ବନ୍ଦ ହେବ ଶତାୟୁ ଶିକ୍ଷାନୁଷ୍ଠାନ!
ଅନୁଗୁଳ: ଅନୁଗୁଳ ଜିଲ୍ଲାର ଅନ୍ୟତମ ପ୍ରାଚୀନ ଶିକ୍ଷାନୁଷ୍ଠାନ ଅମଲାପଡ଼ା ପ୍ରାଥମିକ ସ୍କୁଲ୍ ବନ୍ଦ ହେବା ନେଇ କଳ୍ପନଜଳ୍ପନା ଆରମ୍ଭ ହୋଇଛି। ସ୍କୁଲ୍ରେ ମାତ୍ର ୩୦ ଜଣ ଛାତ୍ରଛାତ୍ରୀ ଏବେ ପଢୁ ଥିବାରୁ ସରକାରୀ ଯୋଜନା ଅନୁସାରେ ଏହାକୁ ଅନ୍ୟ ପାଖ ସ୍କୁଲ୍…
ଅନୁଗୁଳ: ଅନୁଗୁଳ ଜିଲ୍ଲାର ଅନ୍ୟତମ ପ୍ରାଚୀନ ଶିକ୍ଷାନୁଷ୍ଠାନ ଅମଲାପଡ଼ା ପ୍ରାଥମିକ ସ୍କୁଲ୍ ବନ୍ଦ ହେବା ନେଇ କଳ୍ପନଜଳ୍ପନା ଆରମ୍ଭ ହୋଇଛି। ସ୍କୁଲ୍ରେ ମାତ୍ର ୩୦ ଜଣ ଛାତ୍ରଛାତ୍ରୀ ଏବେ ପଢୁ ଥିବାରୁ ସରକାରୀ ଯୋଜନା ଅନୁସାରେ ଏହାକୁ ଅନ୍ୟ ପାଖ ସ୍କୁଲ୍…
ଅନୁଗୁଳ: ଅନୁଗୁଳ ଡାକ୍ତରଖାନାର ସମସ୍ୟା ନ କହିବା ଭଲ। ଗୋଟିଏ ଅଡୁଆ ନତୁଟୁଣୁ ଆଉ ଗୋଟିଏ ସମସ୍ୟା ଦେଖାଦେଇଛି। ରୋଗୀଙ୍କ ଶଯ୍ୟା ସହିତ ପାଇପ୍ଲାଇନ୍ ଗତ ୨ ବର୍ଷ ତଳୁ କିଣାସରିଛି। କିନ୍ତୁ ଏହାକୁ କାହିଁକି କାର୍ଯ୍ୟକାରୀ କରାଯାଉନାହିଁ, ତାହା ବୁଝାପଡୁନାହିଁ।…
ଅନୁଗୁଳ: ଏଣିକି ବ୍ୟାଙ୍କରେ ଟଙ୍କା ଡିପୋଜିଟ୍ କର କି କାଢ଼ ଆପଣଙ୍କୁ ଚାର୍ଜ ଲାଗିବ। ବ୍ୟାଙ୍କ ଅଫ୍ ବରୋଦା ନଭେମ୍ବର ୧ଠାରୁ ଏଭଳି ବ୍ୟବସ୍ଥା ଲାଗୁ କରିବାକୁ ଯାଉଥିବା ବେଳେ ଅନ୍ୟ ବ୍ୟାଙ୍କମାନେ ମଧ୍ୟ ଏଭଳି ନିଷ୍ପତ୍ତି ନେଇପାରନ୍ତି ବୋଲି ଆଶଙ୍କା…
ଅନୁଗୁଳ: ରବିବାର ସଂଧ୍ୟାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି ଅନୁଗୁଳ ବସଷ୍ଟାଣ୍ଡ ଇଲାକାରେ। ଏଥିରେ କେହି ଗୁରୁତର ଆହତ ହୋଇନଥିଲେ ବି ୪ଟି ବାଇକ୍ ଚୂରମାର୍ ହୋଇଯାଇଛି। ସାଢେ଼ ସାତଟା ବେଳେ ଅମଲାପଡା ଜୟଦୁର୍ଗା ମାର୍କେଟ ଭିତରକୁ ଲୁହାପଥର ବୋଝେଇ ଟ୍ରକ୍…
