ଅନୁଗୋଳରେ ବ୍ରାଉନସୁଗାର କାରବାର ବେଳେ ୫ ଗିରଫ: ଜବତ ହେଲା ନଗଦ ଟଙ୍କା ଓ ବାଇକ୍

ଅନୁଗୋଳ: ଜିଲ୍ଲାରେ ନିଶା କାରବାର ବିରୋଧରେ ଅନୁଗୋଳ ପୋଲିସକୁ ବଡ଼ ସଫଳତା ମିଳିଛି। ଛେଣ୍ଡିପଦା ପୋଲିସ ଓ ଜିଲ୍ଲା ସ୍ପେଶାଲ୍ ସ୍କ୍ୱାର୍ଡର ମିଳିତ ଚଢ଼ାଉରେ ବ୍ରାଉନସୁଗାର ଚାଲାଣ କରୁଥିବା ୫ ଜଣଙ୍କୁ ଗିରଫ କରାଯାଇଛି। ଘଟଣାସ୍ଥଳରୁ ୧୧.୫୯୦ ଗ୍ରାମ ବ୍ରାଉନସୁଗାର, ନଗଦ…

Continue Readingଅନୁଗୋଳରେ ବ୍ରାଉନସୁଗାର କାରବାର ବେଳେ ୫ ଗିରଫ: ଜବତ ହେଲା ନଗଦ ଟଙ୍କା ଓ ବାଇକ୍

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ଆମ୍ବତୋଟାରୁ ମୃତଦେହ ଉଦ୍ଧାର

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ପଞ୍ଚାୟତର କୋଡ଼ାମୁଣ୍ଡା ଗାଁ ନିକଟସ୍ଥ ଏକ ଆମ୍ବତୋଟାରୁ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ କୋଡ଼ାମୁଣ୍ଡା ଖଜୁରୀମୁଣ୍ଡା ସାହିର ସୁବାସ ଚନ୍ଦ୍ର ଗଡ଼ନାୟକ। ସୂଚନା…

Continue Readingଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ଆମ୍ବତୋଟାରୁ ମୃତଦେହ ଉଦ୍ଧାର

ବ୍ରାଉନସୁଗାର ଚାଲାଣ ବେଳେ ୩ ଗିରଫ: ୧୩ ଗ୍ରାମରୁ ଅଧିକ ଜବତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ପୋଲିସ ଏକ ବଡ଼ ଧରଣର ବ୍ରାଉନ ସୁଗାର ଚାଲାଣକୁ ପଣ୍ଡ କରିଛି। ତେଣ୍ଟୁଲୋଇରୁ ଛେଣ୍ଡିପଦା ଅଭିମୁଖେ ସ୍କୁଟିରେ ବ୍ରାଉନସୁଗାର ଚାଲାଣ ହେଉଥିବା ବେଳେ ପୋଲିସ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା…

Continue Readingବ୍ରାଉନସୁଗାର ଚାଲାଣ ବେଳେ ୩ ଗିରଫ: ୧୩ ଗ୍ରାମରୁ ଅଧିକ ଜବତ

ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ: ୫୯ ଅଭିଯୋଗରୁ ୯ଟିର ତତ୍କାଳ ସମାଧାନ

ଅନୁଗୁଳ: ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଛେଣ୍ଡିପଦା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ, ଛେଣ୍ଡିପଦା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମିତ୍ରା ସାହୁ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର,…

Continue Readingଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ: ୫୯ ଅଭିଯୋଗରୁ ୯ଟିର ତତ୍କାଳ ସମାଧାନ

ଆମ୍ବ ଗୋଟାଇବା ହେଲା କାଳ! ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ଆମ୍ବ ଗୋଟାଉଥିବା ସମୟରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଟାଙ୍ଗିରି ଗାଁର ବିନୋଦ ବେହେରା।ସୂଚନା ଅନୁଯାୟୀ, ଗତକାଲି ବିନୋଦ ଚାଷ କାମ ପାଇଁ ଦେବଗଡ଼ ଜିଲ୍ଲା ରତନପୁର ଗାଁକୁ…

