ଅଳଙ୍କାର ଦୋକାନରୁ ଚୋରି ଦେଢ଼ କିଲୋ ରୁପା, ୯ ଗ୍ରାମ୍ ସୁନା ଲୁଟିନେଲେ

ଅନୁଗୁଳ: ତାଳଚେର ଥାନା ଇଲାକା ତାଳବେଡ଼ା ଛକରେ ଏକ ବଡ଼ଧରଣର ଚୋରି ହୋଇଛି। ଦୁର୍ବୃତ୍ତ ଏକ ଅଳଙ୍କାର ଦୋକାନ ଓ ପୂଜା ସାମଗ୍ରୀ ଦୋକାନରେ କଳାକନା ବୁଲାଇଛନ୍ତି। ଅଳଙ୍କାର ଦୋକାନରୁ ଦେଢ଼ କିଲୋ ରୁପା ସାଙ୍ଗକୁ ୯ ଗ୍ରାମର ସୁନା ଲୁଟି…

Continue Readingଅଳଙ୍କାର ଦୋକାନରୁ ଚୋରି ଦେଢ଼ କିଲୋ ରୁପା, ୯ ଗ୍ରାମ୍ ସୁନା ଲୁଟିନେଲେ

ମଦ କାଉଣ୍ଟର୍‌ରୁ ଚୋରି,ବୋହିନେଲେ ପେଟି ପେଟି ମଦ

ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ଇଲାକାରେ ବଡ଼କେରେଜାଙ୍ଗଠାରେ ଥିବା ଏକ ମଦ କାଉଣ୍ଟରରୁ ଚୋର ପେଟି ପେଟି ମଦ ବୋହି ନେଇଛନ୍ତି। ଚୋରି ହୋଇଥିବା ମଦର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ।କାଉଣ୍ଟର ଆଲମିରାରୁ ଦୁର୍ବୃତ୍ତ ଭଳିକି ଭଳି ଦାମୀ ବ୍ରାଣ୍ଡ୍‌ର…

Continue Readingମଦ କାଉଣ୍ଟର୍‌ରୁ ଚୋରି,ବୋହିନେଲେ ପେଟି ପେଟି ମଦ

ଅବକାରୀ ଚଢ଼ଉ, ୨୧୦ ଲିଟର ଦେଶୀ ମଦ ଜବତ,ଜଣେ ଗିରଫ

ଅନୁଗୁଳ: ତାଳଚେର ଅବକାରୀ ବିଭାଗ ପକ୍ଷରୁ ତାଳଚେର ଓ କଣିହାଁ ଥାନାର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏକ କାର୍ ସହ ୨୧୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି। ଏହି ଚୋରା କାରବାର ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି।…

Continue Readingଅବକାରୀ ଚଢ଼ଉ, ୨୧୦ ଲିଟର ଦେଶୀ ମଦ ଜବତ,ଜଣେ ଗିରଫ

ବାଇକ ଚୋରି ଅଭିଯୋଗରେ ୨ ଜଣ ଗିରଫ, ୪ ବାଇକ ଜବତ

ଅନୁଗୁଳ : ଅନୁଗୁଳ ପୁଲିସ ବାଇକ୍ ଚୋରି ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିବାସହ ୪ଟି ବାଇକ୍ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ଅନୁଗୁଳ ଗାନ୍ଧୀମାର୍ଗରେ ଥିବା ଏକ ଡ୍ରେସ୍ ଦୋକାନର ସେଲ୍ସମ୍ୟାନ୍ ସୁଧୀର ବିଶ୍ବାଳଙ୍କ ବାଇକ୍ ମଙ୍ଗଳବାର ଦୋକାନ ସାମ୍ନାରୁ…

Continue Readingବାଇକ ଚୋରି ଅଭିଯୋଗରେ ୨ ଜଣ ଗିରଫ, ୪ ବାଇକ ଜବତ

୨୦ ଲିଟର ଦେଶୀମଦସହ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ମରଣ୍ଡା ଗାଁରେ ମଙ୍ଗଳବାର ପୁଲିସ ଚଢ଼ାଉକରି ୨୦ ଲିଟର ଦେଶୀମଦସହ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ମରଣ୍ଡା ଗାଁର ମହେନ୍ଦ୍ର…

