ଅନୁଗୁଳ: କୋଶଳା ରାମଚଣ୍ଡୀ ମନ୍ଦିର ନିକଟରେ ‘ଆଇ ଲଭ୍ କୋଶଳା’ ପ୍ରତିକୃତି ସହ ସେଲ୍ଫି ପଏଣ୍ଟ ଶୁକ୍ରବାର ୫ ବିଧାୟକଙ୍କ ଦ୍ବାରା ଉଦ୍ଘାଟିତ ହୋଇଛି। ରାମଚଣ୍ଡୀ ସେବାସଂଘ ଓ ସାନ୍ଭି ଡିଜିଟାଲ ଦ୍ବାରା ଏହା ପ୍ରସ୍ତୁତ ହୋଇଥିବାବେଳେ ଜିଲ୍ଲାର ପ୍ରଥମ ସେଲ୍ଫି ପଏଣ୍ଟ ବୋଲି ଜଣାପଡ଼ିଛି। ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା,ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ରମେଶ ସାଏ, ପାଳଲହଡା ବିଧାୟକ ମୁକେଶ ପାଳ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ଯୁବନେତା ଅରୁଣାଭ ସିଂହ ଓ ପୂର୍ବତନ ପୂର୍ତ୍ତ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନ ସେଲଫି ପଏଣ୍ଟ ଉଦ୍ଘାଟନ କରିଥିଲେ।
‘ଆଇ ଲଭ୍ କୋଶଳା’ ଉଦ୍ଘାଟିତ
- Post published:August 21, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal
