ସ୍ୱାଧୀନତା ଦିବସ ପାଇଁ ଅନୁଗୁଳର ଏସ୍‌ଏନ୍‌କେ ରୟାଲର ଧମାକାଦାର ଅଫର: ବ୍ରାଣ୍ଡେଡ ପୋଷାକରେ ୫୦% ଓ ଶାଢି଼ରେ ୬୦% ରିହାତି

0

ଅନୁଗୁଳ: ବ୍ରାଣ୍ଡେଡ ପୋଷାକରେ ୫୦% ଓ ଶାଢି଼ରେ ୬୦% ରିହାତି ଦେଉଛି ଅନୁଗୁଳର ଅଗ୍ରଣୀ ବ୍ୟବସାୟ ସଂସ୍ଥା ଏସ୍‌ଏନ୍‌କେ ରୟାଲ। ସ୍ୱାଧୀନତା ଦିବସ ପାଇଁ ମନଲୋଭା ଅଫର ଆଣିଛି ଏହି ଦୋକାନ। ଏଥରକ ଏସ୍‌ଏନ୍‌କେ ରୟାଲ ଅଗଷ୍ଟ ୧୫ରେ ବ୍ରାଣ୍ଡେଡ୍‌ ପୋଷାକ ଓ ଶାଢି଼ରେ ଆକର୍ଷଣୀୟ ରିହାତି ଦେଉଛି। ସ୍ୱାଧୀନତା ଦିବସ ସେଲରେ ଅନେକ ବଡ ବଡ଼ ବ୍ରାଣ୍ଡେଡ ଡ୍ରେସ ଉପରେ ୫୦% ରିହାତି ଦିଆଯାଉଛି। ଏଥିରେ କିଲର, ପେପେ, ମୁଫତି, ସ୍ପାଇକର, ୟୁଏସ ପୋଲୋ, ଆଲେନ ସୋଲି, ଜେ ଆଣ୍ଡ ଜୋନ୍ସ, ବିଙ୍ଗ ହ୍ୟୁମାନ, ବ୍ଲାକ ବେରିଜ, ଲେଭିସ ଆଦି ବ୍ରାଣ୍ଡ ରହିଛି।

ସେହିପରି ଶାଢି଼, କୁର୍ତ୍ତି, ୱେଷ୍ଟର୍ନ ଡ୍ରେସ ଓ ପିଲାଙ୍କ ପୋଷାକରେ ୬୦% ରିହାତି ରହିଛି। ଏସବୁ ଅଫର ଅଗଷ୍ଟ ୧୫ ଯାଏଁ ଲାଗୁ ହେବ। ତେବେ ସବୁ କିଣା ଉପରେ ସର୍ତ୍ତାବଳୀ ଲାଗୁ ଥିବା ଜଣାଯାଇଛି।

ଅନୁଗୁଳର ଗାନ୍ଧୀ ମାର୍ଗ ଶାଖା ଓ ତାଳଚେରର ଶର୍ମା ଛକ ସ୍ଥିତ ଏସ୍‌ଏନ୍‌କେ ରୟାଲରେ ଗ୍ରାହକ ଏହି ଅଫରର ମଜା ଉଠାଇପାରିବେ। ଏଣୁ ଆଉ ଡେରି ନକରି ତୁରନ୍ତ ସ୍ୱାଧୀନତା ଦିବସ ପାଇଁ କିଣାକିଣି କରନ୍ତୁ।

Leave A Reply

Your email address will not be published.

error: Content is protected !!