଠାରେ ଗତ ଶୁକ୍ରବାର ରାତିରେ ଦାଦାବଟି ନଦେବାରୁ ଜଣେ ଟ୍ରକ ଚାଳକଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି । ଦୁର୍ବୃତ୍ତମାନେ ଟ୍ରକ୍ ଚାଳକଙ୍କୁ ଲହୁ ଲୁହାଣ କରି ଦେଇଥିବା ବେଳେ ଏହି ଘଟଣାରେ…
ଅନୁଗୁଳ: କଣିହାଁ କୋଇଲା ଖଣି ପ୍ରକଳ୍ପ ଅଫିସ୍ ଠାରେ ଗତ ଶୁକ୍ରବାର ରାତିରେ ଦାଦାବଟି ନଦେବାରୁ ଜଣେ ଟ୍ରକ ଚାଳକଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି । ଦୁର୍ବୃତ୍ତମାନେ ଟ୍ରକ୍ ଚାଳକଙ୍କୁ ଲହୁ ଲୁହାଣ କରି ଦେଇଥିବା ବେଳେ ଏହି ଘଟଣାରେ…
ଅନୁଗୁଳ: ସପିଂ ମଲ୍ରେ ଭେଟଘାଟ । ଜିନିଷ ପତ୍ର କିଣିବାକୁ ବାରମ୍ବାର ଯାତାୟାତ ଭିତରେ ଗଢି ଉଠିଲା ପ୍ରେମ ସମ୍ପର୍କ, ନିବିଡ଼ତା । ବଡ଼ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ସପିଂମଲର ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଲା ଯୁବକ ।…
ଅନୁଗୁଳ: ଏମସିଏଲ ତାଳଚେର କୋଇଲା ଖଣି ଅଞ୍ଚଳରେ ବେଧଡ଼କ ଭାବେ ଦୀର୍ଘ ଦିନ ଜାଲ ଟ୍ରାଞ୍ଜିଟପାସ୍, ଚାଲାଣ, ଆଧାରକାର୍ଡ, ପ୍ୟାନକାର୍ଡ ଓ ସିଲ କାରବାର ଚଳାଇ ଆସିଥିବା ଏକ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ପୁଲିସ । ଏହି କାରବାରରେ…
ଅନୁଗୁଳ: ବଅଁରପାଳ ବ୍ଳକ୍ର ସନ୍ତ୍ରୀ ବଜାର ଅଞ୍ଚଳରେ ଶନିବାର ତହସିଲ୍ ପ୍ରଶାସନ ପକ୍ଷରୁ ମାସ୍କ୍ ଯାଞ୍ଚ କରାଯାଇଥିଲା । ତହସିଲଦାର ଜିତେନ୍ଦ୍ର କୁମାର ସାହୁ ଓ ଅତିରିକ୍ତ ତହସିଲଦାର ଶ୍ୟାମସୁନ୍ଦର ସାହୁ ପୂର୍ବାହ୍ନରେ ସନ୍ତ୍ରୀଛକ ବଜାରରେ ଅଚାନକ ଚଢ଼ଉ କରି କରୋନା…
ଅନୁଗୁଳ: କରୋନାର ଦ୍ବିତୀୟ ଲହର ମାଡ଼ିଚାଲିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏ ପରିସ୍ଥିତିରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ଜରୁରି ହୋଇପଡ଼ିଛି । କିଶୋରନଗର ବ୍ଲକ୍ ପ୍ରଶାସନ ପକ୍ଷରୁ ଆଜି କଡ଼ାକଡ଼ି ଭାବେ ମାସ୍କ ଯାଞ୍ଚ କରାଯାଇଥିଲା। ତହସିଲଦାର…
ତାଳଚେର: ତାଳଚେର କୃଷି ସେବା ଓ ପରାମର୍ଶ କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ କୃଷି ସଚେତନତା ରଥ ଉଦ୍ଘାଟିତ ହୋଇଛି। ତାଳଚେର ପଞ୍ଚାୟତ ସମିତି ଅଧ୍ୟକ୍ଷ ବୃନ୍ଦାବନ ବେହେରା, କୃଷି ରଥର ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ‘ଆତ୍ମା’ର ଅଧ୍ୟକ୍ଷ ନରେଶଚନ୍ଦ୍ର ବେହେରା, ଜିଲ୍ଲା…
ଅନୁଗୁଳ: ସାରା ଅନୁଗୁଳ ଜିଲ୍ଲାରେ ବାଇକ୍ ଚୋରି ଚିନ୍ତାଜନକ ଭାବେ ବଢ଼ି ଚାଲିଛି । ଶୁକ୍ରବାର ସକାଳେ ମହୀଧରପୁର ଛକ ଠାରୁ ଏକ ବାଇକ୍ ଚୋରି ହୋଇଛି । ବାଇକ୍ ମାଲିକ କୁମର ବେହେରା ଏନେଇ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ…
ଅନୁଗୁଳ: ଛେଣ୍ଡିପଦା ପାତ୍ରପଡ଼ାସ୍ଥିତ ମା’ବାୟାଣୀଙ୍କ ବାର୍ଷିକ ଯାତ୍ରା ଆସନ୍ତା ୧୪ ତାରିଖରେ ପାଳନ କରାଯିବାକୁ ସ୍ଥିର ହୋଇଛି। ଏବେ କରୋନାର ଦ୍ବିତୀୟ ଲହର ମାଡ଼ିଚାଲିଥିବାରୁ ଚଳିତ ବର୍ଷ ମା’ ବାୟାଣୀଙ୍କ ଯାତ୍ରାରେ ଜନଗହଳି ହେବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ।…
ଅନୁଗୁଳ: ୪ ମାସ ହେଲା ଖାଲି ପଡ଼ିଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ(ଡିଆଇପିଆରଓ ) ପଦବୀରେ ଶୁକ୍ରବାର ଦୁଃଖବନ୍ଧୁ ମାଝି ଯୋଗଦାନ କରିଛନ୍ତି । ଶ୍ରୀ ମାଝି ଏହାପୂର୍ବରୁ ଗତ ୫ବର୍ଷ ଧରି ପାଳଲହଡ଼ା ଉପଖଣ୍ଡ ସୂଚନା ଓ…
ଅନୁଗୁଳ: କରୋନାକୁ ନେଇ ପୁଣି ବଢ଼ିଛି ଭୟ । ଭୟଙ୍କର ରୂପ ନେଇ ଲେଉଟିଛି କରୋନା ଭୂତାଣୁ । କରୋନା ଦ୍ବିତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ସତର୍କ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲା ପ୍ରଶାସନ ମଧ୍ୟ ଅଣ୍ଟା ଭିଡ଼ିଛି…