ଅଭିନବ ଉପାୟରେ ସାଇବର ଠକେଇ

ଅନୁଗୁଳ: କେୱାଇସି ଅପଡେଟ୍ କର, ନହେଲେ ଏକାଉଣ୍ଟ୍ ବନ୍ଦ ହେଇଯିବା। ଥରେ ଏକାଉଣ୍ଟ୍ ବନ୍ଦ ହୋଇଗଲେ ପୁନଃ କାର୍ଯ୍ୟକ୍ଷମ କରିବାକୁ ଫାଇନ୍ ଲାଗିବ । ବ୍ୟାଙ୍କ୍ ଜମାକାରୀଙ୍କୁ ଏଭଳି ଭୟ ଦେଖାଇ ସାଇବର୍ ଲୁଟେରା ଅନୁଗୁଳ ସହରଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ୨୦…

Continue Readingଅଭିନବ ଉପାୟରେ ସାଇବର ଠକେଇ

କାର୍ ଧକ୍କାରେ ବାଇକ୍ ଆରୋହୀ ମୃତ

ଅନୁଗୁଳ, : ବୁଧବାର ଭୋର୍ ବେଳେ ଅନୁଗୁଳ ରାଜ୍ ହୋଟେଲ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମୃତ ବାଇକ୍ ଆରୋହୀ ନାଲ୍‌କୋନଗର ଥାନା ବଳରାମପ୍ରସାଦ ଗ୍ରାମର ଦିଲ୍ଲୀପ ମହାଳିକ ବୋଲି…

Continue Readingକାର୍ ଧକ୍କାରେ ବାଇକ୍ ଆରୋହୀ ମୃତ

‘ଗେଟ୍’ ପରୀକ୍ଷାରେ ରୀମାରାଣୀଙ୍କ ସଫଳତା

ଅନୁଗୁଳ: ତାଳଚେରର ରୀମାରାଣୀ ସାହୁ ‘ଗେଟ୍’ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୯ ନମ୍ବର ସ୍ଥାନ ହାସଲ କରି ତାଳଚେର ପାଇଁ ଗୌରବ ଆଣିଛନ୍ତି । ରୀମାରାଣୀ ବିପିୟୁଟି ଅଧିନସ୍ଥ ଭୁବନେଶ୍ୱର ସ୍ଥିତ କଲେଜ ଅଫ୍‌ ଇଞ୍ଜିନିୟରିଂରେ ଆର୍କିଟେକଚର ବିଭାଗରେ ପଢୁଥିଲେ। ଚଳିତ…

Continue Reading‘ଗେଟ୍’ ପରୀକ୍ଷାରେ ରୀମାରାଣୀଙ୍କ ସଫଳତା

ବକେୟା ବିଲ ପଇଠ ହେଲାନି

ଅନୁଗୁଳ: ବଅଁରପାଳ ସ୍ଥିତ ପଞ୍ଚଗଡ଼ ବିଜୟ କୁମାର ହାଇସ୍କୁଲରୁ ବୁଧବାର ମଧାହ୍ନରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଛି । ବକେୟା ବିଦ୍ୟୁତ୍‌ ବିଲ ପଇଠ କରାନଯିବା କାରଣରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଛି ।…

Continue Readingବକେୟା ବିଲ ପଇଠ ହେଲାନି

ବେଆଇନ ଇଟାଭାଟି ପାଲଟିଛି କୁଟୀରଶିଳ୍ପ

ଅନୁଗୁଳ‌: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅଞ୍ଚଳରେ ବେଆଇନ ଇଟାଭାଟି ପାଲଟିଛି କୁଟୀରଶିଳ୍ପ । ପ୍ରତ୍ୟେକ ଗାଁରେ ଶହଶହ ସଂଖ୍ୟାରେ ମାଟିଇଟା ଭାଟି କରାଯାଇ ଖୋଲାଖୋଲି ବ୍ୟବସାୟ ହେଉଛି। ହେଲେ ଏହି ବେଆଇନ୍ କାରବାରରେ ରୋକ ଲଗାଇବାରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ…

