ଅନୁଗୁଳ: ଭୂତପୂର୍ବ ଅନୁଗୁଳ ପୌର ଉପାଧ୍ୟକ୍ଷା ରାମପତି ମାଣ୍ଡଠିଆଙ୍କ ସ୍ମୃତିରେ ତାଙ୍କ ପୁତ୍ର ତଥା ଅନୁଗୁଳ ପୌରପରିଷଦର ପୂର୍ବତନ କାଉନସିଲର ରଞ୍ଜିତ ମାଣ୍ଡଠିଆ ଅନୁଗୁଳ ଜେଲକୁ ଅନ୍ତେବାସୀଙ୍କ ଉଦ୍ଦେଶ୍ୟରେ ଏକ ରଙ୍ଗୀନ ଟିଭି ପ୍ରଦାନ କରିଛନ୍ତି। ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜେଲ୍ ଅଧିକ୍ଷକ ସୁଚିତ୍ରା ଦାସ, ଜେଲର ଶଶିକାନ୍ତ ମହାଳିକ, ସାମ୍ବାଦିକ ବ୍ରଜେନ୍ଦ୍ର ସାମଲ ଏବଂ ସୁନୀଲ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।
ଭୂତପୂର୍ବ ପୌର ଉପାଧ୍ୟକ୍ଷାଙ୍କ ସ୍ମୃତିରେ ଟିଭି ପ୍ରଦାନ
- Post published:July 5, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul