ସୀମା ଟପିଲାଣି ଚେନ୍ ଲୁଟେରାଙ୍କ ଉତ୍ପାତ
ଅନୁଗୁଳ: ଅନୁଗୁଳ ଥାନା ଉପରୁ ଚାପ କମିଛି । ଦୁଇ ତୃତୀୟାଂଶ ଇଲାକା ନବଗଠିତ ସଦର ଥାନାରେ ସାମିଲ୍ ହୋଇଛି। ମୁଣ୍ଡରୁ ମାମଲା ବୋଝ ବି ଅନେକ ମାତ୍ରାରେ ହ୍ରାସ ପାଇଛି। ଏହାସତ୍ତ୍ୱେ ଅନୁଗୁଳ ସହରରୁ ଅପରାଧିକ କାର୍ଯ୍ୟକଳାପ କମିବା ବଦଳରେ…
ଅନୁଗୁଳ: ଅନୁଗୁଳ ଥାନା ଉପରୁ ଚାପ କମିଛି । ଦୁଇ ତୃତୀୟାଂଶ ଇଲାକା ନବଗଠିତ ସଦର ଥାନାରେ ସାମିଲ୍ ହୋଇଛି। ମୁଣ୍ଡରୁ ମାମଲା ବୋଝ ବି ଅନେକ ମାତ୍ରାରେ ହ୍ରାସ ପାଇଛି। ଏହାସତ୍ତ୍ୱେ ଅନୁଗୁଳ ସହରରୁ ଅପରାଧିକ କାର୍ଯ୍ୟକଳାପ କମିବା ବଦଳରେ…
ଅନୁଗୁଳ: ଆଜି ଅପରାହ୍ନରେ ୫୫ ନମ୍ବର ଜାତୀୟ ରାଜପଥର ଅନୁଗୁଳ ସଦର ଥାନା ମୂଷାପାପୁଲି ନିକଟରେ ମର୍ମନ୍ତୁଦ ଦୁର୍ଘଟନା ଘଟିଛି। ବାଇକ୍ ଓ ବସ୍ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ ଚାଳକଙ୍କ ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ିଯାଇଛି। ମୃତକ ନିକଟସ୍ଥ ହରିବେରେଣି ଗ୍ରାମର…
ଅନୁଗୁଳ: ବକେୟା ଟଙ୍କା ଦେଣନେଣକୁ ନେଇ ଶନିବାର ଅପରାହ୍ନରେ ଜଣେ ଡ୍ରେସ୍ ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ପ୍ରାୟ ୨୦ ଜଣ ଯୁବକ ସମ୍ପୃକ୍ତ ଦୋକାନୀଙ୍କୁ ନିର୍ଧୂମ୍ ପିଟିବା ସହ ତାଙ୍କ ବାଇକ୍ ଭାଙ୍ଗି ଦେଇଛନ୍ତି । ଲୁହାଛଡ଼ ରେ…
ଅନୁଗୁଳ: ଖାଇବା ପାର୍ସଲ ନେଲେ । ଟଙ୍କା ଦେଲା ବେଳକୁ କିନ୍ତୁ ମାଗିଲେ ଡିସକାଉଣ୍ଟ। ହେଲେ ଦୋକାନୀ ଟଙ୍କାଟିଏ ବି ଛାଡ଼ିଲେନି । ସମ୍ପୂର୍ଣ୍ଣ ଟଙ୍କା ନଦେଲେ ଖାଇବା ଥୋଇ ଦିଅ ବୋଲି କହିଲେ । ଏତିକିରେ ସ୍ଥାନୀୟ ଯୁବକଙ୍କ ମୁଣ୍ଡକୁ…
ତାଳଚେର: ତାଳଚେର ଅଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଓଭରଲୋଡ଼ ତିନିଟି ଟ୍ରେଲରରୁ ୩.୩ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏହି ଭାରୀଯାନ ଗୁଡିକରେ ତାଳଚେରରୁ ବାହାରକୁ ମାଲ ଯାଉଥିବା ବେଳେ ପରିବହନ ବିଭାଗ ହାବୁଡ଼ରେ ପଡ଼ିଥିଲେ । ତାଳଚେର ଆରଟିଓ…
