ଜେଏସ୍ପିଏଲରୁ ଚୋରି, ଦୁଇ ଗିରଫ
ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟରୁ ଚୋରି କରିବା ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ବଡ଼କେରଜାଙ୍ଗ ଗାଁର ରିଙ୍କୁ ରାଉତ (୨୧) ଓ ପପୁଲୁ…
ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟରୁ ଚୋରି କରିବା ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ବଡ଼କେରଜାଙ୍ଗ ଗାଁର ରିଙ୍କୁ ରାଉତ (୨୧) ଓ ପପୁଲୁ…
ତାଳଚେର: କଣିହାଁ ବ୍ଲକ୍ ପବିତ୍ରନଗର ସ୍ବାସ୍ଥ୍ୟକେନ୍ଦ୍ରରେ ୫ ମାସ ହେଲା ଡାକ୍ତର ନଥିବାରୁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡାକ୍ତର ନଥିବା ବେଳେ ଫାର୍ମାସିଷ୍ଟଙ୍କ ଭରସାରେ ରୋଗୀସେବା ଚାଲିଛି । ପବିତ୍ରନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୈନିକ ଶତାଧିକ…
ଅନୁଗୁଳ: ୧୭ ବର୍ଷରୁ କମ୍ ଅନ୍ତର୍ଜାତୀୟ ଫୁଟବଲ୍ରେ ସ୍ବର୍ଣ୍ଣପଦକ ଲାଭ କରିଥିବା ପାଳଲହଡ଼ା ସାମିଆଁପାଲିର ଭବେଶ କୁମାର ସାହୁଙ୍କୁ ରବିବାର ସ୍ଥାନୀୟ ପଞ୍ଚାୟତ ଭବନଠାରେ ସମ୍ବର୍ଦ୍ଧିତ କରାଯାଇଛି। ପାଳଲହଡ଼ା ବିଧାୟକ ମୁକେଶ ପାଳ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉତ୍ତରୋତ୍ତର…
ଅନୁଗୁଳ: ବଅଁରପାଳ ଥନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣରେ ବିଫଳ ହୋଇ ପ୍ରେମିକ ଫେସବୁକ୍ରେ ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏ ନେଇ ପୁଲିସ ଥାନାରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି…
ଅନୁଗୁଳ: ନାଲକୋନଗର ଥାନା ଅନ୍ତର୍ଗତ କୁରୁଡ଼ୋଲ ଗାଁରେ ସୋମବାର ସକାଳେ କୂଅରୁ ପାଣି ନେବାକୁ ନେଇ ଗଣ୍ଡଗୋଳ ହୋଇଛି । ସୂଚନା ମୁତାବକ, ଗାଁର ବନମାଳି ନାଏକଙ୍କ କୂଅରୁ ଛବି ନାଏକଙ୍କ ଝିଅ ପାଣିନେବାକୁ ଯାଇଥିଲେ । ସେଠାରେ କୂଅ ଉପରେ…
ଅନୁଗୁଳ: କିଶୋରନଗର ବ୍ଲକ୍ର ୨୩ଟି ପଞ୍ଚାୟତରେ ଅନେକ ଚାଷୀ ଧାନ ବିକ୍ରି କରି ପାରିନାହାନ୍ତି। ଏହାର ପ୍ରତିବାଦରେ ଆସନ୍ତା ୨୪ ତାରିଖରେ ବ୍ଲକ କାର୍ଯ୍ୟାଳୟ ଘେତଉ କରାଯିବ ବୋଲି କିଷାନ କ୍ଷେତ ମଜଦୁର ସଂଗଠନ ଚେତାବନୀ ଦେଇଛି। ଏ ନେଇ ରବିବାର…
ଅନୁଗୁଳ: ତାଳଚେର ସହର ଉପକଣ୍ଠ ଦାଶନାଳୀ ଅଞ୍ଚଳରୁ ରବିବାର ୩ଟି ଅଜଗର ସାପ ଉଦ୍ଧାର କରାଯାଇଛି। ସୂଚନା ମୁତାବକ, ଦାଶନାଳୀ ଅଞ୍ଚଳରେ ଜଣେ ବ୍ୟକ୍ତି ଏକ ଅଜଗର ସାପକୁ ଦେଖିବା ପରେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ପରେ ଅନୁଗୁଳ ସ୍ନେକ୍ ରେସକ୍ୟୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ସମାଧାନ ଦାବି କରି ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ଆଜିଠାରୁ ଜିଲ୍ଲା କାର୍ଯ୍ୟାଳୟ ଆଗରେ ଅନଶନ ଆରମ୍ଭ କରିଛି। ତାଳଚେର ମେଡିକାଲ କଲେଜକୁ ସରକାରୀ ପରିଚାଳନାରେ କାର୍ଯ୍ୟକ୍ଷମ କରିବା, ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ବିଶେଷଜ୍ଞ…
ଅନୁଗୁଳ: ଅନୁଗୁଳର ଏସ୍ ଏସ୍ ମାର୍ଟରୁ ଚୋରି ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଅଟକ ରଖିଛି । ସଂପୃକ୍ତ ଯୁବକ ଉତ୍ତରପ୍ରଦେଶ ରାଜଗାଁଓର ରାନୁ ସିଂହ (୪୫) ବୋଲି ଜଣାପଡ଼ିଛି । ସେ ପ୍ରାୟ ୩ ହଜାର ଟଙ୍କାର ସାମଗ୍ରୀ ପ୍ୟାଣ୍ଟ୍…
ଅନୁଗୁଳ: ସର୍ବଭାରତୀୟ ବ୍ୟବସାୟୀ ସଂଘ (ସିଏଆଇଟି) ପକ୍ଷରୁ ଚଳିତ ମାସ ୨୬ ତାରିଖରେ ବନ୍ଦ ଡାକରା ପରିପ୍ରେକ୍ଷୀରେ ଅନୁଗୁଳ ବ୍ୟବସାୟୀଙ୍କର ଏକ ବୈଠକ ସ୍ଥାନୀୟ ମାରୱାଡ଼ି ଧର୍ମଶାଳାଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ୟବସାୟୀଙ୍କ ପକ୍ଷରୁ ସିଏଆଇଟିକୁ ସମର୍ଥନ ଜଣାଇ ବନ୍ଦରେ ସାମିଲ…