ବଇଣ୍ଡା ଆରପିଏଫ୍ ଫାଣ୍ଡି ଅଧିକାରୀ ସମ୍ମାନିତ

ଅନୁଗୁଳ: ବଇଣ୍ଡା ଆରପିଏଫ୍ ଫାଣ୍ଡି ଅଧିକାରୀ ସବ୍‌ଇନ୍ସପେକ୍ଟର ଅକ୍ଷୟ କୁମାର ଗଡ଼ନାୟକଙ୍କୁ ସମ୍ବଲପୁରଠାରେ ଜିଆରଏମ୍ ପ୍ରଦୀପ କୁମାର ଉତ୍କର୍ସ ସେବା ସମ୍ମାନ ପ୍ରଦାନ କରିଛନ୍ତି । ୬୫ତମ ରେଳ ସୁରକ୍ଷା ସପ୍ତାହ ପାଳନ ଅବସରରେ ସମ୍ବଲପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଇଣ୍ଡା…

Continue Readingବଇଣ୍ଡା ଆରପିଏଫ୍ ଫାଣ୍ଡି ଅଧିକାରୀ ସମ୍ମାନିତ

ଆକାଉଣ୍ଟରୁ ୨ ଲକ୍ଷ ଟଙ୍କା ହଡ଼ପ

ଅନୁଗୁଳ: ଜଣେ ମହିଳାଙ୍କ ଆକାଉଣ୍ଟରୁ ୨ ଲକ୍ଷରୁ ଅଧିକ ଟଙ୍କା ହଡ଼ପ ହେବା ନେଇ ବିକ୍ରମପୁର ଥାନାରେ ଅଭିଯୋଗ ହୋଇଛି । ପୁଲିସ୍ ସୂଚନା ମୁତାବକ, ବିକ୍ରମପୁର ଥାନା ଇଲାକା ଭରତପୁର ନେହେରୁ ଶତାବ୍ଦୀ ନଗର ନିବାସୀ ଅପୂର୍ବ ରଞ୍ଜନ ସିଂଙ୍କ…

Continue Readingଆକାଉଣ୍ଟରୁ ୨ ଲକ୍ଷ ଟଙ୍କା ହଡ଼ପ

ଗାତରେ ପଡ଼ି ଜଣେ ମୃତ

ଅନୁଗୁଳ: ସ୍ଥାନୀୟ ରାଣୀଗୁଡାସ୍ଥିତ କେନାଲ ନିକଟରେ ଏକ ଗାତରେ ପଡ଼ି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ରାଣୀଗୁଡାର ରସିଆ ଗୋଛାୟତ। ପୁଲିସ୍ ସୂଚନା ଅନୁସାରେ, ସେ ଶନିବାର ଭୋର ସମୟରେ କେନାଲ ଆଡକୁ ଯାଇଥିଲେ। ଅସାବଧାନତାବଶତଃ ସେଠାରେ…

Continue Readingଗାତରେ ପଡ଼ି ଜଣେ ମୃତ

ମହିଳାଙ୍କ ଭ୍ୟାନିଟିରୁ ଟଙ୍କା ଛଡ଼ାଇନେଲେ

ଅନୁଗୁଳ: କୋଲିୟରୀ ଥାନା ଇଲାକା ସାଉଥବଲଣ୍ଡା ୟୁକୋ ବ୍ୟାଙ୍କ ପରିସରରେ ଜଣେ ମହିଳା ଲୁଟପାଟରେ ଶିକାର ହୋଇଛନ୍ତି । କେହି ଦୁର୍ବୃତ୍ତ ତାଙ୍କ ବ୍ୟାଗରୁ ୨୪ ହଜାର ୬୦୦ ଟଙ୍କା ଝାମ୍ପି ନେଇଥିବା ସେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍…

Continue Readingମହିଳାଙ୍କ ଭ୍ୟାନିଟିରୁ ଟଙ୍କା ଛଡ଼ାଇନେଲେ

ଅନୁଗୁଳ ଓକିଲ ସଂଘର ନିର୍ବାଚନ, ଦିଲ୍ଲୀପ ସଭାପତି, ସୋମନାଥ ସମ୍ପାଦକ

ଅନୁଗୁଳ: ଅନୁଗୁଳ ଓକିଲ ସଂଘର ବାର୍ଷିକ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଛି। ସଂଘର ମୋଟ୍ ୪୪୮ ଜଣ ସଭ୍ୟ ମତାଧିକାର ସାବ୍ୟସ୍ତ କରିଥିବା ବେଳେ ସଭାପତି ଭାବେ ଦିଲ୍ଲୀପ କୁମାର ସାହୁ ଓ ସମ୍ପାଦକ ଭାବେ ସୋମନାଥ ରାଉତ ପୁନର୍ବାର ବିଜୟୀ…