Continue Readingବେଆଇନ ଇଟାଭାଟି ପାଲଟିଛି କୁଟୀରଶିଳ୍ପ

‘ସୁନ୍ଦରୀ’ର ଘର ବାହୁଡ଼ା

ଅନୁଗୁଳ: ବାଘୁଣୀ ‘ସୁନ୍ଦରୀ’ ଶେଷରେ ମଧ୍ୟପ୍ରଦେଶ ଫେରିଯାଇଛି। ବନ ବିଭାଗର ବହୁ ଉଦ୍ୟମ ପରେ ସୁନ୍ଦରୀକୁ ଧରାଯାଇଛି। ସୁନ୍ଦରୀକୁ ଧରିବା ପାଇଁ ବନ ବିଭାଗର ୩ ଜଣିଆ ଡାକ୍ତରୀ ଟିମ୍‌ ଦ୍ୱାରା ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା।ସୁନ୍ଦରୀ ଟ୍ରାଙ୍କୁଲାଇଜ ହେବାର ୧୫ ମିନିଟ ପରେ…

Continue Reading‘ସୁନ୍ଦରୀ’ର ଘର ବାହୁଡ଼ା

ବିଦ୍ୟୁତ ଉତ୍ପାଦନ ବନ୍ଦ୍; ଟିଟିପିଏସ ଏଣିକି ଅତୀତ!

ଅନୁଗୁଳ; ଏନଟିପିସି ପରିଚାଳନାଧିନ ତାଳଚେର ଥର୍ମାଲ ପାୱାର ଷ୍ଟେସନ (ଟିଟିପିଏସ)ମାର୍ଚ୍ଚ ୩୧ରେ ବନ୍ଦ ହେବ ବୋଲି କୁହାଯାଉ ଥିଲା ବେଳେ ସମସ୍ତ ୟୁନିଟଗୁଡିକରୁ ମଙ୍ଗଳବାର ବିଦ୍ୟୁତ ଉତ୍ପାଦନ ସଂପୂର୍ଣ୍ଣ ବନ୍ଦ ରହିଛି ।ଯାହାକୁ ନେଇ ଶ୍ରମିକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି।ଶ୍ରମିକମାନେ…

Continue Readingବିଦ୍ୟୁତ ଉତ୍ପାଦନ ବନ୍ଦ୍; ଟିଟିପିଏସ ଏଣିକି ଅତୀତ!

ଜିଲ୍ଲାବାସୀଙ୍କୁ ମାଗଣା ବିଦ୍ୟୁତ୍‌ ଯୋଗାଣ ଦାବି

ଅନୁଗୁଳ: ଅନୁଗୁଳ ଜିଲ୍ଲାର ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ଉତ୍ପାଦିତ ବିଦ୍ୟୁତରେ ସାରା ଦେଶ ଆଲୋକିତ ହେଉଛି । ମାତ୍ର ଦୀପ ତଳ ଅନ୍ଧାର ଭଳି ଅନୁଗୁଳବାସୀଙ୍କୁ ବିଦ୍ୟୁତ୍ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଅନୁଗୁଳର ମାଟି,…

Continue Readingଜିଲ୍ଲାବାସୀଙ୍କୁ ମାଗଣା ବିଦ୍ୟୁତ୍‌ ଯୋଗାଣ ଦାବି

ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଅନୁଗୁଳ: ନାଲ୍‌କୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମର ବଳଭଦ୍ର ସାହୁ(୨୬) ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ, ବଳଭଦ୍ରଙ୍କ ଦୁଇ ଜଣ ପତ୍ନୀ । ପ୍ରଥମ ପତ୍ନୀ ଗିରାଙ୍ଗ ଗ୍ରାମରେ ରହୁଥିବା ବେଳେ ଦ୍ବିତୀୟ ପତ୍ନୀ ବଳରାମପ୍ରସାଦ ବସଲାସାହିରେ…

Continue Readingଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଚୋରା କୋଇଲା ଭ୍ୟାନ ଜବତ, ଚାଳକ ଅଟକ

ଅନୁଗୁଳ: ମହୀଧରପୁର ଫାଣ୍ଡି ଅନ୍ତର୍ଗତ ମହୀଧରପୁର ଗ୍ରାମରେ ଗତକାଲି ସନ୍ଧ୍ୟାରେ ପୁଲିସ ଏକ ଚୋରା କୋଇଲା ବୋଝେଇ ଭ୍ୟାନ୍ ଜବତ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ଏହି ଭ୍ୟାନ୍ ଅନୁଗୁଳ ଆଡୁ ମହୀଧରପୁର ଦେଇ ହିନ୍ଦୋଳ ଥାନା ବାଉଁଶପୋଖରୀ ଅଭିମୁଖେ ଯାଉଥିଲା।…

Continue Readingଚୋରା କୋଇଲା ଭ୍ୟାନ ଜବତ, ଚାଳକ ଅଟକ