ବେସାମରିକ ପ୍ରତିରକ୍ଷା ଦିବସ ପାଳିତ
ତାଳଚେର: ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରବିବାର ବେସାମରିକ ପ୍ରତିରକ୍ଷା ଦିବସ ପାଳିତ ହୋଇଯାଇଛି l ଉପଜିଲ୍ଲାପାଳ ରଜନୀକାନ୍ତ ସ୍ଵାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ l ବିପର୍ଯ୍ୟୟ ଓ ପୂଜାପାର୍ବଣ ସମୟରେ ସ୍ଵେଚ୍ଛାସେବୀମାନେ ନିଷ୍ଠାର ସହ…



