ଗ୍ରୀଲ ତାଡ଼ି ଦୁଇ ଲକ୍ଷର ସମ୍ପତ୍ତି ଲୁଟ୍

ଅନୁଗୁଳ: କଣିହାଁ ଏନ୍‌ଟିପିସି ଥାନା ନିକଟବର୍ତ୍ତୀ ଲୋଧାବନ୍ଧ ଗ୍ରାମରୁ ବୁଧବାର ରାତିରେ ଲୁଟପାଟ୍ ହୋଇଛି । ଗୋବିନ୍ଦ ଶର୍ମାଙ୍କ ପରିବାର ଲୋକ ଶୋଇଯାଇଥିବା ବେଳେ ଦୁର୍ବୃତ୍ତମାନେ ଗ୍ରୀଲ ତାଡ଼ି ଦୁଇ ଲକ୍ଷ ଟଙ୍କାର ସମ୍ପତ୍ତି ନେଇ ଯାଇଛନ୍ତି । ଗୁରୁବାର ଗୋବିନ୍ଦଙ୍କ…

Continue Readingଗ୍ରୀଲ ତାଡ଼ି ଦୁଇ ଲକ୍ଷର ସମ୍ପତ୍ତି ଲୁଟ୍

ଜିଲ୍ଲାର ପ୍ରଥମ  ଇ- ଟଏଲେଟ ଉଦଘାଟିତ

ଅନୁଗୁଳ: ଅନୁଗୁଳ ପୌରପାଳିକା ପକ୍ଷରୁ ନିର୍ମିତ ଜିଲ୍ଲାର ପ୍ରଥମ ଇ-ଟଏଲଟ ସ୍ଥାନୀୟ ସଂଜୀବନୀ ମାର୍କେଟରେ ଶୁକ୍ରବାର ଉଦଘାଟିତ ହୋଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାର ଉଦଘାଟନ କରିଛନ୍ତି । ଏହି ଇ- ଟଏଲେଟରେ ସେନସରଯୁକ୍ତ…

Continue Readingଜିଲ୍ଲାର ପ୍ରଥମ  ଇ- ଟଏଲେଟ ଉଦଘାଟିତ

ଦୁଇ ଭାଇଙ୍କୁ ବୀଭତ୍ସ ହତ୍ୟା ମାମଲା ବନ୍ଧା ହେଲେ ଆଉ ୨ ଅଭିଯୁକ୍ତ

ଅନୁଗୁଳ: ସହର ଉପକଣ୍ଠ ମୂଷାପାପୁଲି ଛକରେ ଘଟିଥିବା ଦୁଇଭାଇଙ୍କ ବୀଭତ୍ସ ହତ୍ୟାକାଣ୍ଡ ମାମଲାରେ ଆଉ ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି ଅନୁଗୁଳ ଥାନା ପୁଲିସ୍ । ଗିରଫ ଦୁଇ ଅଭିଯୁକ୍ତ ହେଲେ ପୁରୁଣାକୋଟ୍ ଥାନା ଇଲାକା ଗିରିଧି ଗ୍ରାମର ସୁଶାନ୍ତ…

Continue Readingଦୁଇ ଭାଇଙ୍କୁ ବୀଭତ୍ସ ହତ୍ୟା ମାମଲା ବନ୍ଧା ହେଲେ ଆଉ ୨ ଅଭିଯୁକ୍ତ

ଚେନ୍ ଲୁଟେରା ଗରଫ

ଅନୁଗୁଳ: ଅନୁଗୁଳ ସହରରେ ଛିନିତାଇ କରି ଆତଙ୍କ ଖେଳାଇଥିବା ଏକ ଚେନ୍ ଲୁଟେରାକୁ ବୁଧବାର ବାନ୍ଧିଛି ଅନୁଗଳ ଥାନା ପୁଲିସ୍ । ଗିରଫ ଅଭିଯୁକ୍ତ ହେଲା ରାହୁଲ୍ ମିଶ୍ର । ତା’ର ଘର ଅନୁଗୁଳ ଥାନା ରାଜକିଶୋରପଡ଼ାରେ । ପୁଲିସ୍ ସୂଚନା…

Continue Readingଚେନ୍ ଲୁଟେରା ଗରଫ

ପ୍ରଥମ ମେଜର ଜେନେରାଲଙ୍କ ବିୟୋଗରେ ଶୋକ

ଅନୁଗୁଳ: ଓଡ଼ିଶାର ପ୍ରଥମ ମେଜର ଜେନେରାଲ୍ ବସନ୍ତ କୁମାର ମହାପାତ୍ରଙ୍କ ବିୟୋଗରେ ଅନୁଗୁଳର ସହିଦ୍ ମାନସ ରଞ୍ଜନ ସ୍ମୃତି କମିଟି ପକ୍ଷକୁ ଶୋକପ୍ରକାଶ କରାଯାଇଛି । ୨୦୦୩ରେ ସହିଦ୍ ମାନସ ରଞ୍ଜନ ସ୍ମୃତି ପରିଷଦର ପ୍ରଥମ ବାର୍ଷିକ ସମାରୋହରେ ସ୍ୱର୍ଗତ ମହାପାତ୍ର…