Continue Reading୨୦ ଲିଟର ଦେଶୀମଦସହ ଜଣେ ଗିରଫ

ଅଳ୍ପକେ ବର୍ତ୍ତିଲେ ଦୁଇ

ଅନୁଗୁଳ: ଅନୁଗୁଳ ବ୍ଲକ ସଦର ଥାନା ରନ୍ତଲେଇ ପେଟ୍ରୋଲ ଟାଙ୍କି ନିକଟରେ ସୋମବାର ଦିନ ପ୍ରାୟ ସାଢ଼େ ୧୨ଟା ବେଳକୁ ଏକ ଟ୍ରେଲର ଏକ ବାଇକ୍ ଓ ସାଇକେଲ୍ କୁ ଧକ୍କା ଦେଇଥିଲା ଫଳରେ ବାଇକ୍ ସହ ସାଇକେଲ ଚୂରମାର୍ ହୋଇଯାଇଥିଲା…

Continue Readingଅଳ୍ପକେ ବର୍ତ୍ତିଲେ ଦୁଇ

ହାତୀ ଉପଦ୍ରବରେ ଲୋକେ ଆତଙ୍କିତ

ଅନୁଗୁଳ: କିଶୋରନଗର ବ୍ଲକ୍ ହଣ୍ଡପା ରେଞ୍ଜ ପାର୍ବତୀପୁର, ଧୁଣ୍ଡି, ବଡହୁଲା, ଜାମ୍ବୁନାଳି ଆଦି ଗ୍ରାମରେ କିଛି ଦିନ ହେବ ହାତୀ ଉପଦ୍ରବ ଲାଗିରହିଛି। ଫଳରେ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି। ବନ ବିଭାଗ ଏ ନେଇ କୌଣସି ପଦକ୍ଷେପ ନେଉନଥିବା ଯୋଗୁଁ ସାଧାରଣରେ…

Continue Readingହାତୀ ଉପଦ୍ରବରେ ଲୋକେ ଆତଙ୍କିତ

ବଡ଼ହିଂସରରେ ବିଜେଡିର ମିଶ୍ରଣ ପର୍ବ

ଅନୁଗୁଳ: ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ ହିଂସର ପଞ୍ଚାୟତର ମା’ ଖୁମ୍ବେଶ୍ୱରୀ ପୀଠରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଡ଼ ହିଂସର ଓ କଞ୍ଜରା ପଞ୍ଚାୟତରୁ ୬୦ରୁ ଅଧିକ ରାଜନୈତିକ କର୍ମୀ ବିଜେଡିରେ ସାମିଲ୍…

Continue Readingବଡ଼ହିଂସରରେ ବିଜେଡିର ମିଶ୍ରଣ ପର୍ବ

ତେଲ ଟାଙ୍କିରେ ପେଟ୍ରୋଲ ଅପମିଶ୍ରଣ ଅଭିଯୋଗ

ଅନୁଗୁଳ: ଅନୁଗୁଳ ସହର ହାତୀଶାଳପଡ଼ାରେ ଥିବା ମିରାନିଆ ଫିଲିଂ ଷ୍ଟେସନରେ ଅପମିଶ୍ରତ ପେଟ୍ରୋଲ୍ ନେଇ ଅଭିଯୋଗ ହୋଇଛି । ଏହାକୁ ନେଇ ଟାଙ୍କିରେ ସୋମବାର ଉତ୍ତେଜନା ପ୍ରକାଶ ପାଇଥିଲା। ଗୋଟିଏ ଟାଙ୍କିରେ ୨ଟି ରଙ୍ଗର ପେଟ୍ରୋଲ୍ ବାହାରିବାରୁ ଏହାର ମାନ ନେଇ…

Continue Readingତେଲ ଟାଙ୍କିରେ ପେଟ୍ରୋଲ ଅପମିଶ୍ରଣ ଅଭିଯୋଗ

ଫୁଲପଡା ବିଦ୍ୟୁତ ସବ୍-ଷ୍ଟେସନ ଉଦଘାଟିତ

ଅନୁଗୁଳ: ବଅଁରପାଳ ବ୍ଲକ ଫୁଲପଡା ନିକଟରେ ନିର୍ମାଣ ହୋଇଥିବା ବିଦ୍ୟୁତ ସବ-ଷ୍ଟେସନକୁ ସୋମବାର ଉଦ୍ଘାଟନ କରାଯାଇଛି। ଓଡିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି। ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ…

Continue Readingଫୁଲପଡା ବିଦ୍ୟୁତ ସବ୍-ଷ୍ଟେସନ ଉଦଘାଟିତ