ରାସ୍ତାରେ ଗଛ ଭାଙ୍ଗି ୩ଗୁରୁତର

You are currently viewing ରାସ୍ତାରେ ଗଛ ଭାଙ୍ଗି ୩ଗୁରୁତର

ଅନୁଗୋଳ: ସୋମବାର ଅନୁଗୋଳ-ଛେଣ୍ତିପଦା ରାସ୍ତାରେ କୋଶଳା ରିସର୍ଚ୍ଚ ନର୍ସରୀ ସମୁଖରେ ରାସ୍ତାରେ ଗଛ ଭାଙ୍ଗି ମାଡିବସିବାରୁ ତିନି ଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ଅସୁସ୍ଥ ପୁଅକୁ ମେଡିକାଲ ନେଇ ଯାଉଥିଲେ। ଗୁରୁତର ମାନେ ହେଲେ କରଡାବାହାଳୀ ଗାଁର ବ୍ରଜବନ୍ଧୁ ନାଏକ, ତାଙ୍କ ସ୍ତ୍ରୀ ଓ ପୁଅ। ପୁଅର ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ବାଇକରେ ଅନୁଗୁଳ ମେଡିକାଲକୁ ଡାକ୍ତର ପରାମର୍ଶ ପାଇଁ ଯାଉଥିଲେ। ୩ ଜଣଙ୍କୁ ଗୁରୁତର ଅବସ୍ଥାରେ କୋଶଳା ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କର ଗୋଡ଼, ହାତ ଓ ମୁହଁରେ ଗଭୀର ଆଘାତ ଲାଗିଛି।

Share

Leave a Reply