ଯୁବତୀଙ୍କୁ ଟଣାଓଟରା, ଯୁବକ ଗିରଫ

You are currently viewing ଯୁବତୀଙ୍କୁ ଟଣାଓଟରା, ଯୁବକ ଗିରଫ

ଅନୁଗୁଳ: ହଣ୍ଡପା ଥାନା ବଡ଼ଡଙ୍ଗିଆଣି ଗାଁର ଜଣେ ଯୁବତୀଙ୍କୁ ଟଣାଓଟରା କରିବା ଅଭିଯୋଗରେ ଏହି ଥାନା ଖଇରମୁଣ୍ଡା ଗାଁର ବାବୁଲା ଦେହୁରୀଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ବାବୁଲା ଉକ୍ତ ଯୁବତୀଙ୍କୁ ଏକତରଫା ଭାବେ ଭଲ ପାଇଆସୁଥିଲା। ଏକୁଟିଆ ଦେଖି ତାଙ୍କୁ ଟଣାଓଟରା କରିଥିଲା ବୋଲି ପୀଡ଼ିତା ଯୁବତୀ ଥାନାରେ ଅଭିଯୋଗ କରିଥିଲେ। ଏ ସଂପର୍କରେ ମାମଲା ରୁଜୁ କରାଯିବା ସହ ବାବୁଲାଙ୍କୁ ଗିରଫକରି କୋର୍ଟ ଚାଲାଣ କରାଯାଇଥିବା ବଇଣ୍ଡା ଫାଣ୍ଡି ଅଧିକାରୀ ଅରୁଣ ପଣ୍ଡା ପ୍ରକାଶ କରିଛନ୍ତି।

Share

Leave a Reply