ଅନୁଗୁଳ: ଆତଙ୍କ ଖେଳାଇଛନ୍ତି ଚେନ୍ ଲୁଟେରା । ଗତ କିଛି ଦିନ ହେଲା ଅନୁଗୁଳ ସହରରେ ଚେନ୍ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ିଛି । ମାଳ ମାଳ ସିସିଟିଭି ସଙ୍ଗେ ସେମାନଙ୍କ ସମ୍ପର୍କରେ ବିନ୍ଦୁବିସର୍ଗ ଟେର୍ ପାଉନି ପୁଲିସ୍ । ସେପଟେ ପୁଲିସ୍କୁ…
ଅନୁଗୁଳ: ମହିଳାଙ୍କୁ ବ୍ଲାକମେଲିଂ କରି ଟଙ୍କା ମାଗିବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ନିଶା ଶିଳ୍ପାଞ୍ଚଳ ଥାନା ଇଲାକା ସାନକେରେଜାଙ୍ଗ ଗ୍ରାମର ବାଲ୍ମିକୀ ନାଏକ ବୋଲି ଜଣାପଡ଼ିଛି। ପୁଲିସ୍ ସୂଚନା ମୁତାବକ, ଅନୁଗୁଳ ସହରର…
ଅନୁଗୁଳ: ଅନୁଗୁଳ ଥାନା କୁକୁଡାଙ୍ଗ ଗାଁରେ ଶୁକ୍ରବାର ଗ୍ୟାସ୍ ଷ୍ଟୋଭ୍ ନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, କୁକୁଡ଼ାଙ୍ଗ ଗାଁର ସନ୍ତୋଷ ସାହୁଙ୍କ ସ୍ତ୍ରୀ ଡଲି ସାହୁ(୨୫) ପୂର୍ବାହ୍ନରେ ଘରେ ରୋଷେଇ କରୁଥିବା ବେଳେ ଗ୍ୟାସ…
ଅନୁଗୁଳ: ଖଣି ଅଧ୍ୟୁଷିତ ଜିଲ୍ଲା ଅନୁଗୁଳକୁ ୨୦୨୩ ସୁଦ୍ଧା ଦେଶର ଅନ୍ୟତମ ଶ୍ରେଷ୍ଠ ଜିଲ୍ଲାରେ ପରିଣତ କରିବା ପାଇଁ ପ୍ରସ୍ତୁତ କରାଯାଇଛି ଭିଜନ-୨୦୨୩। ଏଥିରେ ଜିଲ୍ଲାର ପରିବେଶ ସୁରକ୍ଷା, ସା˚ସ୍କୃତିକ ଐତିହ୍ୟ ସାଙ୍ଗକୁ ମାନବ ସମ୍ବଳର କିଭଳି ବିକାଶ ହେବ ସେଥିନେଇ…
ଅନୁଗୁଳ: ନାଲକୋନଗର ଥାନା ଅଞ୍ଚଳର ରାସ୍ତା ଆଉ ନିରାପଦ ହୋଇରହିନାହିଁ ।ଗୁରୁବାର ମଧ୍ୟାହ୍ନରେ ଜଣେ ସ୍କୁଟର ଆରୋହୀ ମହିଳାଙ୍କଠାରୁ ଦୁର୍ବୃତ୍ତ ଏକ ସୁନା ଚେନ୍ ଝାମ୍ପିନେବା ଘଟଣାରୁ ଏହା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗିରାଙ୍ଗ ଗାଁର ସୁପ୍ରଭା ଗଡ଼ନାୟକ ଦିନ ପ୍ରାୟ…