ତାଳଚେର:ଏନସିଏଲ ( ନର୍ଦ୍ଦର୍ଣ୍ଣ କୋଲ ଫିଲଡସ ଲିମିଟେଡ)ର ସିଏମଡି ପି.କେ ସିହ୍ନା କୋଲ ଇଣ୍ଡିଆ ଲିମିଟେଡର ସହାୟକ କମ୍ପାନୀ ଏମସିଏଲ (ମହାନାଦୀ କୋଲଫିଲ୍ଡସ ଲିମିଟେଡ) ସିଏମଡି ଭାବେ ରବିବାର ଅତିରିକ୍ତ ଦାୟିତ୍ଵ ଗ୍ରହଣ କରିଛନ୍ତି । ଶ୍ରୀ ସିହ୍ନା ଏନଆଇଟି ରାୟପୁରରୁ…
ଅନୁଗୁଳ: ଶନିବାର ସନ୍ଧ୍ୟାରେ ଅନୁଗୁଳର ଜନଗହଳିପୂର୍ଣ୍ଣ ତାମ୍ରିତ କଲୋନୀରେ ଏକ ଅଭାବନୀୟ ଘଟଣା ସ୍ଥାନୀୟ ଲୋକଙ୍କ ଛାତି ଥରାଇ ଦେଇଛି। ତିନି ଜଣ ଦୁବୃର୍ତ୍ତ ଏକ ବାଇକ୍ରେ ଆସି ନିର୍ମଳା ମେଡିସିନ୍ ଷ୍ଟୋର୍ରେ ହଙ୍ଗାମା କରିଥିଲେ। ଦୋକାନୀଙ୍କୁ ଏକ ଖଣ୍ତାରେ ଆକ୍ରମଣ…
ଅନୁଗୁଳ: କରୋନା ରୋଗୀଙ୍କ ସେବା କରୁ କରୁ ନିଜେ ସ˚କ୍ରମିତ ହେଲେ। କରୋନାକୁ ପରାଜିତ କରିଥିଲେ ବି ଦୁଇ ମାସ ଧରି ଜୀବନ ସ˚ଘର୍ଷରେ ହାରିଗଲେ ଯୁବ ଡାକ୍ତର ବିଶ୍ବନାଥ ରାଉତ(୪୦)। ତାଳଚେର ଘଣ୍ଟପଡ଼ା ପଞ୍ଚାୟତ ଚାଳଗଡ଼ ଗ୍ରାମର ଏହି ଯୁବ…
ଅନୁଗୁଳ: ଚଳିତ ବର୍ଷ ଫିକା ମାହୋଲରେ ଆରମ୍ଭ ହୋଇଛି ଅନୁଗୁଳର ପ୍ରସିଦ୍ଧ ଲକ୍ଷ୍ମୀ ପୂଜା। କୋଭିଡ୍ କଟକଣା ଯୋଗୁଁ ବିନା ବାଜା, ତୋରଣ, ଆଲୋକସଜ୍ଜାର ପୂଜା କେବଳ ବିଧି ସ˚ପନ୍ନ ପାଇଁ କରାଯାଉଛି। ୭ ଜଣ କର୍ମକର୍ତ୍ତାଙ୍କୁ ନେଇ ପରଦା ପଛରେ…
କଣିହାଁ: କଣିହାଁ ବ୍ଲକ ତଥା ସମଲ ଥାନା ବୁରୁକୁନା ଗାଁ ପାଖ ଫାଶୀପାଳ ଓ ହୁଣ୍ଡାଳିଆ ମଧ୍ୟବର୍ତ୍ତୀ ସମାକୋଇ ନଦୀରୁ ଜଣେ ଅପରିଚିତ ନାବାଳକର ମୃତଦେହ ଶୁକ୍ରବାର ଉଦ୍ଧାର କରାଯାଇଛି। ଗାଁ ଲୋକ ଶବ ଭାସୁଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ।…
କଣିହାଁ: କଣିହାଁ ବ୍ଲକ ବ୍ରଜକୋଟ ଗ୍ରାମର ସୁବର୍ଣ୍ଣପୁର ସାହିରେ ହାତୀ ଆକ୍ରମଣରେ ମାୟାଧର ବେହେରା ( ୫୫ )ଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ସକାଳେ ଏହି ଅଘଟଣ ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମାୟାଧର ସକାଳେ…