Continue Readingଅନୁଗୁଳ ଓକିଲ ସଂଘର ନିର୍ବାଚନ, ଦିଲ୍ଲୀପ ସଭାପତି, ସୋମନାଥ ସମ୍ପାଦକ

ନୀଳକଣ୍ଠେଶ୍ଵର ଡିଗ୍ରୀ କଲେଜରେ କୋଭିଡ଼ ସଚେତନତା ଶିବିର

ଅନୁଗୁଳ: ସାଉଥବଲଣ୍ଡା ସ୍ଥିତ ନୀଳକଣ୍ଠେଶ୍ୱର ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡ୍‌କ୍ରସ ତରଫରୁ କୋଭିଡ୍-୧୯ ଏବଂ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ବଳଭଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଡାକ୍ତର ଏ. ଭି. ତିର୍କି କୋଭିଡ୍-୧୯ର ଭୟାବହତା…

Continue Readingନୀଳକଣ୍ଠେଶ୍ଵର ଡିଗ୍ରୀ କଲେଜରେ କୋଭିଡ଼ ସଚେତନତା ଶିବିର

କୋଲିୟରୀ ପୁଲିସ ପକ୍ଷରୁ ୪ ବାଇକ ଜବତ

ଅନୁଗୁଳ: ତାଳଚେର କୋଲିୟରୀ ପୁଲିସ ପକ୍ଷରୁ ଶିଳ୍ପାଞ୍ଚଳର ବିଭିନ୍ନ ସ୍ଥାନରେ ଶୁକ୍ରବାର ଚଢ଼ାଉ କରାଯାଇ ୪ଟି ଚୋରା ମଟର ସାଇକେଲ ଜବତ କରାଯାଇଛି । ତଦନ୍ତରେ ବ୍ୟାଘାତ ସୃଷ୍ଟି ହେବାର ଆଶଙ୍କା କରି ଚଢ଼ାଉ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ପୁଲିସ…

Continue Readingକୋଲିୟରୀ ପୁଲିସ ପକ୍ଷରୁ ୪ ବାଇକ ଜବତ

ଜଳ ଭଣ୍ଡାରରେ ବୁଡ଼ି ରଙ୍ଗମିସ୍ତ୍ରୀ ମୃତ

ଅନୁଗୁଳ: କଣିହାଁ ବ୍ଲକ୍ ରେଙ୍ଗାଳି ଡ୍ୟାମ୍ ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ରଙ୍ଗମିସ୍ତ୍ରୀ ଡ୍ୟାମ୍ ଉପରୁ ଜଳଭଣ୍ଡାରକୁ ଡେଇଁ ପଡ଼ିଥିବା ବେଳେ ସୁରକ୍ଷା କର୍ମୀ ଉଦ୍ଧାର କରିବାକୁ ଯାଇ ବିଫଳ ହୋଇଥିଲେ। ପାଇ ଅଗ୍ନିଶମ…

Continue Readingଜଳ ଭଣ୍ଡାରରେ ବୁଡ଼ି ରଙ୍ଗମିସ୍ତ୍ରୀ ମୃତ

ଟ୍ରକରୁ ବଟି ଆଦାୟ, ୩ ଗିରଫ

ଅନୁଗୁଳ: ଏନ୍‌ଟିପିସି ଥାନା ନକନକା ଗାଁ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍‌ରୁ ବଟି ଆଦାୟ କରିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ପୁଲିସ ସୂତ୍ରରୁ ପ୍ରକାଶ, ତାଳଚେର ଭୁବନେଶ୍ୱରୀ କୋଇଲା ଖଣିରୁ ଡେରେଙ୍ଗ ଜେଇଆଟିପିଏଲ୍ ପ୍ଲାଣ୍ଟକୁ…

Continue Readingଟ୍ରକରୁ ବଟି ଆଦାୟ, ୩ ଗିରଫ

ରାଜ୍ୟ ସ୍କାଉଟ୍ ଗାଇଡ୍ ଶିବିରରେ ଅଭିପ୍ସାଙ୍କ ସଫଳତା

ଅନୁଗୁଳ: ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଏବଂ ଗାଇଡ୍ ର ୧୮ତମ ରାଜ୍ୟ ଜାମ୍ବୋରେଟ୍ ଓ ଜାତୀୟ ଏକୀକରଣ ଶିବିର ଗ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର ବରୁଣେଇ ପାହାଡ଼ ପାଦଦେଶରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୮ଟି…

Continue Readingରାଜ୍ୟ ସ୍କାଉଟ୍ ଗାଇଡ୍ ଶିବିରରେ ଅଭିପ୍ସାଙ୍କ ସଫଳତା