ବାର୍ଡ ଫ୍ଲୁ ପାଇଁ ସରକାରଙ୍କ ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ

ଅନୁଗୁଳ: ବର୍ତ୍ତମାନ ପରିସ୍ଥିତିରେ ଦେଶର କେତେକ ରାଜ୍ୟରେ ବାର୍ଡ ଫ୍ଲୁ ବ୍ୟାପିବାରେ ଲାଗିଛି। ଏହି ପରିସ୍ଥିତିକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଗୁରୁବାର ଏକ ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ ଖୋଲିଛନ୍ତି। ଜିଲ୍ଲାରେ ନିଜ ଅଞ୍ଚଳରେ ପକ୍ଷୀ କିମ୍ବା କୁକୁଡ଼ାର ମୃତ୍ୟୁକୁ ନେଇ…

Continue Readingବାର୍ଡ ଫ୍ଲୁ ପାଇଁ ସରକାରଙ୍କ ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ

ଟିଭି ମେକାନିକ୍‌ଙ୍କୁ ଲୁଟ୍‌ପାଟ

ଅନୁଗୁଳ: ଅନୁଗୁଳ ସଦର ଥାନା ଇଲାକା ଶରଧାପୁରଠାରେ ମଙ୍ଗଳବାର ଅପରାହ୍ଣରେ ଏକ ଲୁଟ୍‌ପାଟ ହୋଇଛି। ଜଣେ ଟିଭି ମେକାନିକ୍‌ଙ୍କୁ ମାଡ଼ ମାରି ତାଙ୍କଠାରୁ ୯ ହଜାର ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଅଭିଯୁକ୍ତ ଘରେ ଚଢ଼ାଉ କରି ଚୋରି…

Continue Readingଟିଭି ମେକାନିକ୍‌ଙ୍କୁ ଲୁଟ୍‌ପାଟ

କଳାକନା ବୁଲାଇଲା ରାତ୍ର ଜଗୁଆଳ

ଅନୁଗୁଳ: ମାଲିକ ବିଶ୍ବାସରେ ବିଷ। ମାଲିକ ଘରକୁ ସୁରକ୍ଷା ଦେବା ପାଇଁ ନିୟୋଜିତ ରାତ୍ର ଜଗୁଆଳି ନିଜେ ଚୋରି କରି କଳାକନା ବୁଲାଇଲା। ଅନୁଗୁଳ ସହରରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମାଲିକଙ୍କ ଘରୁ ମୂଲ୍ୟବାନ୍‌ ବେଡ୍‌, ଚେୟାର‌୍‌,…

Continue Readingକଳାକନା ବୁଲାଇଲା ରାତ୍ର ଜଗୁଆଳ

ବାଉଁଶ ଚାରା ରୋପଣରେ ଅନିୟମିତତା

ଅନୁଗୁଳ : ବାଉଁଶ ଚାରା ରୋପଣରେ ହେରଫେର୍‌ । ଏଭଳି ଅଭିଯୋଗ ହେବା ପରେ ସାତକୋଶିଆ ଅଭୟାରଣ୍ୟରେ ଭିଜିଲାନ୍ସ ପକ୍ଷରୁ ରେଡ଼୍‌ କରାଯାଉଛି । ଭିଜିଲାନ୍ସର ୪ଟିମ୍‌ ବୁଧବାରଠାରୁ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି। ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ବନ୍ତଳା…

Continue Readingବାଉଁଶ ଚାରା ରୋପଣରେ ଅନିୟମିତତା

ବେଟି ବଚାଓ, ବେଟି ପଢ଼ାଓ ଯୋଜନା ବାଟବଣା

ଅନୁଗୁଳ: କେନ୍ଦ୍ର ସରକରଙ୍କ ବେଟି ବଚାଓ ବେଟି ପଢ଼ାଓ ଯୋଜନା ଓଡ଼ିଶାରେ ବାଟବଣା ହୋଇଛି। ବାଳିକା ଓ ବାଳକଙ୍କ ମଧ୍ୟରେ ପ୍ରଭେଦ ଦୂର କରିବା, ଭ୍ରୂଣ ହତ୍ୟା ରୋକିବା ଏବ˚ କନ୍ୟା ରତ୍ନମାନଙ୍କୁ ମିଳିତ କରିବା ପାଇଁ ଏହି ଯୋଜନା ଆରମ୍ଭ…

