ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ବାହାରିଲା ସଚେତନତା ରଥ

ଅନୁଗୁଳ: ରାସ୍ତା ବ୍ୟବହାରକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ରାସ୍ତା ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ନିମନ୍ତେ ଆସନ୍ତା ମାସ ୧୭ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଅଛି। ଏହି ଅବସରରେ ସୋମବାର ପୂର୍ବାହ୍ଣରେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ…

Continue Readingଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ବାହାରିଲା ସଚେତନତା ରଥ

ଜିଲ୍ଲାରେ ଚାଷୀଙ୍କୁ ମିଳୁନି ଉନ୍ନତ ମାନର ବିହନ

ଅନୁଗୁଳ: ସମସ୍ତେ ଚାଷ ଗୁରୁତ୍ବପୂର୍ଣ୍ଣ ବୋଲି କହିଥାନ୍ତି। ଚାଷୀ ଭଲରେ ରହିଲେ ଦେଶ ଭଲରେ ରହିବ ବୋଲି କୁହାଯାଏ। କିନ୍ତୁ ଚାଷ ପାଇଁ ସମସ୍ତେ କୁମ୍ଭୀର କାନ୍ଦଣା ହିଁ କାନ୍ଦିଥାନ୍ତି। ଅନୁଗୁଳ ଜିଲ୍ଲାରେ ଶସ୍ୟ, ଡାଲି ଜାତୀୟ ଫସଲ, ତୈଳବୀଜ ଏବ˚…

Continue Readingଜିଲ୍ଲାରେ ଚାଷୀଙ୍କୁ ମିଳୁନି ଉନ୍ନତ ମାନର ବିହନ

ଯୁବ ଆଇଏନଟିୟୁସି ତରଫରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଅନୁଗୁଳ: ସୋମବାର ଯୁବ ଆଇଏନଟିୟୁସି ଅନୁଗୁଳ ଶାଖା ତରଫରୁ ୭ ଦଫାର ଦାବିପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି l ରାଜ୍ୟରେ ବେକାର ଯୁବ ଗୋଷ୍ଠୀକୁ ଚାକିରି ଅବା ବେକାରୀ ଭତ୍ତା, କରୋନା ମହାମାରୀ ସମୟରେ ରୋଜଗାର ହରlଇଥିବା ସମସ୍ତ…

Continue Readingଯୁବ ଆଇଏନଟିୟୁସି ତରଫରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଡିଜେ ଗାଡ଼ି ପୋଡ଼ିଦେଲେ ଦୁର୍ବୃତ୍ତ

ଅନୁଗୁଳ: ସହର ଉପକଣ୍ଠ କୁରୁଡୁଲୁ ଗ୍ରାମରେ ରାସ୍ତା କଡ଼ରେ ଥିବା ଏକ ଡିଜେ ସାଉଣ୍ଡ ସହ ଗାଡ଼ି କେହି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ଏତଲା ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୁଲିସ୍ ସୂଚନା ମୁତାବକ,…

Continue Readingଡିଜେ ଗାଡ଼ି ପୋଡ଼ିଦେଲେ ଦୁର୍ବୃତ୍ତ

ଜିଲ୍ଲାରେ କରୋନା ସ˚କ୍ରମଣ ୨ ଅଙ୍କରୁ ତଳକୁ ଖସିଲା

ଅନୁଗୁଳ: ଜିଲ୍ଲାରେ କରେନା ସ˚କ୍ରମଣ ୨ ଅଙ୍କରୁ ତଳକୁ ଖସିଛି। ଗତ କିଛି ମାସ ମଧ୍ୟରେ ଏହା ସର୍ବନିମ୍ନ ସ˚କ୍ରମଣ। ଗତ ୧୪ ତାରିଖରେ ୨୬ ଜଣ କରୋନା ସ˚କ୍ରମିତ ହୋଇଥିବା ବେଳେ ୧୫ ତାରିଖ ଦିନ ୧୬ ଜଣ, ୧୬…

Continue Readingଜିଲ୍ଲାରେ କରୋନା ସ˚କ୍ରମଣ ୨ ଅଙ୍କରୁ ତଳକୁ ଖସିଲା

ସିଙ୍ଗ୍ରାଣି ଜନଶୁଣାଣିକୁ ନେଇ ବଢୁଛି ଅସନ୍ତୋଷ

ଛେଣ୍ଡିପଦା: ଆସନ୍ତା ୨୦ ତାରିଖରେ ଛେଣ୍ଡିପଦାରେ ହେବାକୁ ଥିବା ସିଙ୍ଗ୍ରାଣି କୋଇଲା ଖଣି ନିମନ୍ତେ ଜନଶୁଣାଣିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଛେଣ୍ଡିପଦା ଜଙ୍ଗଲ, ଥଳିପଶି, କରଡ଼ାବାହାଳ ଗ୍ରାମରେ ଏହି କୋଇଲା ଖଣି ସ୍ଥାପନ ହେବାକୁ ଥିବା…

