ଅନୁଗୁଳ: ଦୁଇ ଦିନ ପୂର୍ବରୁ କଲେଜ ଆସି ଜଣେ ଛାତ୍ରୀ ଘରକୁ ଫେରିନଥିବା ବଅଁରପାଳ ପୁଲିସ୍ ନିକଟରେ ଅଭିଯୋଗ ହୋଇଛି । ବଅଁରପାଳ ଥାନାରେ ଛାତ୍ରୀଙ୍କ ବାପା ଏ ନେଇ ଅଭିଯୋଗ କରିବା ପରେ ପୁଲିସ ଅନୁସନ୍ଧାନ ଚଳାଇଛି । ଛାତ୍ରୀ ଜଣକ ଯୁକ୍ତ ଦୁଇ ଶ୍ରେଣୀରେ ପଢୁଛନ୍ତି । ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ତାଙ୍କୁ ଅପହରଣ କରି ନେଇଥିବା ଏତଲାରେ ଦର୍ଶାଯାଇଛି।
କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ
- Post published:February 5, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
