ବିମଳ ବେହେରା ରାଜ୍ୟ ଯୁବ କ˚ଗ୍ରେସର ଉପସଭାପତି ମନୋନୀତ

You are currently viewing ବିମଳ ବେହେରା ରାଜ୍ୟ ଯୁବ କ˚ଗ୍ରେସର ଉପସଭାପତି ମନୋନୀତ

ଅନୁଗୁଳ: ଓଡ଼ିଶା ପ୍ରଦେଶ ଯୁବ କ˚ଗ୍ରେସ ତରଫରୁ ନୂତନ କାର୍ଯ୍ୟକର୍ତ୍ତା ଘୋଷଣା କରାଯାଇଛି। ଅନୁଗୁଳର ଯୁବନେତା ବିମଳ ବେହେରା ରାଜ୍ୟ ଯୁବ ଉପସଭାପତି ମନୋନୀତ ହୋଇଛନ୍ତି। ଓଡ଼ିଶା ଯୁବ କ˚ଗ୍ରେସ ପ୍ରଭାରୀ ପ୍ରତିଭା ରଘୁବ˚ଶୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ଯୁବ କ˚ଗ୍ରେସ ସଭାପତି ଡ. ସ୍ମୃତିର˚ଜନ ଲେଙ୍କା ଏହି ଘୋଷଣା କରିଛନ୍ତି। ପୂର୍ବରୁ ଛାତ୍ର/ଯୁବ କ˚ଗ୍ରେସ ରାଜନୀତିରେ ସକ୍ରିୟ ଥିବା ବିମଳ ଯୁବ ଏବ˚ ଛାତ୍ର କ˚ଗ୍ରେସର ବହୁ ପଦପଦବିରେ ଅବସ୍ଥାପିତ ହୋଇ ଦାୟିତ୍ଵ ତୁଲାଇଛନ୍ତି। ନୂତନ ନିଯୁକ୍ତି ନେଇ ବିମଳ ରାହୁଲ ଗାନ୍ଧୀ, ଯୁବ କ˚ଗ୍ରେସ ରାଷ୍ଟ୍ରୀୟ ସଭାପତି ବି.ଭି. ଶ୍ରୀନିବାସ, ଓଡ଼ିଶା ପ୍ରଭାରୀ ପ୍ରତିଭା ରଘୁବ˚ଶୀ ଓ ରିଆଜୁଲ୍‌ ଅହମ୍ମଦ, ଅଖିଳ ଭାରତୀୟ କ˚ଗ୍ରେସ କମିଟି ସମ୍ପାଦକ ଡ. ବିଶ୍ବର˚ଜନ ମହାନ୍ତି, ପ୍ରଦେଶ ଯୁବ କ˚ଗ୍ରେସ ସଭାପତି ଡ. ସ୍ମୃତିର˚ଜନ ଲେଙ୍କାଙ୍କୁ କୃତଜ୍ଞତା ଜଣାଇଛନ୍ତି।

Share

Leave a Reply