ଗପ ଲେଖିବା ନିଶାରୁ ଫିଲ୍ମ କାହାଣୀ ଲେଖକ, ମାଟିର ପୁଅ ଅମିତ୍ କୁମାର ଦାଶ
ଅନୁଗୁଳ: କୁଆଯାଏ ଇଚ୍ଛା ଶକ୍ତି ମଣିଷକୁ ସଫଳତାର ସିଡି ଚଢ଼ାଏ।ଧନ,ମାନସମ୍ମାନ ସବୁ କିଛି ଅଜାଡ଼ି ଦିଏ। ଅନୁଗୁଳ ମାଟିର ଜଣେ ସୁନା ପୁଅ ଯିଏ ଅନୁଗୁଳ ବାସୀଙ୍କ ପାଇଁ ଆଜିବି ଅଜଣା କିନ୍ତୁ ତାଙ୍କ କଲମ ମୁନରେ ଜୀବନ୍ତ ହେଉଥିବା କଥା…



