ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ପହଞ୍ଚିଛି ଆଉ ୨୫୦୦ ଟିକା। ପୁନଶ୍ଚ ଜିଲ୍ଲାରେ ଟିକାକରଣ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଗତ ସୋମବାର ଦିନ ଜିଲ୍ଲାରେ ଟିକା ଶେଷ ହୋଇଥିଲା। ଫଳରେ ମଙ୍ଗଳବାର ଓ ବୁଧବାର ଜିଲ୍ଲାର ସମସ୍ତ କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହି ଥିଲା। ତେବେ ବୁଧବାର ଅପରାହ୍ନରେ ଜିଲ୍ଲାରେ ୨୫୦୦ ଟିକା ପହଞ୍ଚିଛି। ସମସ୍ତ ଟିକାକୁ ଭାଗବାଣ୍ଟି ବିଭିନ୍ନ ଟିକାକରଣ କେନ୍ଦ୍ରକୁ ପ୍ରଦାନ କରାଯିବ। ପରବର୍ତୀ ସମୟରେ ଆହୁରି ଟିକା ଆସିବ ବୋଲି ଡିପିଏଚ୍ଓ ଧନଞ୍ଜୟ ବେହେରା ପ୍ରକାଶ କରିଛନ୍ତି ।
ଅନୁଗୁଳରେ ପହଞ୍ଚିଲା ୨୫୦୦ ଟିକା
- Post published:May 6, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
