ଅନୁଗୁଳ: ମଙ୍ଗଳବାର ପାଳଲହଡ଼ା ଉପଖଣ୍ଡର ଖମାରଠାରେ ଥିବା ଔଷଧ ଦୋକାନ ଯାଞ୍ଚ କରିଛନ୍ତି ଡ୍ରଗସ୍ ଇନିସପେକ୍ଟର (ଡିଆଇ) ମୁକ୍ତିନନ୍ଦା ଶତପଥୀ । ପ୍ରାୟ ୧୦ଟି ଦୋକାନ ଯାଞ୍ଚ କରି ଔଷଧପତ୍ର ଓ କାଗଜାତ୍ ଯାଞ୍ଚ କରିଥିଲେ । ଔଷଧର ଅବଧି ସରିଛି କି ନା, ଔଷଧର ବିଲ୍ ଇତ୍ୟାଦି ବୁଝିବା ସହ କେତେକ ଦୋକାନରୁ ଔଷଧ ନମୁନା ସଂଗ୍ରହ କରାଯାଇଥିବା ବେଳେ ତାକୁ ଯାଞ୍ଚ ପାଇଁ ପଠାଯିବ ବୋଲି ଶ୍ରୀମତୀ ଶତପଥୀ ସୂଚନା ଦେଇଛନ୍ତି ।
ଖମାରରେ ଔଷଧ ଦୋକାନ ଯାଞ୍ଚ
- Post published:August 18, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