Continue Readingସିଙ୍ଗ୍ରାଣି ଜନଶୁଣାଣିକୁ ନେଇ ବଢୁଛି ଅସନ୍ତୋଷ

କରୋନାଠାରୁ ଦୁର୍ଘଟଣା ଅଧିକ ମାରାତ୍ମକ

ଅନୁଗୁଳ: ଓଡ଼ିଶାରେ କରୋନାଠାରୁ ସଡ଼କ ଦୁର୍ଘଟଣା ଅଧିକ ବିପଦଜନକ ପରିସ୍ଥିତି ସୃଷ୍ଟି କରିଛି। ୨୦୧୪ରୁ ୨୦୧୯ ଭିତରେ ୩୬ ପ୍ରତିଶତ ସଡ଼କ ଦୁର୍ଘଟଣା ବଢ଼ିଥିବାରୁ ସୁପ୍ରିମ୍‌ କୋର୍ଟର ସଡ଼କ ସୁରକ୍ଷା କମିଟି ଓଡ଼ିଶାରେ ସଡ଼କ ସୁରକ୍ଷା ପରିଚାଳନା ପ୍ରତି ଅସନ୍ତୋଷ ବ୍ୟକ୍ତ…

Continue Readingକରୋନାଠାରୁ ଦୁର୍ଘଟଣା ଅଧିକ ମାରାତ୍ମକ

କୋଭିଡ-୧୯ ପ୍ରହାର କମିଛି ଗାଡ଼ି ବିକ୍ରି ଓ ପରିବହନ ରାଜସ୍ବ

ଅନୁଗୁଳ: କୋଭିଡ୍‌ କଟକଣା ଯୋଗୁଁ ଅନୁଗୁଳ ଜିଲ୍ଲା ସମେତ ସାରା ରାଜ୍ୟରେ ଗାଡ଼ି ବିକ୍ରି ଓ ପରିବହନ ରାଜସ୍ବ ସ˚ଗ୍ରହ କମିଛି। ତେବେ କଟକଣା କୋହଳ ପରେ ରାଜସ୍ବ ସ˚ଗ୍ରହ ସାମାନ୍ୟ ବଢ଼ିଥିବା ଜଣାପଡ଼ିଛି। ନଭେମ୍ବର ମାସରେ ୩ ପ୍ରତିଶତ ବଢ଼ିଥିବା…

Continue Readingକୋଭିଡ-୧୯ ପ୍ରହାର କମିଛି ଗାଡ଼ି ବିକ୍ରି ଓ ପରିବହନ ରାଜସ୍ବ

ଟିକରପଡ଼ାକୁ ଆସିଲା ୪ ବୋଟ୍‌

ବନ୍ତଳା: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ା ଗଣ୍ତରେ ଶନିବାର ପହଞ୍ଚିଛି ୪ଟି ନୂତନ ବୋଟ୍‌। ବନ ବିଭାଗ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ବୋଟ୍‌ ପ୍ରଦାନ କରାଯାଇଛି। ଏଥିରେ ୨୦ ସିଟ୍‌ ବିଶିଷ୍ଟ…

Continue Readingଟିକରପଡ଼ାକୁ ଆସିଲା ୪ ବୋଟ୍‌

ବେଆଇନ୍‌ ପାର୍କି˚ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ

ଅନୁଗୁଳ: ଅନୁଗୁଳରେ ଅନେକ ନିର୍ମାଣ କାର୍ଯ୍ୟ ହେଉଛି। ସୌନ୍ଦର୍ଯ୍ୟକରଣ କାମ ହେଉଛି କିନ୍ତୁ ଟ୍ରାଫିକ୍‌ ବ୍ୟବସ୍ଥା ଯେମିତି କି ସେମିତି। ବିପର୍ଯ୍ୟସ୍ତ ଟ୍ରାଫିକ୍‌ ବ୍ୟବସ୍ଥା ଯୋଗୁଁ ସହରର ରାସ୍ତାଘାଟ ସଙ୍କୁଚିତ ହେଉଛି। ଦୁର୍ଘଟଣା ଘଟୁଛି ଏବ˚ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି।…

Continue Readingବେଆଇନ୍‌ ପାର୍କି˚ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