ଶିରିଗିଡ଼ାରେ କ୍ରିକେଟ୍ ଟୁର୍ନାମେଣ୍ଟ
ତାଳଚେର: ତାଳଚେର ବ୍ଲକ୍ ଶିରିଗିଡ଼ା ଗ୍ରାମର ତ୍ରିନେତ୍ର କ୍ରିକେଟ୍ କ୍ଲବ୍ ପକ୍ଷରୁ ଏକ କ୍ରିକେଟ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଗତ ୧୪ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟରେ ମୋଟ ୧୬ଟି ଦଳ ଅ˚ଶଗ୍ରହଣ କରିଥିଲେ। ଫାଇନାଲ୍ ମ୍ୟାଚରେ ଆୟୋଜକ ସିରିଗିଡ଼ା…



