ବାଲିପଟ୍ଟାରେ ‘ମନ କି ବାତ୍’ ପ୍ରସ୍ତୁତି ବୈଠକ, ପ୍ରତି ବୁଥ୍ରେ ସାମୂହିକ ଶ୍ରବଣ ନିଷ୍ପତ୍ତି
ଅନୁଗୋଳ: ଆସନ୍ତା ୩୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଆଜି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ଥାନା ବାଲିପଟ୍ଟା ପଞ୍ଚାୟତରେ ସାଂଗଠନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…



