ଦ୍ବିତୀୟ ଶ୍ରେଣୀ ଛାତ୍ରୀକୁ ବଳାତ୍କାର
ଅନୁଗୁଳ: ପାଲଲହଡା ଉପଖଣ୍ଡ ଖମାର ଥାନା ଇଲାକାରେ ସୋମବାର ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରୀ ବଳାତ୍କାରର ଶିକାର ହୋଇଛି । ମାଛ ତରକାରୀ ଓ ଚକଲେଟ ଦେବା ବାହାନାରେ ଜଣେ, ୧୬ ବର୍ଷ ର ବାଳକ ଏହି ଅମାନବୀୟ କାଣ୍ଡ ଘଟାଇଥିବା…
ଅନୁଗୁଳ: ପାଲଲହଡା ଉପଖଣ୍ଡ ଖମାର ଥାନା ଇଲାକାରେ ସୋମବାର ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରୀ ବଳାତ୍କାରର ଶିକାର ହୋଇଛି । ମାଛ ତରକାରୀ ଓ ଚକଲେଟ ଦେବା ବାହାନାରେ ଜଣେ, ୧୬ ବର୍ଷ ର ବାଳକ ଏହି ଅମାନବୀୟ କାଣ୍ଡ ଘଟାଇଥିବା…
ଅନୁଗୁଳ: ଅନୁଗୁଳ ବସଷ୍ଟାଣ୍ଡ ହନୁମାନ ମନ୍ଦିର ନିକଟରେ ଥିବା ଏକ ଅଣ୍ଡା ବ୍ୟବସାୟୀ ଅଳିଆରେ ନିଆଁ ଲଗାଇ ଜରିମାନା ଗଣିଛନ୍ତି । ଏଥିସହିତ ତାଙ୍କ ଦୋକାନ ଆଗାମୀ ୫ ଦିନ ପାଇଁ ବନ୍ଦ କରିବାକୁ ପୌର ନିର୍ବାହୀ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି…
ଅନୁଗୁଳ : ରାଜ୍ୟରେ ଉପରମୁହାଁ ପାରଦ । ପ୍ରବଳ ତାତିରେ ସିଝୁଛି ଓଡ଼ିଶା । ସୋମବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ବଢ଼ିଥିବା ବେଳେ, ଲୋକେ ହୋଇଛନ୍ତି ହନ୍ତସନ୍ତ । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ୪୦ ଡିଗ୍ରି ଉପରେ…
ଅନୁଗୁଳ: କଣିହାଁ ବ୍ଳକ୍ ହନୁମାନପୁର ପଂଚାୟତ ଅଧିନସ୍ଥ ବଉଦବେଡ଼ା ଗ୍ରାମର ଘାସିରାମ ସାହୁ(୬୬)ଗତ ୫ଦିନ ହେଲାଣି ଘରୁକେଉଁଆଡ଼େ ପଳାଇ ଯାଇଛନ୍ତି। ପରିବାର ଲୋକ ଚାରିଆଡ଼େ ଖୋଜାଖୋଜି କରି ନିରାଶ ହେବାରୁ ତାଙ୍କ ପୁଅ ସୁଶାନ୍ତ ସାହୁ ଏ ନେଇ ଶନିବାର କଣିହାଁ…
ଅନୁଗୁଳ: କୋଲିୟରୀ ଥାନା ଇଲାକା ସାଉଥବଲଣ୍ଡା ୟୁକୋ ବ୍ୟାଙ୍କ ପରିସରରେ ଜଣେ ମହିଳା ଲୁଟପାଟରେ ଶିକାର ହୋଇଛନ୍ତି । କେହି ଦୁର୍ବୃତ୍ତ ତାଙ୍କ ବ୍ୟାଗରୁ ୨୪ ହଜାର ୬୦୦ ଟଙ୍କା ଝାମ୍ପି ନେଇଥିବା ସେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍…
ଅନୁଗୁଳ: ଅନୁଗୁଳ ଓକିଲ ସଂଘର ବାର୍ଷିକ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଛି। ସଂଘର ମୋଟ୍ ୪୪୮ ଜଣ ସଭ୍ୟ ମତାଧିକାର ସାବ୍ୟସ୍ତ କରିଥିବା ବେଳେ ସଭାପତି ଭାବେ ଦିଲ୍ଲୀପ କୁମାର ସାହୁ ଓ ସମ୍ପାଦକ ଭାବେ ସୋମନାଥ ରାଉତ ପୁନର୍ବାର ବିଜୟୀ…
ଅନୁଗୁଳ: ସାଉଥବଲଣ୍ଡା ସ୍ଥିତ ନୀଳକଣ୍ଠେଶ୍ୱର ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡ୍କ୍ରସ ତରଫରୁ କୋଭିଡ୍-୧୯ ଏବଂ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ବଳଭଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଡାକ୍ତର ଏ. ଭି. ତିର୍କି କୋଭିଡ୍-୧୯ର ଭୟାବହତା…
ଅନୁଗୁଳ: ତାଳଚେର କୋଲିୟରୀ ପୁଲିସ ପକ୍ଷରୁ ଶିଳ୍ପାଞ୍ଚଳର ବିଭିନ୍ନ ସ୍ଥାନରେ ଶୁକ୍ରବାର ଚଢ଼ାଉ କରାଯାଇ ୪ଟି ଚୋରା ମଟର ସାଇକେଲ ଜବତ କରାଯାଇଛି । ତଦନ୍ତରେ ବ୍ୟାଘାତ ସୃଷ୍ଟି ହେବାର ଆଶଙ୍କା କରି ଚଢ଼ାଉ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ପୁଲିସ…
ଅନୁଗୁଳ: କଣିହାଁ ବ୍ଲକ୍ ରେଙ୍ଗାଳି ଡ୍ୟାମ୍ ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ରଙ୍ଗମିସ୍ତ୍ରୀ ଡ୍ୟାମ୍ ଉପରୁ ଜଳଭଣ୍ଡାରକୁ ଡେଇଁ ପଡ଼ିଥିବା ବେଳେ ସୁରକ୍ଷା କର୍ମୀ ଉଦ୍ଧାର କରିବାକୁ ଯାଇ ବିଫଳ ହୋଇଥିଲେ। ପାଇ ଅଗ୍ନିଶମ…
ଅନୁଗୁଳ: ଏନ୍ଟିପିସି ଥାନା ନକନକା ଗାଁ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ରୁ ବଟି ଆଦାୟ କରିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ପୁଲିସ ସୂତ୍ରରୁ ପ୍ରକାଶ, ତାଳଚେର ଭୁବନେଶ୍ୱରୀ କୋଇଲା ଖଣିରୁ ଡେରେଙ୍ଗ ଜେଇଆଟିପିଏଲ୍ ପ୍ଲାଣ୍ଟକୁ…