ଭାଗବତ ଶାନ୍ତିଧାମରେ ମକର ଉତ୍ସବ ପାଳିତ, କଳସ ଯାତ୍ରାରେ ସାମିଲ ହେଲେ ଶତାଧିକ ଶ୍ରଦ୍ଧାଳୁ
ଅନୁଗୁଳ: ଅନୁଗୁଳ ଜିଲ୍ଲା ମହୀଧରପୁରରେ ଥିବା ଭାଗବତ ପାହାଡ଼ ତଥା ପୁରାତନ ଅନନ୍ତମୁଖୀ ଯଜ୍ଞପୀଠ "ଭାଗବତ ଶାନ୍ତିଧାମ"ରେ ମକର ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ନାମ ସଂକୀର୍ତ୍ତନ କରିଥିଲେ। ମୁଖ୍ୟ ସନାତନ ମଠର ମହନ୍ତ କାଳନ୍ଦୀ…