Continue Readingପ୍ରଥମ ମେଜର ଜେନେରାଲଙ୍କ ବିୟୋଗରେ ଶୋକ

ଅର୍ଥ ଆତ୍ମସାତ ଅଭିଯୋଗ, ମହିଳା କର୍ମଚାରୀ ଗିରଫ

ଅନୁଗୁଳ: ଅନୁଗୁଳ ଗାନ୍ଧିମାର୍ଗରେ ଥିବା ଅତ୍ୟାଧୁନିକ ସେଲୁନ୍ ଷ୍ଟୁଡ଼ିଓ-୧୧ର ଜଣେ ମହିଳା କର୍ମଚାରୀ ଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି ଅନୁଗୁଳ ପୁଲିସ । ଏହାର ମାଲିକ ଅମନ ରାଜଙ୍କ ଏତଲା କ୍ରମେ ଅନୁଗୁଳ ପୁଲିସ ଏକ କେସ୍…

Continue Readingଅର୍ଥ ଆତ୍ମସାତ ଅଭିଯୋଗ, ମହିଳା କର୍ମଚାରୀ ଗିରଫ

ଓଏଲଏକ୍ସରେ କ୍ୟାମେରା ଭଡ଼ା ଦେଇ ଫସିଲେ

ଅନୁଗୁଳ: ଓଏଲ୍ଏକ୍ସରେ ଭଡ଼ାରେ ଦେଇଥିଲେ କ୍ୟାମେରା । ଭଡ଼ା ବାବଦକୁ ମିଳିଥିଲା ୪ ହଜାର ଟଙ୍କା । ହେଲେ ଗୋଟିଏ ଦିନ ପାଇଁ ଭଡ଼ା ନେଇ ଫେରାଇବାର ନାଁ’ ଧରୁନି ଦୁର୍ବୃତ୍ତ । ଫେରାଇବା ବଦଳରେ କ୍ୟାମେରାକୁ ଅନ୍ୟ ସ୍ଥାନରେ ବିକ୍ରି…

Continue Readingଓଏଲଏକ୍ସରେ କ୍ୟାମେରା ଭଡ଼ା ଦେଇ ଫସିଲେ

ଥର୍ମାଲ୍ ବାଇପାସ୍ ରୋଡରେ ଛିନତାଇ ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍

ଅନୁଗୁଳ: ମାତିଛନ୍ତି ଦୁର୍ବୃତ୍ତ । ଜିଲ୍ଲାରେ ଚୋରି ଓ ଛିନ୍‌ତାଇ ବୃଦ୍ଧି ପାଇବାରେ ଲାଗିଛି । ରବିବାର ସକାଳେ ଥର୍ମାଲ ବାଇପାସ୍ ରୋଡରେ ଜଣେ ମହିଳା ଛିନ୍‌ତାଇର ଶିକାର ହୋଇଛନ୍ତି । ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କ ବେକରୁ…

Continue Readingଥର୍ମାଲ୍ ବାଇପାସ୍ ରୋଡରେ ଛିନତାଇ ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍

ପୂର୍ବ ଶତ୍ରୁତାରୁ ଘର ପୋଡ଼ିଦେଲେ ପଡୋଶୀ

ତାଳଚେର: ପୂର୍ବଶତୃତାକୁ କେନ୍ଦ୍ରକରି ତାଳଚେର ଟାଉନ ଥାନା ଅଙ୍ଗାରୁଆ ଗ୍ରାମରେ ଜଣଙ୍କ ଘର ପୋଡ଼ି ଦିଆଯାଇଥିବା ଥାନାରେ ଅଭିଯୋଗ ହୋଇଛି । ପୁଲିସ ସୂଚନା ଅନୁସାରେ, ଅଙ୍ଗାରୁଆ ଗ୍ରାମର କୁଳବତୀ କୁମ୍ଭାର(୪୨)ଙ୍କ ଚାଳ ଛପର ଘରକୁ ତାଙ୍କ ପଡ଼ୋଶୀ ଇନ୍ଦ୍ର ସିଂ…

Continue Readingପୂର୍ବ ଶତ୍ରୁତାରୁ ଘର ପୋଡ଼ିଦେଲେ ପଡୋଶୀ

ଜିଲ୍ଲା ପୁଲିସରେ ଅଦଳବଦଳ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁଲିସରେ ସୋମବାର ଏକ ଛୋଟ ଧରଣର ଅଦଳବଦଳ ହୋଇଛି । ଏସପି ଜଗମୋହନ ମୀନା ୩ ଜଣ ଏସ୍ଆଇ ଓ ୭ ଜଣ ଏଏସ୍ଆଇଙ୍କୁ ବଦଳି କରିଛନ୍ତି । ନିଶା ଶିଳ୍ପାଞ୍ଚଳ ଥାନାରେ କାର୍ଯ୍ୟରତ ଏସଆଇ ସତ୍ୟ…

Continue Readingଜିଲ୍ଲା ପୁଲିସରେ ଅଦଳବଦଳ