Continue Readingବେଟି ବଚାଓ, ବେଟି ପଢ଼ାଓ ଯୋଜନା ବାଟବଣା

ଜଳିଗଲା ତିନି ବଖରା

ଅନୁଗୁଳ: ଅନୁଗୁଳ ବ୍ଲକର ଜଙ୍ଗଲ ଘେରା ତଳସିରା ଗ୍ରାମରେ ମଙ୍ଗଳବାର ରାତିରେ ଅଗ୍ନିକାଣ୍ଡ ଘଟି ତିନି ଜଣଙ୍କ ତିନି ବଖରା ଘର ଭସ୍ମୀଭୂତ ହୋଇଯାଇଛି।ଅନୁଗୁଳ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ସେତେବେଳକୁ ଘର ପୋଡି ପାଉଁଶ ହୋଇଯାଇଥିଲା।ପ୍ରାପ୍ତ ସୂଚନା…

Continue Readingଜଳିଗଲା ତିନି ବଖରା

ସାଇବର ଅପରାଧୀ ବେଲଗାମ

ଅନୁଗୁଳ: ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାରେ ଥମିବାର ନାଁ ନେଉନି ସାଇବର ଠକେଇ। ନୂଆ ନୂଆ ଉପାୟରେ ବରିଷ୍ଠ ନାଗରିକ, ବ୍ୟବସାୟୀ ଓ ନିରୀହ ସାଧାରଣ ଲୋକଙ୍କୁ ନିଜ ଜାଲରେ ଫସାଇ ସେମାନଙ୍କ ସ˚ଚିତ ଅର୍ଥକୁ ଲୁଟି ଚାଲିଛନ୍ତି ସାଇବର ଅପରାଧୀ। ସେପଟେ…

Continue Readingସାଇବର ଅପରାଧୀ ବେଲଗାମ

ମାଟ୍ରିକ ପରୀକ୍ଷା ପାଇଁ ୧୦ରୁ ଫର୍ମ ପୂରଣ

ଅନୁଗୁଳ: ମାଟ୍ରିକ ପରୀକ୍ଷା ପାଇଁ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ । ଅନଲାଇନ ମାଧ୍ୟମରେ ହିଁ କେବଳ ସମ୍ପନ୍ନ ହେବ ହେବ ପୂରା ପ୍ରକ୍ରିୟା । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି…

Continue Readingମାଟ୍ରିକ ପରୀକ୍ଷା ପାଇଁ ୧୦ରୁ ଫର୍ମ ପୂରଣ

ତାଳଚେରରୁ ଉଦ୍ଧାର ହେଲେ ଵିରଜୁ

ତାଳଚେର: ଶନିବାର ବିଳମ୍ବିତ ରାତିରୁ ନିଖୋଜ ଥିବା ପାକିସ୍ତାନ ଫେରନ୍ତା, ସୁନ୍ଦରଗଡ଼ କୁତ୍ରା ଥାନା ଇଲାକାର ବିରଜୁ କୁଲୁ ତାଳଚେରରୁ ଉଦ୍ଧାର ହେଇଛନ୍ତି। ସୋମବାର ରାତିରେ ବିର୍ଜୁ ରାଉରକେଲାରୁ ବସରେ ଆସି ତାଳଚେର ବସଷ୍ଟାଣ୍ଡରେ ଓହ୍ଲାଇଥିଲେ। ଅସହାୟ ଅବସ୍ଥାରେ ବୁଲୁଥିବା ବେଳେ…

Continue Readingତାଳଚେରରୁ ଉଦ୍ଧାର ହେଲେ ଵିରଜୁ

୮ରୁ ସାତକୋଶିଆରେ କୁମ୍ଭୀର ଗଣନା

ଅନୁଗୁଳ: ଚଳିତ ମାସ ୮ ତାରିଖ ଠାରୁ ୧୧ତାରିଖ ପର୍ଯ୍ୟନ୍ତ ସାତକୋଶିଆ ଅଭୟାରଣ୍ୟରେ କୁମ୍ଭୀର ଗଣନା ଆରମ୍ଭ ହେବାକୁ ଯାଉଛି। ସାତକୋଶିଆର ମହାନଦୀ ଏବଂ ଆଠମଲ୍ଲିକର ବିଭିନ୍ନ ଜଳାଶୟରେ କୁମ୍ଭୀର ଗଣନା କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ବନ ବିଭାଗର ୧୩ଟି…

Continue Reading୮ରୁ ସାତକୋଶିଆରେ କୁମ୍ଭୀର ଗଣନା