Continue Readingଆମ୍ବ ଗୋଟାଇବା ହେଲା କାଳ! ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ଅନୁଗୁଳ ଛେଣ୍ଡିପଦାରେ ୧୭୨ କୋଟିର ବିକାଶମୂଳକ ଯୋଜନା: ଜନସାଧାରଣଙ୍କ ସେବାରେ କେନ୍ଦ୍ରମନ୍ତ୍ରୀ

ଅନୁଗୁଳ : ଗ୍ରାମାଞ୍ଚଳର ଭିତ୍ତିଭୂମି ସୁଦୃଢ଼ କରିବା ସହ ଜନସାଧାରଣଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାଠାରେ ବିଶାଳ ବିକାଶମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ ପ୍ରାୟ ୧୭୨…

Continue Readingଅନୁଗୁଳ ଛେଣ୍ଡିପଦାରେ ୧୭୨ କୋଟିର ବିକାଶମୂଳକ ଯୋଜନା: ଜନସାଧାରଣଙ୍କ ସେବାରେ କେନ୍ଦ୍ରମନ୍ତ୍ରୀ

ଛେଣ୍ଡିପଦାରେ ବିଜେପିର ଦିନଦୟାଲ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର କୋଶଳା ମଣ୍ଡଳ ଅନ୍ତର୍ଗତ ମା’ ରାମଚଣ୍ଡୀ କଲ୍ୟାଣ ମଣ୍ଡପଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନର ମଣ୍ଡଳ ସ୍ତରୀୟ କର୍ମଶାଳା ଆୟୋଜିତ ହୋଇଛି। ଏହି କର୍ମଶାଳାକୁ ପୂର୍ବତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ…

Continue Readingଛେଣ୍ଡିପଦାରେ ବିଜେପିର ଦିନଦୟାଲ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ

ବାହାଘରରେ ହଣାକଟା: ଭୁଜାଲି ମାଡ଼ରେ ୧୧ ଗୁରୁତର, ଛେଣ୍ଡିପଦାରେ ଚାପା ଉତ୍ତେଜନା

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଭଗଲାକଟା ଗାଁରେ ଏକ ବିବାହ କାର୍ଯ୍ୟ ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି। ବରଯାତ୍ରୀ ଓ କନ୍ୟାପକ୍ଷଙ୍କ ମଧ୍ୟରେ ହୋଇଥିବା ମାଡ଼ପିଟ୍ ଏବଂ ଭୁଜାଲି ଆକ୍ରମଣରେ ଉଭୟ ପକ୍ଷର ପ୍ରାୟ ୧୧ ଜଣ ଗୁରୁତର…

Continue Readingବାହାଘରରେ ହଣାକଟା: ଭୁଜାଲି ମାଡ଼ରେ ୧୧ ଗୁରୁତର, ଛେଣ୍ଡିପଦାରେ ଚାପା ଉତ୍ତେଜନା

ଛେଣ୍ଡିପଦାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି: ୪୯ଟି ଅଭିଯୋଗ ମଧ୍ୟରୁ ୩ଟିର ତୁରନ୍ତ ସମାଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ଆଜି ଛେଣ୍ଡିପଦା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଶିବିରରେ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ଯୋଗ ଦେଇଥିବା ବେଳେ ଜନସାଧାରଣଙ୍କ ସମୁଦାୟ…

Continue Readingଛେଣ୍ଡିପଦାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି: ୪୯ଟି ଅଭିଯୋଗ ମଧ୍ୟରୁ ୩ଟିର ତୁରନ୍ତ ସମାଧାନ

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିକାଲ ନୋମିନି ଭାବେ ତ୍ରିବେଣୀ ସାହୁଙ୍କ ନାମ ସୁପାରିସ

​ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିକାଲ ନୋମିନି ଭାବେ ତ୍ରିବେଣୀ ସାହୁଙ୍କ ନାମ ସୁପାରିସ କରାଯାଇଛି। ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଏହି ସୁପାରିସ କରିଛନ୍ତି। ଏ ସମ୍ପର୍କରେ ସେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ…

Continue Readingଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିକାଲ ନୋମିନି ଭାବେ ତ୍ରିବେଣୀ ସାହୁଙ୍କ ନାମ ସୁପାରିସ